ଖେଳିବେନି ବୁମ୍ରା !
ଟିମ୍ ଇଣ୍ଡିଆକୁ ବଡ଼ ଝଟକା । କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କଲେ ବୁମରା । ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡ଼ିଲେ ଯଶପ୍ରୀତ । କଟକ ବାରବାଟୀର ମ୍ୟାଚରେ ଇଣ୍ଡିଆର ଧୂଆଁଧାର ବିଜୟ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସାହିତ କରିଥିଲା । ହେଲେ ଏବେ ଚାମ୍ପିୟନ୍ସ ଟ୍ରଫିରୁ ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ବାଦ୍ ପଡ଼ିବା ପରେ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି । ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ବୁମରା ଆହତ ହୋଇଥିଲେ । ତେଣୁ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)