ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର ।
ଶିକ୍ଷକ ଆନ୍ଦୋଳନର ସପ୍ତାହେ ପରେ ବି ସ୍ଥିତି ସମାନ । ପାଠ ପଢା ଠପ୍, ଚିନ୍ତାରେ ଅଭିଭାବକ। ସରକାର କିନ୍ତୁ ଯେମତି ନିଦା ବିଷ୍ଣୁ । ଶିକ୍ଷକ ଆସୁନଥିବାରୁ କେଉଁଠି ଅଭିଭାବକ ତ କେଉଁଠି ଉପଜିଲ୍ଲାପାଳ ପାଠ ପଢ଼ାଇଲେଣି ।
ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।
ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।
ରାଜ୍ୟରେ ଅସହ୍ୟ ହେଲାଣି ବାବୁଗିରି । ପୂର୍ବରୁ କେବଳ ରାଜ୍ୟ ଶାସନରେ ଅଫିସରଙ୍କ ଦବଦବା ରହୁଥିଲା ବେଳେ ଏବେ ଏହା ଗାଁରେ ବି ପହଞ୍ଚିଲାଣି । ସରପଞ୍ଚଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ବିଡିଓ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ ।
ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।
ଓଃ କି ଦୁଃଖ ! ନିଜର ଜାଗା ଖଣ୍ଡେ ନାହିଁ । ପର ଜାଗାରେ ଘର କରି ରହିଥିଲେ ତିନୋଟି ପରିବାର । ଏବେ ମାଲିକ ମନା କରିବାରୁ ଜରି ପାଲ ତଳେ ବିତୁଛି ୩ ପରିବାରର ଜୀବନ । ବାବୁଙ୍କୁ ଗୁହାରି କରିବା ପରେ..ମିଳିବ ମିଳିବ କହୁଛନ୍ତି...
ଇଏ କି ବିଚିତ୍ର ବ୍ୟବସ୍ଥା । ଦୋକାନ କରିବ ବୋଲି ବ୍ୟାଙ୍କରୁ ଋଣ ନେଲା ବୋହୂ..ଠିକ୍ ସମୟରେ ସୁଝି ନପାରିବାରୁ ଶାଶୂର ପେନସନ୍ ବନ୍ଦ କରିଦେଲା ବ୍ୟାଙ୍କ । ମ୍ୟାନେଜରଙ୍କୁ ପଚାରିବାରୁ କହୁଛନ୍ତି..
ମୋ ବୋଉଲୋ..ପୂରା ଓଡ଼ିଶାରେ ଚହଳ ପକାଇଦେଲେ । ନାରଣ ପଚାରୁଛି ପ୍ରକୃତରେ ଫାଇଭ୍-ଟି ସଚିବଙ୍କ ନାଁ କଣ? ମତେ ଯେ ମରଣ ହେଉନି
ପୂଜାର ଧୁମ୍ ! ଏଥର ଦୁଲୁକିବ ବ୍ରହ୍ମପୁର..ରାମ ମନ୍ଦିର ତିଆରି ଚାଲିଛି । ଆଉ ତା’ରି ଭିତରେ ବିଘ୍ନବିନାଶକଙ୍କୁ କରାଯିବ ପୂଜା । ପୂର୍ବଥର କେଦାରନାଥ ମନ୍ଦିରରେ ପୂଜା ପାଇଥିଲେ ଗଣପତି ବାବା
ସ୍ୱିଗି କି ଜୋମାଟୋ ନୁହେଁ..ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି...
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର, ତିଥି – ଅମାବାସ୍ୟା ଅହୋରାତ୍ର, ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନିଶାନ୍ତ ୦୪.୫୩ ଗତେ ୧...
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର, ତିଥି – ଅମାବାସ୍ୟା ଅହୋରାତ୍ର, ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନିଶାନ୍ତ ୦୪.୫୩ ଗତେ ୧...
ପୋଖରୀ ପାଲଟିଛି ଅଙ୍ଗନବାଡ଼ି ଓ ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ..
ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି...
ମହଙ୍ଗା ପଡିଲା ଦ୍ୱିତୀୟ ବିବାହ । ସହିପାରିଲେନି ସ୍ତ୍ରୀର ନିର୍ଯାତନା..ଚିଠି ଲେଖି ହାରିଦେଲେ ଜୀବନ । ତେବେ ଦୁଇବର୍ଷ ପରେ ମାମଲାକୁ ନେଇ କହିଁକି ବଢିଲା ଚର୍ଚ୍ଚା ?
ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ। ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ...
ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।