୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା ! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ...
କେବେ ବିଶ୍ୱବ୍ୟାଧି ମହାମାରୀ କରୋନାର କଥା ତ ଆଉ କେବେ ହକି ବିଶ୍ୱକପ୍ କଥା l ଆଉ କେବେ ଓଡିଶା ସଂସ୍କୃତି, ପରମ୍ପରା ଓ ବରପୁତ୍ରମାନଙ୍କ କଥା କହୁଥିବା ଭୁବନେଶ୍ୱରର କାନ୍ଥବାଡ଼ ଏବେ ଆଦିବାସୀ ପରମ୍ପରାର କଥା କହୁଛି ।
ଗତ ସରକାରରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ଓଡିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବାର ସବୁଠାରୁ ବଡ ଲକ୍ଷ୍ୟ ଥିଲା ରାଜ୍ୟକୁ ବେକାରୀ ଓ ବେରୋଜଗାରୀ ଦୂର କରି ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା । ଏହା ପୂର୍ବରୁ ଓ ପରେ ମଧ୍ୟ...
ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ...
ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା...
ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ...
ଖାଦ୍ୟସାମଗ୍ରୀର ଦରଦାମ ଅହେତୁକ ଭାବେ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ବଢୁନଥିବାରୁ ଏହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିକୁ ପ୍ରଭାବିତ କରେ । ଥାଳି ପିଁଛା ଖର୍ଚ୍ଚ ବଢାଇବାକୁ ଅନେକ ସମୟରେ ବିଭିନ୍ନ ଫୋରମରେ ଦାବି ହୋଇଆସିଛି ।
ନୂଆ ମୋହନ ସରକାର ଆସିବାରୁ ଦୀର୍ଘ ଦିନ ଧରି ଅଟକି ରହିଥିବା ପୁଲିସ ମହାସଙ୍ଘ ନିର୍ବାଚନ ଯଦି ହେଇପାରିଲା, ତା’ହେଲେ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବାର ଆଶା ସଂଚାର ହୋଇଛି!
ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଆଲୋଡନ ସୃଷ୍ଟି କରିଥିବା "ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ" ଘଟଣାକୁ ଯିବାବେଳେ ଆମ ପିଲା ଦିନେ ପଢିଥିବା ଉପରୋକ୍ତ ‘ଦେଲୁ ମୋତେ ମହାଶିକ୍ଷା’ କବିତାଟିର ମର୍ମକୁ ଉପସ୍ଥାପନ କରିବାର ଗୁରୁତ୍ୱ ବହନ କରେ ।
୨୪ ବର୍ଷର ନିରବଛିନ୍ନ ସରକାରକୁ ପ୍ରତ୍ୟାଖ୍ୟାନ କରି ଲୋକେ ବିକଳ୍ପ ବାଛିଲେ । ଏବେ ‘ବିକଳ୍ପ ସରକାର’ ପୂର୍ବ ସରକାରଙ୍କ ସେହି ରାସ୍ତା ଠାରୁ ଭିନ୍ନତାର ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାର ସମୟ ଆସିଛି l
ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର...
ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡଚଣାରେ ବାଣ ମାରିବାର ଚାରିଦିନ ପରେ, ଚିହିଁକି ଉଠିଲେ ବିଜେଡି ନେତା……
ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?
ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା...
ଓଡିଶାର ସର୍ବପୁରାତନ ଦେଢଶହ ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିତର୍କର ଆହ୍ୱାନ ଦେବା ପରେ ପ୍ରତିବାଦର ନିଆଁ ପ୍ରତିଫଳିତ ହୋଇଛି! ମହୁଫେଣାକୁ ଟେକା ଟିଏ ଫିଙ୍ଗିଲା ମାତ୍ରେ ଭଁ ଭଁ ହୋଇ ମହୁମାଛି ଚାରିଆଡେ ଛାଇଗଲା ଭଳି ଅଚାନକ ଝଡ ସୃଷ୍ଟି...
୧୯୯୨ କଟକ ମଦମୃତ୍ୟୁ ମାମଲାରୁ ଏବେକାର ଚିକିଟି ଘଟଣା ପର୍ଯ୍ୟନ୍ତ, ରାଜ୍ୟ ଏଭଳି ଅନେକ ବିଭୀଷିକା ଦେଖିଚି। ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। କେବେ ଚେତିବେ ସରକାର।
ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍ପ୍ରାଇଜ୍’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍ନେସ୍ ମଧ୍ୟ ଆଣିଛି ସର୍ପ୍ରାଇଜ୍ ! ଏହା ଛଡା ଆହୁରି ନୂଆ ନୂଆ ସର୍ପ୍ରାଇଜ୍ ସାମ୍ନାକୁ ଆସୁଛି!
କ୍ଷମତାକୁ ଆସିବା କ୍ଷଣି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବାଳୟ (ଲୋକ ସେବା ଭବନ)କୁ ଅନୁପ୍ରବେଶ କଟକଣା ହଟାଇ ସାମ୍ବାଦିକଙ୍କ ସେହି ବିଶ୍ୱାସକୁ ଦୃଢ କରିଥିଲେ। ସାମ୍ବାଦିକ ମହଲରେ ଏହି ଭରସା ସୃଷ୍ଟି ହୋଇଥିଲା ଯେ ଅନ୍ତତଃପକ୍ଷେ ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବେ। ହେଲେ…