/odishatv-khabar/media/post_attachments/uploadimage/library/16_9/16_9_0/Panchang_1704076267.jpg)
Panchang
ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର। ଚନ୍ଦ୍ର- ମେଷ ଦିବା ୦୮.୫୩ ଗତେ ବୃଷ, ତିଥି- ୧୦ ମୀ ସନ୍ଧ୍ୟା ୦୭.୨୭ ଗତେ ୧୧ ଶୀ, ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୫୩ ଗତେ ବିଛା ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୦୯ ଗତେ ୧ ପାଦ କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ଦିବା- ୧୦.୩୫ ରୁ ୦୧.୦୩
ରାତ୍ରି- ୦୮.୦୩ ରୁ ୧୦.୩୯
ରାତ୍ରି- ୧୨.୨୩ ରୁ ୦୨.୦୭
ରାତ୍ରି- ୦୨.୫୯ ରୁ ୦୪.୪୩
ଅଶୁଭ ସମୟ:
ରାହୁକାଳ - ଦିବା ୦୯.୧୨ ରୁ ୧୦.୩୫
କାଳବେଳା-ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୪ ରୁ ୦୫.୨୭
ବାରବେଳା- ଦିବା ୦୧.୧୯ ରୁ ୦୨.୪୨
କାଳରାତ୍ରି- ସନ୍ଧ୍ୟା ୦୫.୨୭ ରୁ ୦୭.୦୪ ଓ ନିଶାନ୍ତ ୦୪.୫୦ ରୁ ୦୬.୨୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)