• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

Lipsa Mohapatra

Editor

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ...more

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।

less

Posts by Lipsa Mohapatra

Rain On Oldage Home
39 Rescued From Old Age Home: ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଜୀବନ କାଟୁଥିଲେ ୩୯ଜଣ...

ସାମ୍ନାକୁ ଆସିଲା ବୃଦ୍ଧାଶ୍ରମର ଅପ୍ରିୟ ସତ । ଅଖିଆ-ଅପିଆ-ଅଲୋଡା ହୋଇ ପଡ଼ି ରହିଥିଲେ ୩୯ ଜଣ ବୃଦ୍ଧବୃଦ୍ଧା । ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧି ହାତଗୋଡ଼ ବନ୍ଧା ଅବସ୍ଥାରେ ବନ୍ଦ ଘରେ କାଟୁଥିଲେ ଜୀବନର ବାକି ମୁହୂର୍ତ୍ତ । ରେଡ୍‌ ପରେ ସାମ୍ନାକୁ ଆସିଲା ମୋଟା ଅଙ୍କର...

Rath Yatra Stampede
Rath Yatra Stampede: ରଥଯାତ୍ରାରେ ଦଳାଚକଟା, ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ

ପୁରୀରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଠେଲାପେଲା । ବ୍ୟାରିକେଡ୍‌ ଭାଙ୍ଗି ପଶିବାକୁ ଚେଷ୍ଟା କଲେ ଲୋକେ । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ରେସ୍କ୍ୟୁ ଟିମ୍ ।

Hyderabad Couple Arrested
Hyderabad Couple Arrested: ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଭିଡିଓ କରୁଥିଲେ ଦମ୍ପତି, କାରଣ ଜାଣିଲେ ଉଡ଼ିଯିବ ହୋସ୍

ଦୁଇ ଝିଅ ଥିଲେ ମେଧାବୀ ଛାତ୍ରୀ । ସେମାନଙ୍କ ମଧ୍ୟରୁ ଜଣେ ବି ଟେକ୍‌ ଛାତ୍ରୀ ହୋଇଥିବାବେଳେ ୪୭୦ ମାର୍କରୁ ୪୬୮ ହାସଲ କରିଛି । ହେଲେ ଝିଅର ବାପା ସେୟାର କରୁଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଭିଡିଓ । ଆଇଟି ଆକ୍ଟରେ ମାମଲା ରୁଜୁ ପରେ ଦମ୍ପତିଙ୍କୁ...

Gang rape
Law student gang-raped: କୋଲକାତା ହରର୍: ଆଇନ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ

କୋଲକାତାରେ ଆରଜି କର୍‌ ପାର୍ଟ-୨ । ଗଣଦୁଷ୍କର୍ମର ଶିକାର ହେଲେ ଆଇନ ଛାତ୍ରୀ । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଲକାତା ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ କହି ମମତା ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି ।

Ahmedabad Stampede
Ahmedabad Rathyatra: ରଥଯାତ୍ରାରେ ଭୟଙ୍କର ଦଳାଚକଟା: ଡିଜେ ସାଉଣ୍ଡ ଶୁଣି ବେକାବୁ ୩ ହାତୀ, ଦୌଡ଼ିଲେ ଲୋକେ

ରଥଯାତ୍ରାରେ ସମୟରେ ଅଘଟଣ । ଡିଜେ ସାଉଣ୍ଡ ଶୁଣି ବେକାବୁ ହେଲେ ୩ ହାତୀ । ହାତୀ ମାଡ଼ିଯିବାରୁ ଭୟରେ ଏଣେତେଣେ ଦୌଡ଼ିଲେ ଲୋକେ । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

Murder for one sided love
ବୁର୍ଖା ପିନ୍ଧି ଆସିଲା, ୫ ମହଲାରୁ ଠେଲି ଦେଲା

"ତୁ ସିନା ମୋ ହାତରେ ରାଖୀ ବାନ୍ଧୁଥିଲୁ। ହେଲେ ମୁଁ ତୋ ପାଇଁ ପାଗଳ ଥିଲି। ଦିନ ରାତି ତୋ କଥା ଭାବୁଥିଲି। ତୋତେ ନେଇ ସଂସାର କରିବାକୁ କେତେ ସ୍ବପ୍ନ ଦେଖିଥିଲି। ସାତ ଜନ୍ମର ସାଥୀ କରିବାକୁ ଭାବିଥିଲି। ହେଲେ ତୁ ନିଜେ ସେଥିରେ ବାଧ ସାଜିଲୁ।...

Tiny plush swan ‘Joy’
ଶୁଭାଂଶୁଙ୍କ ସହ ମହାକାଶ ଯାଇଛି ଜୟ

୪ ଜଣ ନୁହଁନ୍ତି, ୫ ଜଣ ମହାକାଶକୁ ଯାଇଛନ୍ତି। ୫ ଜଣଙ୍କ ଭିତରେ ରହିଛି ଛୋଟିଆ ସୁନ୍ଦର କୁନି ମହାକାଶଚାରୀ ଜୟ। ଜୟର ଉଚ୍ଚତା ହେଉଛି ମାତ୍ର ୫ ଇଞ୍ଚ। ଏହା ତୁଳାର ହଂସଛୁଆ କଣ୍ଢେଇ । ଆକ୍ସିଅମ ୪ ମିଶନରେ ଜିରୋ ଗ୍ରାଭିଟି ଇଣ୍ଡିକେଟର ଭାବେ ଜୟକୁ...

Farmer's Protest
ଓଡ଼ିଶାକୁ ବୋକା ବନାଉଛି ଛତିଶଗଡ଼ !

ଆଖି ନୁହେଁ ଛାତି ଭିତରୁ କାନ୍ଦୁଛି ଚାଷୀ । ଗଜା ହେଉଛି ବସ୍ତା ବସ୍ତା ଧାନ । ପ୍ରଶାସନ ଉପରେ ପଡୁନି ଫରକ୍‌ । ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ଭିତରକୁ ଧସେଇ ପଶିଲେ ଚାଷୀ ।

New App Launched
Revenue Services App: ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ସେବା

ହାତ ପାହାନ୍ତାରେ ମିଳିବ ସମସ୍ତ ରାଜସ୍ୱ ସେବା । ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍ । ଇ-ରେଜିଷ୍ଟ୍ରେସନ ଆପ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ସୁବିଧା ପାଇପାରିବେ ଉପଭୋକ୍ତା ।

Subhanshu Shukla
Shubanshu Shukla: ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା: ମହାକାଶ ଯିବା ପୂର୍ବରୁ ଲେଖିଲେ ଏମିତି, ସମସ୍ତେ ହେଲେ ଇମୋସନାଲ...

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ପୁଅର ଏହି ସଫଳତାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶୁଭାଂଶୁଙ୍କ ମାଆ । ସେପଟେ ମହାକାଶ ଯିବା ପୂର୍ବରୁ ଶୁଭାଂଶୁ କରିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହେଉଛି । ଯାହାକୁ ଦେଖି ଭାବବିହ୍ୱଳ ହୋଇଛନ୍ତି...

Raipur Murder
Decomposed Body Found: ଦିବ୍ୟାଙ୍ଗଙ୍କୁ ହତ୍ୟା: ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ, ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ

ଦିବ୍ୟାଙ୍ଗଙ୍କୁ ବୀଭତ୍ସ ହତ୍ୟା । ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ । ପରେ ଏକ ବଡ଼ ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ । ସିସିଟିଭିରୁ ଜଣାପଡ଼ିଲା ସତ । ପୋଲିସ ସ୍କାନରରେ ହତ୍ୟାକାରୀ ଦମ୍ପତି ।

Governor Meets CM
Odisha Governor Meets CM: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆସି ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ । ବିକାଶମୂଳକ ଯୋଜନା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Rath Yatra 2025
Rath Yatra: ରଥ-ପଥ ପ୍ରସ୍ତୁତ, ୨୭୫ ସିସିଟିଭି ନଜରରେ ଶ୍ରୀକ୍ଷେତ୍ର

ବଡଦାଣ୍ଡରେ ବଡ଼ ପ୍ରସ୍ତୁତି । ଦିନକ ପରେ ଗଡ଼ିବ ରଥ । ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । AI ସିସିଟିଭି ସହ ଏଥର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି।

Accident
Accident: ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ଦୁର୍ଘଟଣାରେ ଆଖି ବୁଜିଲେ...

ଧୁମଧାମରେ ହୋଇଥାନ୍ତା ବିବାହ । ଚାଲିଥିଲା ଆୟୋଜନ । ଦିନକ ପରେ ହାତଗଣ୍ଠି ପଡ଼ିଥାନ୍ତା । ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଥାନ୍ତେ । ହେଲେ ତା' ପୂର୍ବରୁ ସବୁଦିନ ପାଇଁ ଚାଲିଗଲେ ବର । ଦୁର୍ଘଟଣାରେ ବରର ଜୀବନ ଯାଇଛି ।

Accident In Bhubaneswar
Accident: ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?

ଡିଭାଇଡର୍ ଉପରେ ଚଢିଗଲା କାର୍ । ଇଲେକ୍ଟ୍ରି ପୋଲ୍‌କୁ ଧକ୍କା ଦେଇ ଚୁରମାର୍ ହୋଇଛି କାର୍ । ଡ୍ରାଇଭରଙ୍କର ମଧ୍ୟ ପତ୍ତା ମିଳୁନଥିବାବେଳେ ଗାଡ଼ିରେ ନାହିଁ ନମ୍ବରପ୍ଲେଟ୍ । ପୋଲିସର ଛାନଭିନ ।

Laba Hansda
Laba Hansda: ବାନ୍ଧବୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ ହାଁସଦା, କହିଲେ...

ବିବାଦ ପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ ହାଁସଦା । ସୋସିଆଲ ମିଡିଆରେ ଭିଡିଓ ଜାରି କରି ରଖିଲେ ପ୍ରତିକ୍ରିୟା । କହିଲେ ଧୀରେ ଧୀରେ ସବୁ ସତ ସାମନାକୁ ଆସିବ । ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦକୁ ଆସିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ।

Rain Alert
Rain Alert: ବର୍ଷାରେ ଭିଜିବ ରଥଯାତ୍ରା, ଏହି ଦିନ ଯାଏଁଁ ପ୍ରବଳ ଛେଚିବ...

ବର୍ଷାରେ ଭିଜିବ ରଥଯାତ୍ରା । ଆଜିଠୁ ଲାଗି ରହିବ ବର୍ଷା । ପ୍ରତିବର୍ଷ ରଥଯାତ୍ରା ସମୟରେ ବର୍ଷା ହୋଇଥାଏ । ଚଳିତ ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ୩ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା...

Gopalpur gang rape case
Gopalpur gang rape Case: ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଗୋପାଳପୁର ଗଣଦୁଷ୍କର୍ମ ମାମଲା । ୬ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମସିନ୍ ରିକ୍ରିଏସନ୍ କରାଯିବ । ୧୫ ଦିନରେ ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍ ଦାଖଲ ନେଇ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ ।

New Medical College
New Medical College: ଖୁସି ଖବର, ରାଜ୍ୟକୁ ମିଳିବ ଆଉ ୯ ମେଡିକାଲ କଲେଜ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୯ଟି ନୂଆ ମେଡିକାଲ କଲେଜ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ମନ୍ତ୍ରୀ କହିଛନ୍ତି । MBBS କଲେଜ, ଡେଣ୍ଟାଲ କଲେଜ ଓ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବ । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା...

Group Clash In Athgarh
Group Clash: ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାମାଡ଼: SDPOଙ୍କ ସମେତ ୬ ଗୁରୁତର,ପୋଲିସର ଲାଠିଚାର୍ଜ

ଆଠଗଡ ବ୍ଲକ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ । ଆଠଗଡ SDPOଙ୍କ ସମେତ 6 ଜଣ ଗୁରୁତର । ସ୍ଥିତି ଅଣାୟତ୍ତ ହେବାରୁ BNS-୧୬୩ ଧାରା ଲାଗୁ କଲା ପ୍ରଶାସନ । ତଥାପି ଶାନ୍ତ ପଡିନଥିଲେ ଉଭୟ ପକ୍ଷ । ପୋଲିସକୁ...

ବିଜ୍ଞାନର ଛାତ୍ରୀ ଲିପ୍ସା ମହାପାତ୍ର। ଜବାହର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାଲେପୁର କଲେଜରେ ସ୍ନାତକ। ଏହାପରେ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ PGDJMC। ଏହାପରେ ବିଭିନ୍ନ ଟେଲିଭିଜନ ସଂସ୍ଥା ଓ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଣ୍ଟେ ଏଡିଟର ଭାବେ କାମ କରିବା ସହିତ ଆଙ୍କରିଂ ମଧ୍ୟ କରିଛନ୍ତି।