• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

MURDER
୮ କୋଟି ପାଇଁ ସ୍ୱାମୀକୁ ହତ୍ୟା

୮କୋଟି ପାଇଁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଆଉ ତା’ ପରେ ୮୦୦ କିମି ଦୂରରେ ଫିଙ୍ଗିଦେଲା । ସବୁଠାରୁ ବଡ଼ କଥା ହେଉଛି ଏହି ହତ୍ୟା ପଛରେ ଥିଲା ସ୍ତ୍ରୀର ଦୁଇ ବୟଫ୍ରେଣ୍ଡଙ୍କ ହାତ ।

  • Tuesday, 29 October 2024
Another Cyclone
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା !

ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । କେମିତି ରହିବ ରୂପ ରେଖ ? କେଉଁ ଆଡ଼କୁ ମୁହାଁଇବ ? ତାହା ସ୍ପଷ୍ଟ ହୋଇନଥିଲେ ବି ଏବେ ଏମିତି ଏକ ଚର୍ଚ୍ଚା ଖୁବ୍‌ ହେଉଛି । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି ।

  • Tuesday, 29 October 2024
Super Cyclone
ଏମିତି ଥିଲା ୧୯୯୯ ମହାବାତ୍ୟା !

୧୯୯୯ ମହାବାତ୍ୟା... ଆଜିକୁ ପୂରିଲା ଠିକ୍‌ ୨୫ ବର୍ଷ । ସେଦିନ ଥିଲା ଅକ୍ଟୋବର ୨୯ ତରିଖ, ଶୁକ୍ରବାର... ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ... ଆଉ ତା' ପରେ...

  • Tuesday, 29 October 2024
Vigilance
ଦୁର୍ନୀତିଗ୍ରସ୍ତଙ୍କୁ ସିଏମ୍‌ଙ୍କ କଡ଼ା ଚେତାବନୀ !

ସେତେବେଳ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । 5T ନାଁରେ ଯେଉଁ ଅଧିକାରୀ ବ୍ୟାପକ ଟଙ୍କା ହେରଫେର କରିଛନ୍ତି, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।

  • Monday, 28 October 2024
Ayushman Bharat
ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨

ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀରେ ହେବ ସାମାନ୍ୟ ବିଳମ୍ବ। କାହିଁକି ନା ଏଯାଏଁ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ।

  • Monday, 28 October 2024
Dhanteras
ଧନତେରସ୍ ପାଇଁ ସୁନା ଦୋକାନ ଆଗରେ ବଡ଼ ବଡ଼ ହୋର୍ଡିଂ

୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହେଁଇଲାଣି । ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ।

  • Monday, 28 October 2024
Cyclone Dana
୨ ଦିନ ପରେ ଆଲୋକର ପର୍ବ... ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି

ଜଳନ୍ତା ଭାଟିରେ ନିଷ୍ଠୁର ବର୍ଷା ପାଣି ପଶି ବରବାଦ କରିଦେଇଛି ଦାନାପାଣିର ଉତ୍ସକୁ ।

  • Monday, 28 October 2024
Diwali Confusion
ଦୀପାବଳିକୁ ନେଇ ଦ୍ୱନ୍ଦ୍ୱ, ଦ୍ୱିମତ !

ରାଜ୍ୟର କିଛି ଭାଗରେ ଲୋକେ ଅକ୍ଟୋବର ୩୧ ଗୁରୁବାର ହିଁ କାଳୀପୂଜା ସାଙ୍ଗକୁ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରିବାକୁ ଯାଉଛନ୍ତି।

  • Monday, 28 October 2024
PM Awas Yojana
ବାତ୍ୟା ‘ଦାନା’ ଖୋଲିଦେଲା ଆବାସ୍ ପୋଲ୍

ପ୍ରତି ବର୍ଷ ବାତ୍ୟା ଆସୁଛି। ଝାଟି ମାଟି ଘର ଭାଙ୍ଗୁଛି। ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି। ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି।

  • Sunday, 27 October 2024
Mangroves
ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ

ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।

  • Sunday, 27 October 2024
Digital Arrest
ସାଇବର ଠକଙ୍କ ଜାଲରେ ଫସିଗଲେ ତହସିଲଦାର

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।

  • Sunday, 27 October 2024
Cyclone
ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’। ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା। ବାତ୍ୟା ଫେରିଯିବାର ୩ ଦିନ ପରେ ବି ଏହି ୩ ଜିଲ୍ଲାରେ ଛାଇ ରହିଛି ଦୁଃଖର କଳା ବାଦଲ।

  • Sunday, 27 October 2024
Body Camera
ପୋଲିସ ପିନ୍ଧିଲେ ବଡି କ୍ୟାମେରା

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍ ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ବି ହେବ ଛାନଭିନ୍।

  • Sunday, 27 October 2024
Cyclone DANA
ବହୁ ବିପନ୍ନଙ୍କ ଜୀବିକା ବୁଡ଼ାଇ ଦେଲା ‘ଦାନା’ର କୋପ

ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ।

  • Saturday, 26 October 2024
Cyclone Dana
ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।

  • Saturday, 26 October 2024
Leopard
ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।

  • Saturday, 26 October 2024
ISKCON
ପୁଣି ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦରେ ଇସ୍କନ

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।

  • Saturday, 26 October 2024
Cyclone Dana
‘ଦାନା’ ରଚିଥିବା ପ୍ରଳୟ ପରର ପୁଳା ପୁଳା ଚିହ୍ନ

ଦାନା ନେଇଗଲା ବାତ୍ୟା ଦାନା। ଚାଷଜମିରେ ଅଣ୍ଟାଏ ପାଣିରେ ବୁଡି ରହିଛି ଚାଷୀର ଫସଲ। କେଉଁଠି ବିଶାଳ ଗଛ ଉପୁଡି ପଡିଛି ତ କେଉଁଠି ବର୍ଷା ଓ ପବନରେ ଭାଙ୍ଗି ଯାଇଛି ଘର।

  • Saturday, 26 October 2024
Cyclone Dana
ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା !

ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।

  • Friday, 25 October 2024
Cyclone Dana
ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା ?

ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି ।

  • Friday, 25 October 2024
Cyclone Dana
ଆଶଙ୍କା ଥିଲା ୧୪ ଜିଲ୍ଲାକୁ ପ୍ରଭାବିତ କରିବ !

ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ଦାନା ଶକ୍ତିହୀନ ଓ ଅସଙ୍ଗଠିତ ଅବସ୍ଥାରେ ଲ୍ୟାଣ୍ଡଫଲ୍ କରିଥିଲା ।

  • Friday, 25 October 2024
Cyclone Baby
ମନରେ କେତେ ଖୁସି...କେତେ ସରାଗ...

ଘଡ଼ିସନ୍ଧି ସମୟ ଭିତରେ ଦୁନିଆରେ ପାଦ ଥାପି ବାପା, ମା’ ଓ ପରିବାର ପାଇଁ ଆଣିଦେଲେ ସ୍ମରଣୀୟ ମୂହୁର୍ତ୍ତ।

  • Friday, 25 October 2024
Cyclone Dana
ବାତ୍ୟା ପୂର୍ବରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ

ପୋଲିସ ଓ ମତ୍ସ୍ୟବିଭାଗ ସହାୟତାରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଛି ।

  • Wednesday, 23 October 2024
Cyclone Dana
ଲ୍ୟାଣ୍ଡଫଲ୍ ପଏଣ୍ଟ, ଲ୍ୟାଣ୍ଡଫଲ୍ ଟାଇମ୍, ଲ୍ୟାଣ୍ଡଫଲ୍ ବେଳର ତୀବ୍ରତା ସବୁ ସ୍ପଷ୍ଟ

ପୁରୀରୁ ସାଗରଦୀପ ମଝି ସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିପାରେ ବାତ୍ୟା । ସେତେବେଳକୁ ତାହା ଭୀଷଣ ରୂପ ନେଇଥିବ ଓ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଥିବ। ପୂରା ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଖାପାଖି ୫ ଘଣ୍ଟା ଧରି ଚାଲିବ ।

  • Wednesday, 23 October 2024
Cyclone Dana landfall
ଅଶାନ୍ତ ହେଲାଣି ସମୁଦ୍ର... ଗର୍ଜନ କରି ଆସୁଛି 'ଦାନା'

ବାତ୍ୟା ସିଧା ଯଦି ଭିତରକନିକାରେ ମାଡ଼ ହୁଏ, ପକ୍ଷୀ ଓ ଅନ୍ୟ ବନ୍ୟଜନ୍ତୁ ପ୍ରଭାବିତ ହେବାର ଆଶଙ୍କା ରହିଛି ।

  • Wednesday, 23 October 2024