Dear DR
ଶିଳ୍ପପତି ଡି.ଆର୍ ପଟ୍ଟନାୟକଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ? ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍ ଡିଆର୍’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ। ତେବେ ପ୍ରତିକ୍ରିୟାରେ ଦୀପ୍ତିରଞ୍ଜନଙ୍କ ସାନଭାଇ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବହିରେ ଯାହା ବାହାରେ, ସବୁ ସତ ବୋଲି କହିବା ଠିକ୍ ନୁହେଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)