ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଟେଲିଭିଜନ ଆଗରେ ବସି ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କ ଭାଷଣ ଶୁଣୁଛନ୍ତି। ତାପରେ କଣ ହେଉଛି ଦେଖନ୍ତୁ ।
ଆଉ ମାତ୍ର କିଛି ମାସର ଅପେକ୍ଷା। ବୌଦ୍ଧକୁ ଗଡିବ ରେଳଗାଡି। ସରିଲା ରେଳପଥ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ଆଉ ୧୧୦ ସ୍ପିଡ଼ରେ ହୋଇଛି ପାସେଞ୍ଜର ଟ୍ରେନର ସ୍ପିଡ ଟ୍ରାଏଲ ରନ। ଯାହାକୁ ନେଇ ଏବେ ବୌଦ୍ଧବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଷ୍ଟେସନ ରେ ପ୍ରଥମ ଟ୍ରେନ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼।
ସୁଖୁଙ୍କ ସିଙ୍ଗଡ଼ା ଖୋଜିବାକୁ ହେଲା ରିତିମତ୍ ସିଆଇଡି ତଦନ୍ତ । ସତରେ କଣ ହିମାଚଳ ସମୋସା ବିବାଦ ପଛରେ-କୁଛ୍ ତୋ ଗଡ଼ବଡ଼ ହୈ !
ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।
ପୋଲିସ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଥିବାବେଳେ ପୀଡ଼ିତା କହିଛନ୍ତି ମୋତେ ନ୍ୟାୟ ମିଳୁ।
ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।
ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛନ୍ତି ସୁଶାନ୍ତ।
୪ ବର୍ଷ ପରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଆସନରେ ବସିବେ ଡୋନାଲ୍ଡ ଟ୍ରମ୍ପ। ଏବେ ସବୁ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ। ଭାରତ ପ୍ରତି କିପରି ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? କ’ଣ ଏହା ଭାରତ ପାଇଁ ଶୁଭଙ୍କର ହେବ ? ଦେଖନ୍ତୁ ଏହି ରିପୋର୍ଟ ।
କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁରର ବ୍ୟାସନଗର। ଧୁମଧାମରେ ପାଳିତ ହୋଇଛି ମା’ ଶ୍ୟାମାକାଳୀଙ୍କ ପୂଜା ଉତ୍ସ। ମଣ୍ଡପ ଶୋଭାକୁ ଦ୍ୱିଗୁଣିତ କରିଛି ସୁଉଚ୍ଚ ତୋରଣ। କେଉଁଠି ଗୁମ୍ଫା ଭିତରେ ମା’ ପୂଜା ପାଉଛନ୍ତି ତ କେଉଁଠି ତିଆରି ହୋଇଛି ହରିଦ୍ବାର ମନ୍ଦିରର ଢାଞ୍ଚା ।
ଚାଷୀଙ୍କ ମୁହଁରେ ହସ ଆଣିଛି ଓବାମାl ବିଲରେ ହସୁଛିl ଓବାମାର ଉଚ୍ଚତା ପ୍ରାୟ ସାଢେ଼ ପଞ୍ଚ ଫୁଟ୍l ଝଡ ବାତ୍ୟା ତୋଫାନ ହେଲେ ବି ଭାଙ୍ଗେ ନାହିଁ। ତେବେ କ’ଣ ଏହି ଓବାମା? କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ ।
କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଆମେରିକାରେ ଟ୍ରମ୍ପ୍ ଜିତିବା, ଦରହ୍ରାସ ପଛର କାରଣ କୁହାଯାଉଛି । ଆଗକୁ ଦର ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଆଶା ରଖିଛନ୍ତି ।
ପାଞ୍ଜିକାର ପରିଶ୍ରମ ନକରି ନକଲରେ ମାତୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଶଙ୍କାରାଚାର୍ଯ୍ୟଙ୍କ ମନ୍ତବ୍ୟ ସୃଷ୍ଟି କରିଛି ହଲଚଲ୍ ।
ଯେଉଁ ବ୍ୟକ୍ତିଙ୍କ ଫୋନରୁ ଏ ଧମକ ଦିଆଯାଇଥିଲା, ସେ ପୂର୍ବରୁ ଶାହରୁଙ୍କ ନାଁରେ ମାମଲା ରୁଜୁ କରିସାରିଛନ୍ତି ।
ମାତ୍ର ୭ଟି ଜିଲ୍ଲାକୁ ଛାଡ଼ି ବାକି ୨୩ଟି ଜିଲ୍ଲାରୁ ଆବଶ୍ୟକ ତଥ୍ୟ ଆସିନଥିବାରୁ, ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳର ସରକାରଙ୍କ ଆନ୍ତରିକତା ନଥିଲା ବୋଲି ଅଭିଯୋଗ କରିଛି ବିଜେପି।
ଯଦି ବୃଦ୍ଧା ଅବସ୍ଥାରେ ତୋ ଡୋରୀ ଲେଗେ ତାହେଲେ ଏମିତି ପୁଅଟେ ମୋ କୋଳରେ ଦେଇଥିବୁ କାଳିଆ । ଯିଏ ମତେ କାଖେଇ କାଖେଇ ତୋ ଶ୍ରୀ ମନ୍ଦିରକୁ ନେବ, ଆଉ ତୋ ଚକା ଆଖିରେ ମୋ ଆଖି ମିଶାଇବ ।
ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା ପାଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ ।
ମାଣ୍ଡିଆରେ ଭରପୂର ଭରି ରହିଛି ପ୍ରୋଟିନ୍ । ଏହାକୁ ଖାଇଲେ ମିଳିଥାଏ ଅନେକ ଫାଇଦା । ଜାଣନ୍ତୁ...
ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା।
ପ୍ରତି ୧୦ ମିନିଟ୍ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।
ଏଭଳି ଜଣେ ବାବୁଙ୍କ ଥାଟବାଟ ଓ ଘରଦ୍ବାର ଦେଖିବେ ଆପଣଙ୍କୁ ଲାଗିବ ଘର ତ ନୁହେଁ, ସତେ ଯେମିତି ଇଲେକଟ୍ରୋନିକ୍ସ ହାଉସ୍ ।
ରାଜ୍ୟ ସଭାପତି ମନମୋହନ ସାମଲ କହିଲେଣି ଲମ୍ବା ହେଉଛି ଆବେଦନ ତାଲିକା । ବିଚାର ବିମର୍ଶ କରି ମିଶା ହେବ।
ପଡ଼ିଆରେ ଚାଲିଥିଲା ହାଇ ଭୋଲ୍ଟେଜ୍ ଫୁଟବଲ୍ ମ୍ୟାଚ୍... ମାଡ଼ି ଆସିଲା ମେଘ... ବିଜୁଳି ମାରିଲା... ଆଉ ଚାହୁଁଚାହିଁ ଚାଲିଗଲା ଖେଳାଳିଙ୍କ ଜୀବନ । ଦେଖନ୍ତୁ ଭିଜୁଆଲ୍କୁ... କେମିତି ଗଛ କାଟିଲା ପରି ପଡ଼ିଆର ମାଟିରେ ଲୋଟି ପଡ଼ୁଛନ୍ତି ଏମାନେ ।