Advertisment

ଯାଜପୁରରେ ଇଏ କି ପାଲା ?

ଯାଜପୁରରେ ଚାଲିଛି ବିଜେଡି ପାଲା । ପଲିଟିକ୍ସ ପାଲା କରୁଛନ୍ତି ଦୁଇ ଗୋଷ୍ଠୀ । ଗୋଟିଏ ବବି, ଅନ୍ୟଟି ଡ୍ୟାନି । ବିଜେଡି ସରକାର ଯିବା ପରେ ଯାଜପୁରରେ ବିଜେଡଇର ଦଳୀୟ କନ୍ଦଳ ଯେମିତି ବଢ଼ିବାରେ ଲାଗିଛି । ଉପରକୁ ଚକ୍‌ଚକ୍‌ କରୁଥିବା ବିଜେଡି ନେତାଙ୍କ ସମ୍ପର୍କ ଏବେ ଭିତରେ ସମ୍ପୂର୍ଣ୍ଣ ମଳିନ ପଡ଼ିଛି ।

author-image
Sujit kumar Swain

BJD Politics
Advertisment
Advertisment