ପୂର ତୋର ଦିନେକୁ ମୋର ଦିନେ.. ଆଗକୁ ଦେଖନ୍ତୁ କଣ ହେଉଛି.. ଓଡ଼ିଶା ଲୋପ ପାଇଯିବ.. ବାଘ ଭାଲୁ ଆସିକି ଘରେ ପଶିକି ଆମକୁ ଖାଇଯିବେ..
Published By: Manoranjan Behera
Last updated: 20 January 2024, 12:17 PM IST
ସପ୍ତଶଯ୍ୟା..ମନୋରମ ପ୍ରକୃତିର କୋଳରେ ହସୁଥିବା ଏ ଦେବ ସ୍ଥାନର ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଲୋକକଥା ଅନୁସାରେ ପ୍ରଭୂ ଶ୍ରୀରାମଙ୍କ ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ସାତଦିନ ଓ ସାତରାତି ।