• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

Lipsa Mohapatra

Editor

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ...more

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।

less

Posts by Lipsa Mohapatra

Truck fell down
Truck full of beer fell down: ଧସିଲା ମାଟି, ଟ୍ରକ ଓଲଟି ରାସ୍ତା ସାରା ମଦର ବନ୍ୟା

ଧସିଲା ମାଟି, ତଳକୁ ଖସିଲା ମଦ ବୋଝେଇ ଟ୍ରକ । ଢାଳି ହୋଇଗଲା ପେଟି ପେଟି ମଦ । ହରିୟାଣାର  ଗୁରଗାଓଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଓ ହରିୟାଣାର ସ୍ଥିତି ବେହାଲ ହୋଇଛି ।

Apple COO
Apple's New COO: ଭାରତୀୟ ବଂଶୋଦ୍ଭବଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ, ଏହି ସହରରେ ସବୀହ ଖାନଙ୍କ ଜନ୍ମ...

ଭାରତୀୟ ବଂଶୋଦ୍ଭବ ସବୀହ ଖାନଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ ମିଳିଛି । ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ଆପଲ୍‌ର COO ହୋଇଛନ୍ତି ସବୀହ । ଟିମ୍‌ କୁକ୍‌ ମଧ୍ୟ ସବୀହଙ୍କୁ ପ୍ରଶଂସା କରିଛନ୍ତି । ଜାଣନ୍ତୁ, ଭାରତର କେଉଁ ସହରରେ ସବୀହଙ୍କ ଜନ୍ମ ।

Earthquake
Earthquake: ଭୂକମ୍ପ ଝଟକାରେ ଥରି ଉଠିଲା ରାଜଧାନୀ, ଲୋକେ ଭୟଭୀତ

ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ରାଜଧାନୀ । ଆଜି ସକାଳ ୯ଟା ୪ ସମୟରେ ଭୂକମ୍ପ ଅନଭୂତ ହୋଇଛି । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ଭୂକମ୍ପ ଝଟକା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । 

Girls stripped
Girls stripped for period check: ସ୍କୁଲରେ ଲଜ୍ଜା: ୧୦ ଛାତ୍ରୀଙ୍କ ପୋଷାକ ଖୋଲିଲେ...

୧୦ ଜଣ ଛାତ୍ରୀଙ୍କ ପ୍ରତି ସ୍କୁଲରେ ଦୁର୍ବବ୍ୟବହାର । ପିରିୟଡ୍ସ ହୋଇଛି କି ନାହିଁ? ପଚାରିଲେ । ପୋଷାକ କାଢି ଚେକ୍ କଲେ ଶିକ୍ଷୟିତ୍ରୀ । ଛାତ୍ରୀମାନେ କାନ୍ଦି କାନ୍ଦି ଘରକୁ ଯିବା ପରେ ଆଇନର ଦ୍ୱାରସ୍ଥ ହେଲେ ଅଭିଭାବକ । ଆଉ ତା' ପରେ କ'ଣ ହେଲା,...

Opium Smuggling
Opium Smuggling: ଛୁଟି ନେଇ ଅଫିମ ଚାଲାଣ କରୁଥିଲେ କନଷ୍ଟେବଳ, ସାଥ୍ ଦେଉଥିଲା ଗାର୍ଲଫ୍ରେଣ୍ଡ

ଛୁଟି ନେଇ କନଷ୍ଟେବଳ କରୁଥିଲେ ଅଫିମ ଚାଲାଣ । ସହଯୋଗ କରୁଥିଲା ଗାର୍ଲଫ୍ରେଣ୍ଡ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସେଲ୍ । ରେଡ୍ ବେଳେ କାର୍‌ ଭିତରୁ ୧୮ ପ୍ୟାକେଟ୍ ଅଫିମ ଜବତ ହୋଇଛି । 

Headache
Headache: ଅତ୍ୟଧିକ ଗ୍ୟାସ୍‌ କାରଣରୁ ମୁଣ୍ଡବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଉପାୟ...

ପରିବର୍ତ୍ତିତ ଜୀବନଶୈଳୀ ବିଭିନ୍ନ ରୋଗର କାରଣ । ବଦଳିଛି ଲାଇଫ୍‌ଷ୍ଟାଇଲ, ବଢୁଛି ରୋଗ । ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ବହୁ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ ।

Baby elephant
Viral Video: କୁନି ହାତୀକୁ ଖୁଆଇଦେଲେ ତରଭୁଜ, ହାତୀ-ମଣିଷ ସମ୍ପର୍କର ନିଆରା ଦୃଶ୍ୟ

ସୋସିଆଲ ମିଡିଆରେ ଭାଇରାଲ ହେଉଛି କୁନି ହାତୀର ଭିଡିଓ । ରାସ୍ତାକଡ଼ରେ ଛିଡା ହୋଇ ତରଭୁଜ ଖାଇବାକୁ ମାଗୁଛି । କୁନି ହାତୀର ଏହି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ଆଉ ଦୋକାନୀ ମଧ୍ୟ ତିଳେ ମାତ୍ର କୁଣ୍ଠାବୋଧ ନକରି ତାକୁ ତରଭୁଜ ଖୁଆଇ ଦେଉଛନ୍ତି ।...

Tariff hike
Tariff hike : ଉପଭୋକ୍ତାଙ୍କୁ ବଡ଼ ଝଟକା, ରିଚାର୍ଜ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ରିରାର୍ଜ ଲାଗି ଅଧିକ ଟଙ୍କା ଦେବେ ଉପଭୋକ୍ତା । ଏହି ନିୟମ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବ । ୨୦୨୫ ଶେଷ ସୁଦ୍ଧା ରିଚାର୍ଜ ମୂଲ୍ୟରେ ଆସିପାରେ ପରିବର୍ତ୍ତନ । ବଢିବାରେ ଟାରିଫ୍ ।

Train-van accident
School van hit by train: ଟ୍ରେନ୍‌ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ

ଟ୍ରେନ୍‌ ସହ ଧକ୍କା ପରେ ୫୦ ମିଟର୍ ଘୋଷାଡି ହୋଇଗଲା ସ୍କୁଲ ଭ୍ୟାନ । ୨ ମୃତ, ୧୦ରୁ ଅଧିକ ଗୁରୁତର । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି...

Black magic suspension
Witchcraft Murder: ଗୁଣିଗାରେଡି ସନ୍ଦେହରେ ପରିବାରର ୫ ଜଣଙ୍କୁ ଜୀଅନ୍ତା ଜାଳିଦେଲେ

ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ଅଭିଯୋଗ । ନିର୍ଧୁମ ମାଡ଼ ପରେ ଜୀଅନ୍ତା ଜାଳିଦେଲେ ଗ୍ରାମବାସୀ । ଟ୍ରାକ୍ଟରରେ ମୃତଦେହ ସବୁ ନେଇ ଫିଙ୍ଗିଦେଲେ । ପୂରା ଗାଁରେ ଚାଞ୍ଚଲ୍ୟ । ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ଗିରଫ । ପରିବାରର...

Kenya protest
Kenya protest: ଭୟଙ୍କର ରୂପ ନେଲା ଆନ୍ଦୋଳନ: ୧୧ ମୃତ,ପୂରା ସହର ଲକ୍‌ଡାଉନ

କେନିୟାରେ ଜୋର ଧରିଛି ସରକାର ବିରୋଧୀ ହିଂସା । ତୀବ୍ର ରୂପ ନେଇଛି ଆନ୍ଦୋଳନ । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପୂରା ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର ।

Honeymoon murder case
Raja Raghuvanshi Murder Case: ହନିମୁନ୍ ହରର୍‌: ସୋନମର ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର

ମେଘାଳୟରେ ହନିମୁନବେଳେ ହତ୍ୟା ମାମଲା । ରାଜା ରଘୁବଂଶୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମାନଙ୍କ ନାର୍କୋ ଟେଷ୍ଟ୍‌ ଦାବି କଲେ ରାଜାଙ୍କ ପରିବାର । ହାଇକୋର୍ଟ ଅନୁମତି ନଦେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାରଲୋକେ ।

Tahawwur Rana
Tahawwur Rana: ତହବୁର ରାଣାର ବିସ୍ଫୋରକ ବୟାନ, 'ମୁଁ ଥିଲି ପାକିସ୍ତାନର ଭରସାଯୋଗ୍ୟ ଏଜେଣ୍ଟ'

NIA ଆଗରେ ବିସ୍ଫୋରକ ବୟାନ ଦେଲା କୁଖ୍ୟାତ ଆତଙ୍କୀ ତହବୁର ରାଣା । ପାକିସ୍ତାନୀ ସେନାର ଜଣେ ଭରସାଯୋଗ୍ୟ ଏଜେଣ୍ଟ ହୋଇଥିବା କଥା ସ୍ୱୀକାର କରିଛି ତହବୁର । ୨୬ ନଭେମ୍ୱର ୨୦୦୮ରେ ମୁମ୍ବାଇ ଆକ୍ରମଣବେଳେ ସହରରେ ଥିବା କଥା ସ୍ୱୀକାର କରିଛି ତହବୁର ।

Milkman detained
Milkman spitting into milk: କ୍ଷୀରରେ ଛେପ ପକାଇ ବିକୁଥିଲେ, ସିସିଟିଭିରେ ଧରାପଡ଼ିଲା ସତ

କ୍ଷୀରରେ ଛେପ ପକାଇ ଘରକୁ ଘର ଯାଇ ବିକୁଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଅଭିଯୁକ୍ତ ମହମ୍ମଦ ଶରିଫକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ex-CJI Chandrachud
Ex-CJI Chandrachud responds SC letter: ସୁପ୍ରିମକୋର୍ଟଙ୍କ ଚିଠି ପରେ ଚନ୍ଦ୍ରଚୂଡ଼ଙ୍କ ସ୍ପଷ୍ଟୀକରଣ, କହିଲେ ସରକାରୀ ବଙ୍ଗଳା ଖାଲି କରୁନଥିବା ପଛର କାରଣ

କାହିଁକି ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚିଠି ପରେ ଚନ୍ଦ୍ରଚୂଡ଼ ରଖିଲେ ସ୍ପଷ୍ଟୀକରଣ । ଘରକୁ ନେଇ ରହିଥିବା ସମସ୍ୟା ବିଷୟରେ ଗୋଟି ଗୋଟି କରି କହିଲେ ।

Delivery boy
Oxford graduate becomes delivery boy: ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସ୍ନାତକ ପାସ୍,ଚାକିରି ନମିଳିବାରୁ କରୁଛନ୍ତି ଫୁଡ୍‌ ଡେଲିଭରୀ

ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ପାସ୍ । ହେଲେ ମିଳୁନି ମନ ମୁତାବକ ଚାକିରି । ୧୦ରୁ ଅଧିକ ଇଣ୍ଟରଭ୍ୟୁ ଦେଇ ଥକିଗଲେ । ଶେଷରେ ଫୁଡ୍‌ ଡେଲିଭରୀ କରି ପେଟ ପୋଷୁଛନ୍ତି ଏହି ଉଚ୍ଚଶିକ୍ଷିତ ଯୁବକ । ଅସାଧାରଣ ଶିକ୍ଷା ସାଙ୍ଗକୁ ସାଧାରଣ ଚାକିରି କରି ଚର୍ଚ୍ଚାରେ ଏହି...

Jawan Died
Accidental Firing: ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ

ନିଜ ବନ୍ଧୁକରୁ ଫୁଟିଲା ଗୁଳି । ଚାଲିଗଲା ଯବାନଙ୍କ ଜୀବନ । ଜମ୍ମୁକାଶ୍ମୀରରେ ଯବାନ ଜଣକ ଡ୍ୟୁଟିରେ ଥିବାବେଳେ ଏପରି ଅଘଟଣ ଘଟିଛି । ସେ ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ । 

Forced to burn bury bodies of victims
Man burnt bodies of rape victims: ବର୍ଷ ବର୍ଷ ଧରି ପୋଡୁଥିଲେ ଦୁଷ୍କର୍ମ ପୀଡିତାଙ୍କ ମୃତଦେହ, କାରଣ...

ଦୁଷ୍କର୍ମ ପୀଡିତାଙ୍କ ମୃତଦେହ ଦାହ କରିବାକୁ ବାଧ୍ୟ କରାଯାଉଥିଲା । କଥା ନମାନିଲେ ହତ୍ୟା ଧମକ ମିଳୁଥିଲା । ଅନିଚ୍ଛା ସତ୍ତ୍ୱେ ଏସବୁ କରିବାରୁ ବାଧ୍ୟ ହେଉଥିଲେ । ଏବେ ସେ ନିରୀହ ଝିଅମାନଙ୍କ ନ୍ୟାୟ ପାଇଁ ମୁହଁ ଖୋଲିଛନ୍ତି ମୃତଦେହ ଦାହ କରୁଥିବା ଏହି ବ୍ୟକ୍ତି ।

Viral reels
Viral Video: ଅପେରସନ ଥିଏଟରରୁ ଡାକ୍ତରଙ୍କ ରିଲ୍ସ ଭାଇରାଲ,ଲୋକେ କହିଲେ...

ଭାଇରାଲ ହେଉଛି ଡାକ୍ତରଙ୍କ ରିଲ୍ସ ଭିଡିଓ । ଡାକ୍ତରଙ୍କ ଅନ୍ଦାଜ ଓ ହରିୟାଣୱି କମେଡି ସମସ୍ତଙ୍କ ମନକୁ ଛୁଇଁଛି । ବହୁ ମଜାଦାର କମେଣ୍ଟ କରିବା ସହ ଡାକ୍ତରଙ୍କ ପ୍ରଶଂସା କରିଛନ୍ତି ୟୁଜର୍ସ ।

Dalailama's Birthday
Dalai Lama's Birthday:୯୦ ବର୍ଷରେ ପାଦ ଥାପିଲେ ଦଲାଇଲାମା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ । ଛୁଟିଲା ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ମୋଦି ସୁସ୍ଥତା ଓ ଆରୋଗ୍ୟ କାମନା କଲେ । ନୂଆ ଦଲାଇଲାମା କିଏ ହେବେ ସେନେଇ ବଢିଛି ଚର୍ଚ୍ଚା ।

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।