• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

Lipsa Mohapatra

Editor

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ...more

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।

less

Posts by Lipsa Mohapatra

Helmet Man
Helmet Man: କିଏ ସେହି 'ହେଲମେଟ୍‌ ମ୍ୟାନ' ? କାହିଁକି ମୁଣ୍ଡରେ ଲାଗିଛି ସିସିଟିଭି, ଜାଣନ୍ତୁ

ମୁଣ୍ଡରେ ଲାଗିଛି ହେଲମେଟ୍ । ଆଉ ହେଲମେଟ୍ ଉପରେ ସିସିଟିଭି । ହେଲମେଟ୍‌ ପିନ୍ଧିବା ପଛରେ ରହିଥିବା କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସମସ୍ତେ ତାଙ୍କୁ ଡାକୁଛନ୍ତି ହେଲମେଟ୍ ମ୍ୟାନ ।

Accident
Accident: ମିନି ଟ୍ରକ୍‌ ଉପରେ ଓଲଟି ପଡ଼ିଲା ଆମ୍ବ ବୋଝେଇ ଟ୍ରକ୍‌: ୯ ମୃତ, ୧୧ ଗୁରୁତର

ଆମ୍ବ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହାପରେ ପାଖରେ ଥିବା ଏକ ମିନି ଟ୍ରକ୍‌ ସହ ଧକ୍କା ହୋଇଛି ଆମ୍ବ ବୋଝେଇ ଟ୍ରକ । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୧୧ ଜଣ ଗୁରୁତର ଥିବା ଜଣାପଡ଼ିଛି ।

Man Found Wandering In Mountains
Man wandering after break up: ବ୍ରେକ୍‌-ଅପ୍‌ ପରେ ନିଖୋଜ ଯୁବକ, ପ୍ରେମିକାକୁ ଭୁଲିବାକୁ ସବୁ ଛାଡ଼ି ଜଙ୍ଗଲ ଚାଲିଗଲେ..

ବ୍ରେକ୍‌ ଅପ୍‌ ପରେ ସବୁ କିଛି ଛାଡ଼ିଦେଲେ । ଦାମୀ ଫ୍ଲାଟ୍‌, ଦାମୀ ମୋବାଇଲ ସବୁକୁ ତ୍ୟାଗ କରି ଏକୁଟିଆ ଚାଲି ଚାଲି କେଉଁଆଡ଼େ ଚାଲିଗଲେ ଯୁବକ । ଘର ଦ୍ୱାର ଛାଡ଼ି ପାଦରେ ଚାଲି ଚାଲି ଗଲେ ୪୦ କିଲୋମିଟର । ବହୁ ଖୋଜାଖୋଜି ପରେ ସାମନାକୁ...

Student Suicide Attempt
Student Suicide Attempt Case: ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲା, FM କଲେଜରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍

FM କଲେଜ ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲାର ଛାନଭିନ । କଲେଜର ତଦନ୍ତ କରିଛି ଉଚ୍ଚସ୍ତରୀୟ କମିଟି । ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ ବି ଆରମ୍ଭ କରିଛନ୍ତି ତଦନ୍ତ । ଘଟଣା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DSP।

Bolbam
Bolbam Yatra: ଆଜି ଶ୍ରାବଣର ପ୍ରଥମ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ପ୍ରବଳ ଭିଡ଼

କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ। ଶୈବପୀଠରେ ଲାଗିଛି ଗହଳି । ଦେବ ଦେବ ମହାଦେବଙ୍କୁ ଜଳଲାଗି କରି ଆଶିଷ ଲାଭ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବପୀଠରେ ଆବଶ୍ୟକୀୟ ପ୍ରସ୍ତୁତି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

President on Odisha visit
President's Odisha visit: ଆଜି ଆସୁଛନ୍ତି ରାଷ୍ଟ୍ରପତି: କଡ଼ା ସୁରକ୍ଷାରେ ରାଜଧାନୀ, ବନ୍ଦ ରହିବ ଏହି ସବୁ ରୁଟ୍‌...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଜଧାନୀରେ ସୁରକ୍ଷା କଡ଼ାକଡ଼ି ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ବି ଜାରି କରିଛି କମିଶନରେଟ ପୋଲିସ । ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବିଭିନ୍ନ ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ...

Sneha Debnath
Delhi Student Missing: ୬ ଦିନ ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଛନ୍ତି ସ୍ନେହା...

ଯମୁନା ନଦୀରୁ ମିଳିଲା ନିଖୋଜ ଛାତ୍ରୀ ସ୍ନେହା ଦେବନାଥଙ୍କ ମୃତଦେହ । ଗତ ୬ ଦିନ ଧରି ସେ ନିଖୋଜ ଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ନେହାଙ୍କ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି ।

Cloudburst rain
Cloudburst Rain: ବାଦଲଫଟା ବର୍ଷା ଯୋଗୁ ଫସି ରହିଥିଲେ ଗର୍ଭବତୀ ପ୍ରଫେସର, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଛାତ୍ରଛାତ୍ରୀ

ବାଦଲଫଟା ବର୍ଷା ଫଳରେ ସ୍ଥିତି ବେହାଲ ହୋଇଥିଲା । ଫସି ରହିଥିଲେ ପ୍ରାୟ ଦେଢ ଶହ ଲୋକ । ସେଥି ମଧ୍ୟରେ ଥିଲେ ଜଣେ ମହିଳା ପ୍ରଫେସର, ଯିଏକି ଗର୍ଭବତୀ ଥିଲେ । ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରିଛନ୍ତି ଛାତ୍ରଛାତ୍ରୀ ।

Radhika Yadav Murder
Radhika Yadav Murder: ରାଧିକାଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ଅଭିନେତା, ମ୍ୟୁଜିକ୍‌ ଭିଡିଓରେ ନଜର ଆସିଥିଲେ ଉଭୟ

ଟେନିସ ଖେଳାଳି ରାଧିକା ଯାଦବ ହତ୍ୟା ମାମଲା । ମୃତ୍ୟୁ ପରେ ମ୍ୟୁଜିକ ଭିଡିଓ ଭାଇରାଲ । ରାଧିକାଙ୍କ ସହ ଭିଡିଓରେ ଥିଲେ ଜଣେ ଅଭିନେତା । ରାଧିକାଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା, ସେନେଇ ସ୍ପଷ୍ଟ କରିଛନ୍ତି ଅଭିନେତା ଜଣକ ।

Fake Wedding
Fake Weddings: ଆପଣ ବି ନେଇପାରିବେ ମିଛ ବାହାଘରର ମଜା, ଜାଣନ୍ତୁ 'ଫେକ୍‌ ୱେଡିଂ' କ'ଣ?

ମିଛ ବାହାଘର, କିନ୍ତୁ ଆଡମ୍ବର ସହକାରେ ଆୟୋଜନ । ଯିଏ ଆସିବ ଭରପୂର ମଜା ନେବ । କିନ୍ତୁ ଏଥିପାଇଁ ଦେବାକୁ ପଡ଼ିବ ଟଙ୍କା । ଏବେ ଟ୍ରେଣ୍ଡ୍‌ରେ ରହିଛି ନକଲି ବିବାହ ସମାରୋହ ।

Pic for representation purpose only
Cockroach Found in Soup: ସୁପ୍‌ରୁ ବାହାରିଲା ଅସରପା, ହୋଟେଲ ମ୍ୟାନେଜରଙ୍କ ନାଁରେ ମାମଲା ରୁଜୁ

ରେଷ୍ଟୁରାଣ୍ଟ୍ ଆସିଥିଲେ ପରିବାର । ଖାଇବା ପୂର୍ବରୁ ଅର୍ଡର ଦେଇଥିଲେ ସୁପ୍‌ । ଆଉ ସେହି ସୁପ୍‌ରୁ ବାହାରିଲା ଅସରପା । ହୋଟେଲ ମ୍ୟାନେଜରଙ୍କ ନାଁରେ ରୁଜୁ ହେଲା ମାମଲା ।

Murder
Radhika Yadav Murder: ହତ୍ୟାର ୩ ଦିନ ପୂର୍ବରୁ ଧମକ ଦେଇଥିଲେ ରାଧିକାଙ୍କ ବାପା

ରାଧିକା ଯାଦବଙ୍କୁ ବାପା ହତ୍ୟା କରିବା ଘଟଣା । ଜୀବନରୁ ମାରିଦେବେ ନଚେତ୍ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବାପା । ଶେଷରେ ତାହା ହିଁ ହେଲା । ରାଗରେ ୩ ରାଉଣ୍ଡ ଗୁଳି ଚଳାଇ ଝିଅକୁ ହତ୍ୟା କଲା ବାପା ।

Healthy Diet
Healthy Breakfast: ବିନା ଡାଏଟିଂରେ କମିବ ଓଜନ, ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ...

ଏମିତି କିଛି ଖାଦ୍ୟ ଅଛି ଯାହାକୁ ସକାଳୁ ଜଳଖିଆରେ ଖାଇବା ଦ୍ୱାରା କମିବ ଓଜନ । ଫ୍ୟାଟ୍‌ ବର୍ଣ୍ଣ୍‌ ସହ ମିଳିବ ଶକ୍ତି । ଏହି ଜଳଖିଆ ଯେତିକି ପୃଷ୍ଟିକର ସେତିକି ସ୍ୱାଦିଷ୍ଟ । ଜାଣନ୍ତୁ କେଉଁ କେଉଁ ଖାଦ୍ୟ ବ୍ରେକ୍‌ଫାଷ୍ଟରେ ସାମିଲ କରିବେ...

Hospitals must hand over bodies
Hospitals can't keep dead bodies : ଘରୋଇ ହସ୍ପିଟାଲକୁ କଡ଼ା ତାଗିଦ, ବିଲ୍‌ ପେମେଣ୍ଟ ନହେଲେ ବି ମୃତଦେହ ବନ୍ଧକ ରଖିବେନି, ନଚେତ୍‌...

ଆଉ ଚାଲିବନି ପ୍ରାଇଭେଟ୍ ହସ୍ପିଟାଲଙ୍କ ଜୁଲୁମ । ବିଲ୍‌ ପେମେଣ୍ଟ ହେଉ ବା ନହେଉ, ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ମୃତ୍ୟୁ ପ୍ରମାଣ ପତ୍ର ଜାରି କରିବାର ଦୁଇ ଘଣ୍ଚା ଭିତରେ ହିଁ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ନଚେତ୍, ଲାଇସେନ୍ସ ବାତିଲରୁ ନେଇ...

Murder
Aligarh Murder: ବଏଫ୍ରେଣ୍ଡକୁ ବନ୍ଧୁକ ଦେଇ ସ୍ୱାମୀକୁ ଗୁଳି କରିବାକୁ କହିଲା ସ୍ତ୍ରୀ, ହତ୍ୟା ପରେ ସରେଣ୍ଡର କଲା ଅଭିଯୁକ୍ତ

ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ଯୋଜନା କଲା ସ୍ତ୍ରୀ । ଆଉ ବଏଫ୍ରେଣ୍ଡକୁ ଦେଶୀ ବନ୍ଧୁକ ଦେଇ ହତ୍ୟା କରିବାକୁ କହିଲା । ପ୍ରେମିକା କଥାରେ ପଡ଼ି ହତ୍ୟା କଲା ପରେ ଶେଷରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ପୁଅ ବଖାଣିଛି ବାପା ହତ୍ୟାକାଣ୍ଡର ସତ ।

Tennis player murder
Radhika Yadav Murder: ଝିଅ ଥିଲା ପ୍ରସିଦ୍ଧ ଟେନିସ ଖେଳାଳି, ରିଲ୍ସ ପାଇଁ ଗୁଳି କରି ହତ୍ୟା କଲେ ବାପା

ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ବାପା । ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା । ରିଲ୍ସ ପାଇଁ ହତ୍ୟା କରାଯାଇଥିବା ସୂଚନା । ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ରାଧିକା ।

BBMP to feed stray dog
Stray Dogs: ଦେଶରେ ପ୍ରଥମ: ଏହି ରାଜ୍ୟରେ ବୁଲା କୁକୁରଙ୍କୁ ଦିଆଯିବ ଚିକେନ୍, ଅଣ୍ଡା ଓ ଭାତ

ଏଣିକି ଭୋକିଲା ରହିବେନି ବୁଲା କୁକୁର । କି ହିଂସ୍ର ଆଚରଣ ବି କରିବେନି । ପ୍ରତିଦିନ ଖାଇବେ ପୃଷ୍ଟିକର ଖାଦ୍ୟ । ୫ ଜୋନରେ ଦିନକୁ ପାଖାପାଖି ୬-୭ ଶହ କୁକୁରଙ୍କ ପାଇଁ ଖାଦ୍ୟ ରନ୍ଧାଯିବ । ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଶୁପ୍ରେମୀ । 

Rahul Gandhi
Rahul Gandhi's Odisha Visit: ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ

ବରମୁଣ୍ଡା ହାଇସ୍କୁଲ୍ ପଡିଆରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ । ଆସୁଛନ୍ତି କଂଗ୍ରେସର ଟପ୍‌ ଲିଡର୍‌ । ରାହୁଲ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ । ଚଳଚଞ୍ଚଳ ପ୍ରଦେଶ କଂଗ୍ରେସ ଶିବିର ।

Pear Fruits
Pear fruits: ଓଜନ ହ୍ରାସରୁ ହୃଦରୋଗ ଯାଏଁ ସବୁ କରିଦେବ ମୂଳପୋଛ, ଶରୀର ପାଇଁ ବରଦାନ ଏହି ଫଳ...

ରୋଗୀଙ୍କ ପାଇଁ ବରଦାନ । ଏମିତି ଏକ ଫଳ ଅଛି ଯାହା ସ୍ୱାଦିଷ୍ଟ ହେବା ସହ ହିତକର ମଧ୍ୟ । ଏହି ଫଳ ଖାଇବା ଦ୍ୱାରା ଓଜନ ହ୍ରାସରୁ ନେଇ ହୃଦରୋଗ ଯାଏଁ ସବୁ ସମସ୍ୟାର ସମାଧାନ ହେବ ।

Big Boss-19
Monalisa: ବିଗ୍‌ ବସ୍‌-୧୯ରେ ନଜର ଆସିବେ କି ମୋନାଲିସା? କ'ଣ କହିଲେ ଭାଇରାଲ ଗର୍ଲ, ଜାଣନ୍ତୁ

ବିଗ୍‌ ବସ୍‌ ସିଜିନ-୧୯ ଖୁବଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି । ଏହାରି ଭିତରେ ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି । ସେପଟେ ବିଗ୍ ବସ୍‌ ଶୋ'ରେ ମୋନାଲିସାଙ୍କୁ ଦେଖିବାକୁ ଏକ୍ସାଇଟେଡ୍ ଥିବା କହିଛନ୍ତି ୟୁଜର୍ସ ।

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।