• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ:

ପ୍ରାତଃ-  ୦୫.୩୮ ରୁ ୦୭.୦୮
ଦିବା ୦୮.୫୧ ରୁ ୧୧.୧୬
ରାତ୍ରି – ୦୮.୦୬ ରୁ ୧୦.୧୧
ରାତ୍ରି- ୦୨.୨୭ ରୁ ୦୩.୧୫

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୦୮ ରୁ ୦୮.୩୯
କାଳ ବେଳା - ପ୍ରାତଃ ୦୭.୦୮ ରୁ ୦୮.୩୯
ବାର ବେଳା – ଦିବା ୦୨.୪୨ ରୁ ୦୪.୧୨   
କାଳରାତ୍ରି –ରାତ୍ରି ୧୦.୧୧ ରୁ ୧୧.୪୦

OTV is now on Whatsapp

Join and get latest news update delivered to you via whatsapp

Join Now