• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Fish trader crushed to death by a speeding container in Rayagada
ମାଛ ବିକୁଥିଲେ, ହଠାତ୍‌ ଆସି ଚାପିଦେଲା କଣ୍ଟେନର...

ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

bus catches fire
Video : କଟକରେ ହୁ ହୁ ଜଳିଲା ବସ୍‌

ବସ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି ।

At Least 16 Killed In Dubai Multi Storey Building Fire
ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାହୁଁ ଚାହୁଁ ଜଳଗିଲେ ୧୬ ଜଣ, ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଦୁବାଇ ସ୍ଥିତ ଏକ ଆବାସିକ ବିଲ୍‌ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।

Bus falls into ditch in Maharashtra
ଭୋର ସମୟରେ ଭୟଙ୍କର ଦୁର୍ଘଟଣା: ଘାଟିକୁ ଖସିଲା ବସ୍, ୧୩ ମୃତ

ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି। 

Texas Dairy Farm Explosion
ହୃଦୟ ବିଦାରକ !! ଫାର୍ମରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ ୧୮ ହଜାର ଗାଈ

ଆମେରିକାର ଟେକ୍ସାସ୍‌ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍‌ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫୋରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।

  • Friday, 14 April 2023
Titanic
ଅଧରାତିରେ କେମିତି ସମୁଦ୍ରରେ ବୁଡ଼ିଗଲା ଟାଇଟେନିକ୍‌ ?

ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍‌ ? ବାରମ୍ବାର କ୍ୟାପଟେନ୍‌ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍‌ବୋଟ୍‌ ?

4 dead after boat capsizes
ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

Punjab Road Accident
ଚାଲି ଚାଲି ଯାଉଥିଲେ ଶ୍ରଦ୍ଧାଳୁ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌...ଅକାଳରେ ଚାଲିଗଲା ୮ ଜୀବନ

ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

accident
ଚାପିଦେଲା ବସ୍‌ : ସ୍ୱାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀ ଅପେକ୍ଷା କରିଥିଲେ ବସ୍‌କୁ । ଠିକଣା ସମୟରେ ବସ୍‌ ଆସିଲା, ଆଉ ବସ୍‌ରୁ ସ୍ତ୍ରୀ ଓହ୍ଲାଇଲା ମଧ୍ୟ । ହେଲେ ଘରକୁ ଯିବା ଆଗରୁ ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲା ।

Accident
ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ

ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ

death
ମନ୍ଦିର ଭିତରେ ଦୁଃଖଦ ମୃତ୍ୟୁ ! ଗଛ ପଡ଼ି ଚାଲିଗଲା ୭ ଜୀବନ

ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଗଲା ଗଛ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।

7 years old boy dies after school gate collapse in Athagarh
ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।

3 killed in lightning strikes, thunderstorm in karanjia
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ

ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। 

Binika family cries govt apathy as lone earner gets bedrid after accident
କାମ ପାଇଁ ଯାଇଥିଲେ , ରୋଗୀ ହୋଇ ଫେରିଲେ

ଖଟରେ ବାପା ଶୋଇଛି, ସାହାଯ୍ୟ ଲାଗି କୁନି ଝିଅ ହାତ ଯୋଡୁଛି । କାମ ପାଇଁ ବଲାଙ୍ଗିର ଯାଇଥିଲେ...ଦୁର୍ଘଟଣାର ଶିକାର ହେବା ପରେ ଏବେ ସବୁ ସରିଗଲା । ଆପଣ ସାହାଯ୍ୟ କଲେ ଭଲ ହେବେ ଜୟନ୍ତ

train
Video : ଟ୍ରେନ୍‌ ଉପରକୁ ଚଢ଼ି ଧରିଦେଲେ ବିଦ୍ୟୁତ ତାର, ଭୟଙ୍କର ବିସ୍ପୋରଣରେ ଜଳିଗଲେ ଯାତ୍ରୀ

ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Three drivers burnt alive after trucks caught fire following accident in Jharsuguda
ଭୟଙ୍କର ଦୁର୍ଘଟଣା: ଗାଡ଼ି ସହ ଜୀଅନ୍ତା ଜଳିଗଲେ ୩ ଜଣ

୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଧକ୍କା ଦେବା ସହ ଜଳି ଯାଇଥିଲା।

death
ଓଭରଟେକ୍‌ ହେଲା କାଳ : ଟ୍ରକ ଚକା ତଳେ ପଶି ଯୁବକ ମୃତ

ଓଭର୍‌ଟେକ୍‌ କରି ଯିବା ସମୟରେ ଚାଲିଗଲା ଜୀବନ ।

death
ମନ୍ଦିର ଭିତରେ ମୃତ୍ୟୁ : ପାଣି ଟାଙ୍କିରେ ବୁଡ଼ିଯାଇ ୫ ପୂଜାରୀ ମୃତ

କିଏ ଜାଣିଥିଲା ଏହି ପୂଜା ତାଙ୍କ ପାଇଁ ଶେଷ ପୂଜା ହେବ । ପୂଜା କରୁ କରୁ ସବୁଦିନ ପାଇଁ ଉପରକୁ ଚାଲିଗଲେ ୫ ପୂଜାରୀ ।

Two Minor Girl Drowns To Death In Subernapur
କାହିଁକି ଏତେ ନିଷ୍ଠୁର ହେଲେ ଭଗବାନ ! ଚିକିତ୍ସା କରୁ କରୁ ଝିଅକୁ ଚିହ୍ନିଲେ, ହେଲେ ବଞ୍ଚାଇ ପାରିଲେନି...

ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ଓ ନର୍ସ ଉଭୟ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।

accident
ମର୍ମନ୍ତୁଦ ଦୁର୍ଘଟଣା,ଟ୍ରେଲର ସହ ଜଳିଗଲେ ଡ୍ରାଇଭର

ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗାଡ଼ି ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରେଲର । ଗୁରୁତର ହେଲପର ବି ଆଖିବୁଜିଲେ...

Student Drowning
ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ ।

Cracker explosion
ଭୁବନେଶ୍ୱର ଭିଏସଏସ ନଗରରେ ବାଣ ବିସ୍ଫୋରଣ; ଜଣେ ମୃତ

ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।

Train Firemishap
ରାଗିଗଲେ ଟ୍ରେନ୍‌ ଯାତ୍ରୀ, ସହଯାତ୍ରୀଙ୍କ ଦେହରେ ଲଗାଇଦେଲେ ନିଆଁ ! ୩ ମୃତ

ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ।

Stray Dog Attack
ଗୋଡ଼ାଇଲା ବୁଲା କୁକୁର..ଛୋଟ ଛୁଆ ସହ ଗାଡ଼ିରୁ ଓଲଟି ପଡ଼ିଲେ ଦୁଇ ମହିଳା

ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍‌ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।

Road-safety campaign
ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା . .

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ