ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?
ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।
ଡ୍ରଗ୍ସ୍ ମାଫିଆଙ୍କ ପାଇଁ ଓଡିଶା ଦ୍ରୁତ ଗତିରେ ସୁରକ୍ଷିତ ସ୍ଥାନ ପାଲଟିଛି, କାରଣ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ କ୍ରମାଗତଭାବେ ଜବତ ହେବାରେ ଲାଗିଛି। ଟଙ୍କା ଓ କ୍ଷମତା ପାଇଁ ସମଗ୍ର ଯୁବଶକ୍ତି ଦିଗଭ୍ରଷ୍ଟ ହେଉନି ତ?
ଜେପି ନଡ୍ଡାଙ୍କ ସାଢେ ୩୧ ମିନିଟ୍ ଭାଷଣରେ ୬ ମିନିଟ୍ କଂଗ୍ରେସ ବିରୋଧୀ ଓ ପରିବାରବାଦ ରାଜନୀତି, ୧୫ ମିନିଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ଅଭିଭାଷଣରେ ଓଡ଼ିଶା ସଂପର୍କରେ ମାତ୍ର ୨ ମିନିଟ୍; ସେଥିରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନାଆଁ ନାହିଁ। କ’ଣ ରହିଛି ଏହା ପଛର କାରଣ?
ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର...
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ...
ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ...
ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି…
ମହାନଦୀ ହେଉ କି ସୁବର୍ଣ୍ଣରେଖା ଅବା ବୈତରଣୀ; ଯେବେ ବି ଏହି ନଦୀରେ ବନ୍ୟା ଆସିଛି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ବିକାଶର ଗୋଟି ଗୋଟି ପାହାଚ ଅତିକ୍ରମ କରୁଥିବା ବିପନ୍ନଙ୍କୁ ପୁଣି ପଛରେ ପକାଇଦେଉଛି। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପ୍ରକ୍ରିୟା ୨୨ ବର୍ଷର ନୀରବଛିନ୍ନ...
ସ୍ୱାଧୀନତାର ୭୫ ବର୍ଷ ପରେ ରାସ୍ତାରେ ଚାଲିବାର ଅଧିକାର ଲୋକେ ଯେମିତି ହରାଇ ସାରିଛନ୍ତି। ଶୂନସାନ ରାସ୍ତାରେ ମୃତ୍ୟୁର ଭୟ, ଭିଡ ରାସ୍ତାରେ ଜୀବନ ଜାମ୍! ଗାଁ’ଠାରୁ ସହର-ସଦର ସବୁଠି ସଡକ ପ୍ରମୁଖ ସମସ୍ୟା ଭିତରେ ପରିଗଣିତ। ଏହା ରାଜ୍ୟ ସରକାରର ବିଫଳତା ନୁହେଁ କି?