• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhubaneswar Rain

Odisha Weather News
ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ, ନେଇପାରେ ଲଘୁଚାପର ରୂପ

୩ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏଥି ପାଇଁ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।

Low Pressure over Bay of Bengal
ମାତ୍ର ଅଧଘଣ୍ଟା ନବର୍ଷୁଣୁ ସ୍ମାର୍ଟସିଟି ବେହାଲ୍

ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା । ମାତ୍ର ଅଧଘଣ୍ଟା ନବର୍ଷୁଣୁ ସ୍ମାର୍ଟସିଟି ବେହାଲ୍, ତଳିଆ ଅଞ୍ଚଳ ଜଳମଗ୍ନ ସାଙ୍ଗରୁ ରାସ୍ତା-ଡ୍ରେନ୍ ଏକାକାର । ୩ ଦିନ ଛେଚିବା ସହ କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

ବର୍ଷାରେ ବେହାଲ ରାଜଧାନୀ
ବର୍ଷାରେ ବେହାଲ ଭୁବନେଶ୍ୱର : ରାସ୍ତାରେ ଖେଳିଲେ ମାଛ

ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଣ୍ଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି...ଏମିତିକି ରାସ୍ତାରେ ଖେଳୁଛନ୍ତି ମାଛ।

Bhubaneswar Rain
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି

ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଂଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି