• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Delhi Assembly Election
ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍

ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍। ଫେବ୍ରୁଆରୀ ୫ରେ ଭୋଟ୍, ୮ରେ ଗଣତି। ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ ଲଢ଼େଇ ପାଇଁ ପ୍ରସ୍ତୁତ କହିଲେ ବିଜେପି-ଆପ୍ ଓ କଂଗ୍ରେସ।

  • Tuesday, 07 January 2025
Income Tax Raids
ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା

ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା । ବଡ଼ବଡ଼ିଆଙ୍କ ନାଁରେ ଅନୀଲ ସହ ବିଛାଇଥିଲେ ଠକେଇ ଜାଲ। ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର।ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ୧୨ଟି ସ୍ଥାନରେ ଆୟକର ରେଡ୍।

  • Tuesday, 07 January 2025
Potato Price
୪୦ ତଳକୁ ଖସୁନି ଆଳୁ ଦର

୪୦ ତଳକୁ ଖସୁନି ଆଳୁ ଦର। ସୀମାରେ ପଶ୍ଚିମବଙ୍ଗ ଛାଡୁନି ଆଳୁ ଗାଡ଼ି। ୟୁପିରୁ ଆଣିଲେ ବାଧୁଛି ପରିବହନ ଖର୍ଚ୍ଚ । ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀଙ୍କ ଦୋଷ ।

  • Tuesday, 07 January 2025
ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣ

ଭୁଶୁଡ଼ୁଥିବା ମାଓଗଡ଼ରେ ବଡ଼ ହମଲା। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣରେ ଯାଇଛି ୮ DRG ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ଜୀବନ। ଗତକାଲିର ସଫଳ ଅପରେସନ୍ ସାରି ଯବାନମାନେ ଖୁସି ମନରେ ଫେରୁଥିବା ବେଳେ ଆଜି ଅପରାହ୍ନରେ ଘଟିଛି ଏହି ଅଘଟଣ।

  • Monday, 06 January 2025
BJD Protests Against Unreasonable Price Hike
ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର?

ରାଜଧାନୀରେ ବିଜେଡିର ସମାବେଶ । ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର? ଦରଦାମ୍ ବୃଦ୍ଧିକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ନବୀନ ଆସିବା ଆଗରୁ ମଞ୍ଚରେ ନେତା ଗୋହି ଖୋଳାଖୋଳି । BJP କହିଲା ନାଟକ, ସ୍ଥିତି ବଞ୍ଚାଇବାକୁ ଫନ୍ଦି କହି କଂଗ୍ରେସର ଆକ୍ଷେପ ।

  • Monday, 06 January 2025
 BJP Leaders Killed in Car Accident
ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା

ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା । ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଥିବା କଥା ମାନିଥିବା କହିଲେ ଏସପି । ରାତି ଅଧରେ କାହିଁକି ରଚିଲା ହତ୍ୟା ତାଣ୍ଡବ କାରଣ ଖୋଜୁଛି ପୋଲିସ । ଜୟନାରାୟଣ କହିଲେ, ଟାର୍ଗେଟରେ ଥିଲେ ଆଉ କିଏ ।

  • Monday, 06 January 2025
Rayagada Railway Division
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି

ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି । ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର କହିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟ । ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ସୁବିଧା ଓ ସାଧନ ହେବ କହିଲେ ମୁଖ୍ୟମନ୍ତ୍ରୀ ।

  • Monday, 06 January 2025
HMPV virus
ଡରାଇଲା ଚୀନ୍ ଭାଇରସ୍ HMPV

ଡରାଇଲା ଚୀନ ଭାଇରସ୍, ଫେରିଲା ମାସ୍କ । ଡରାଇଲା ଚୀନ୍ ଭାଇରସ୍ HMPV । ବେଙ୍ଗଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ । କର୍ଣ୍ଣାଟକକୁ ଫେରିଲା ‘ମାସ୍କ’ ପିନ୍ଧିବା କଟକଣା । ଗହଳି ଯାଗାକୁ ନଯିବାକୁ ମହାରାଷ୍ଟ୍ରରେ ବାରଣ । ଓଡ଼ିଶାରେ HMPV ଚିହ୍ନଟ ଲାଗି AIIMS ଓ RMRCରେ ବ୍ୟବସ୍ଥା ।

  • Monday, 06 January 2025
Pravasi Bharatiya Divas
ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି

ମଝିରେ ଆଉ ମାତ୍ର ଗୋଟିଏ ଦିନ । ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ଜନତା ମଇଦାନ । ସଂଧ୍ୟାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।

  • Monday, 06 January 2025
Drone Spotted Over Puri Srimandir
ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି।

  • Sunday, 05 January 2025
Car-Truck Collision
ସଡ଼କ ଦୁର୍ଘଟଣା ପଛରେ ରହିଛି ଷଡ଼ଯନ୍ତ୍ର!

ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?

  • Sunday, 05 January 2025
Disputes Rise In BJD
ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ!

ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍।

  • Sunday, 05 January 2025
Panikoili Loot
ପୋଲିସକୁ ପାଣିକୋଇଲି ଚ୍ୟାଲେଞ୍ଜ

ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ? ୨୪ ଘଣ୍ଟା ବିତିଥିଲେ ବି ଫେରାର୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ STF।

  • Sunday, 05 January 2025
Pravasi Bharatiya Divas
ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି

ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି। ଗୋଟିଏ ଛାତ ତଳେ ଏକାଠି ହେବେ ସାରା ବିଶ୍ବରୁ ସାଢ଼େ ୩ ହଜାରରୁ ଅଧିକ ପ୍ରବାସୀ ଭାରତୀୟ।

  • Sunday, 05 January 2025
୧୫ ପରେ ପୁଣି ସୁଭଦ୍ରା ଟଙ୍କା
Video: ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।

  • Saturday, 04 January 2025
ISRO Achieves Major Success
Video: ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ

ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।

  • Saturday, 04 January 2025
Jajpur Firing Incident
Video: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।

  • Saturday, 04 January 2025
କିଏ କଂସ, କିଏ ରାବଣ
Video: ବିଜେଡିରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

  • Saturday, 04 January 2025
ଭବ୍ୟ କରିବାକୁ ଭାରି ଚେଷ୍ଟା
Video: ଭବ୍ୟ ହେବ ପ୍ରବାସୀ ଭାରତୀୟ ଦିବସ

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ ।

  • Saturday, 04 January 2025
ତରଙ୍ଗ ପ୍ଲସ୍‌ରେ ଚିଟ୍‌ଫଣ୍ଡ
Video: ତରଙ୍ଗ ପ୍ଲସ୍ OTTରେ ୱେବ୍‌ସିରିଜ୍ ‘ଚିଟ୍‌ଫଣ୍ଡ୍‌’ ରିଲିଜ୍‌

ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।

  • Friday, 03 January 2025
Bank Fraud
Video: ହଜାରେ ଟଙ୍କିଆ ଚେକ୍ ନେଇ ବ୍ୟାଙ୍କରୁ ପୋଛିନେଲା ୭୧ ହଜାର...

ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ।

  • Friday, 03 January 2025
୩୦ କେଜି ସୁନା ପୋଛି ନେଲେ
Video: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି

ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି। ଡକାୟତ ବୋହିନେଲେ ୨୦ କୋଟିର ୩୦ କେଜି ସୁନା । ସୁନା ସହ ନଗଦ ୩ ଲକ୍ଷ ଟଙ୍କା ନେଇ ସଂସ୍ଥାରେ ବୁଲାଇଦେଲେ କଳାକନା ।

  • Friday, 03 January 2025
Naveen Patnaik’s Visit to Farmers
Video: ବିଜେଡିର ପ୍ରାୟୋଜିତ ଥିଲା କି ନବୀନଙ୍କ ବିଲ ବୁଲା ?

ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?

  • Friday, 03 January 2025
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମହାଭରସା
Video: ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।

  • Friday, 03 January 2025
Leaders
Video: ନୂଆବର୍ଷରେ ୩ ଦଳର ନୂଆ ମୁଖିଆ !

କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?

  • Thursday, 02 January 2025