• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone Biparjoy
ଗୁଜରାଟ ତଟରେ ତୋଡ଼ ଦେଖାଇଲାଣି ବାତ୍ୟା 'ବିପର୍ଯ୍ୟୟ', ଲ୍ୟାଣ୍ଡଫଲ ବେଳେ ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼

ଘଣ୍ଟାପ୍ରତି ଦେଢ଼ଶହ କିଲୋମିଟର ବେଗରେ ବହିପାରେ ପବନ । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ।

Cyclone Biparjoy
ଗୁଜରାଟ ମୁହାଁ 'ବିପର୍ଯ୍ୟୟ' : ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ଜାରି

ଜୁନ୍ ୧୫ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ

Today Rain Alert For 7 Districts Of Odisha
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୩ ଘଣ୍ଟା ପାଇଁ ୭ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।

cyclone Biparjoy likely to hit Gujarat on June 15
ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’: ଭାଙ୍ଗିଲା ଗଛ, ଭୁଶୁଡ଼ିଲା କାନ୍ଥ...୯୫ ଟ୍ରେନ୍‌ ବାତିଲ୍‌

ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି।

Weather Update
ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି

ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ୬୫ ପ୍ରତିଶତ ଆର୍ଦ୍ରତା ସହ ୩୫ ଡିଗ୍ରୀରେ ପହଞ୍ଚିଥିବା ପାରା ସାଢ଼େ ୧୧ଟା ବେଳକୁ ୪୧.୬ ଡିଗ୍ରୀ ପହଞ୍ଚିଯାଇଥିଲା।

Nandankanan Zoo
ଖରାରେ ସିଝୁଛି ପୂରା ଓଡ଼ିଶା

ଏମିତି ସମୟରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ଲାଗି ରାଜ୍ୟର ବିଭିନ୍ନ ଚିଡ଼ିଆଖାନାରେ ହୋଇଛି ବ୍ୟାପକ ବ୍ୟବସ୍ଥା ।

Weather Update
ରେକର୍ଡ ତାତି ସହ ଆଷାଢ଼ରେ ଜଳୁଛି ଓଡ଼ିଶା, ସମ୍ବଲପୁର ୪୬ଂ

୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ଖରା..ଖରା..ଆଉ ଖାଲି ଖରା । ଆଜି ବି ଜାଳୁଛି, ଆଜି ବି କଲବଲ କରୁଛି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର, ସବୁଠି ଏତେ ଗରମ ଯେ, ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୫ ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା ।

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Twin city reels under intense heat wave
ଆଜି କଟକ, ଭୁବନେଶ୍ୱରରେ ଅଗ୍ନି ବର୍ଷା !

ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

Cyclone Biparjoy likely to make landfall between Gujarat's Kutch, Pakistan's Karachi on 15 June
ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’:୧୫ରେ ଲ୍ୟାଣ୍ଡ୍‌ଫଲ୍‌,୧୫୦ କି.ମି. ବେଗରେ ପବନ ବହିପାରେ..

ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୧୫ ତାରିଖ ଅପରାହ୍ଣରେ ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁପାରେ।

Heatwave To Continue In Odisha For Next Two Days
ସତର୍କ ସୂଚନା- ଆବଶ୍ୟକ ନଥିଲେ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ

ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

Odisha heat wave
ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

  • Sunday, 11 June 2023
severe heat wave conditions in next 4 days
ଆହୁରି ବଢ଼ିବ ତାତି : ଆସନ୍ତା ୩ରୁ ୪ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୱାର୍ଣ୍ଣିଂ

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ...

 cyclone Biparjoy
ଅତି ଭୀଷଣ ବାତ୍ୟା ରୂପ ନେଲା ‘ବିପର୍ଯ୍ୟୟ! କେଉଁଠି ପଡ଼ିବ ପ୍ରଭାବ ?

ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି

Heat Wave
ଦିନରେ ପ୍ରବଳ ଖରା, ସଂଧ୍ୟାରେ ପ୍ରବଳ ବର୍ଷା ! ଭାଙ୍ଗିଲା ଗଛ, ଉଡ଼ିଲା ଅଲାରନାଥ ପୀଠରେ ଟେଣ୍ଟ

ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।

Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ ପର୍ବ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

heat wave
ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜ୍ୟ, ଆହୁରି ୫ ଦିନ ନିସ୍ତାର ନାହିଁ

ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ।

Raja
ଏଥର ନିଦାଘ ରଜ ! ଆଉଟ ପାଉଟ କରିବ ପ୍ରଚଣ୍ଡ ଖରା...

ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।

Very severe Cyclone Biparjoy to intensify in next 24 hours
ଭୟଙ୍କର ହେଉଛି ବାତ୍ୟା ‘ବିପର୍ଯ୍ୟୟ’ ! ୨୪ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା...

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ବାତ୍ୟା 'ବିପର୍ଯ୍ୟୟ' କ୍ରମେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା।

Cyclone Biparjoy
ଘନୀଭୂତ ହେବାରେ ଲାଗିଛି 'ବିପର୍ଯ୍ୟୟ'

ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

low pressure area in north east bay of bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଆଁମାର ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

low pressure area in north east bay of bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ହୋଇଛି। 

Very severe cyclonic storm Biparjoy to intensify further
ସମୁଦ୍ରରେ ବଳ ଗୋଟାଉଛି ଅତି ଭୀଷଣ ବାତ୍ୟା 'ବିପର୍ଯ୍ୟୟ'

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ବାତ୍ୟା 'ବିପର୍ଯ୍ୟୟ'। ଏବେ ଏହା ଗୋଆଠୁ ୮୪୦ କି.ମି., ମୁମ୍ବାଇ ଠାରୁ ୮୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।