• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

 Supplying Drugs
ଖାଦ୍ୟ ଡବାରେ ଜହର !

ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ। ବେଆଇନ କାମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଆଉ ଇଏ ହେଉଛି ସେଇ ଜହର ଡବା। ଆଜ୍ଞା ହଁ ଦର୍ଶକବନ୍ଧୁ, ଏଥିରେ ଖାଦ୍ୟ ନାଁରେ ବିଷ ପରସୁଥିଲେ ଡେଲିଭେରି ବଏ। ଯାହାଙ୍କୁ ଗିରଫ କରିଛି ପୁଲିସ।

  • Saturday, 27 July 2024
Justice Biswanath Rath
ବାହାରେ ତାଲା, ଭିତରେ ଖୋଲା !

ରତ୍ନଭଣ୍ଡାର ଖୋଲିଲା । ସ୍ଥିତି ବି ପରଖାଗଲା । ଆଉ ଭିତରୁ ପ୍ରାପ୍ତ ହୋଇଥିବା ଦୁର୍ମୂଲ୍ୟ ଅଳଙ୍କାର ସବୁ ସୁରକ୍ଷିତ ସ୍ଥାନାନ୍ତର ବି ହେଲା । ଏ ସବୁ ସତ୍ତ୍ୱେ ଏବେ ବି ରହସ୍ୟ ଘେରରେ ଡୁପ୍ଲିକେଟ ଚାବି । କ’ଣ ଏ ଡୁପ୍ଲିକେଟ ଚାବି? ସେତେବେଳର ଜିଲ୍ଲାପାଳ ଦେଇଥିବା ଚାବି ସମ୍ପର୍କିତ ତଥ୍ୟ ସତ୍ୟ ନା ଭ୍ରମାତ୍ମକ ? ଯଦି ଜିଲ୍ଲାପାଳ ସତ କହିଥିଲେ, ତେବେ କ’ଣ ପାଇଁ ଏହି ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାରର ତାଲା?

  • Saturday, 27 July 2024
Potato Price
ହଲ୍‌ଚଲ୍‌ କରିଦେଲାଣି ଆଳୁ

ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି ।

  • Friday, 26 July 2024
Online Game
ପୂର୍ବରୁ ଗାଇ ଚରାଉଥିଲେ, ଏବେ କୋଟିପତି

ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ ।

  • Friday, 26 July 2024
Vigilance Raid
ଲୋୟର ସୁକତେଲ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗିରଫ

ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।

  • Friday, 26 July 2024
Ratna Bhandar
ପୁଣି ତାଜା ହେଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଶଙ୍କା

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।

  • Friday, 26 July 2024
Puri Sea Beach
ବେଳାଭୂମିରେ ଖୁଣ୍ଟ ପୋତି ପାଚେରି ବୁଲାଉଛନ୍ତି ମାଫିଆ

ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।

  • Friday, 26 July 2024
lady Journalist death
ସ୍ବାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର

ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।

  • Thursday, 25 July 2024
Vigilance Raid
ଇଞ୍ଜିନିୟରଙ୍କ ଅମାପ ସଂପତ୍ତି !

ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।

  • Thursday, 25 July 2024
Potato Price Hike
ଆଳୁ ଦରରେ ଲାଗିଛି ନିଆଁ

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ ।

  • Thursday, 25 July 2024
Ratna Bhandar
କିଏ ଖୋଲିଥିଲେ ରତ୍ନଭଣ୍ଡାର ସିନ୍ଦୁକ ?

ରତ୍ନଭଣ୍ଡାର ଦୂରାବସ୍ଥାକୁ ନେଇ ମଧ୍ୟ କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୂରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା ।

  • Thursday, 25 July 2024
Nepal Plane Crash
ପୁଣି ନେପାଳରେ ବିମାନ ଦୁର୍ଘଟଣା, ପୁଣି ଗଲା ଜୀବନ

କେମିତି ଓ କେଉଁ ପରିସ୍ଥିତିରେ ବିମାନଟି ରନୱେରୁ ଖସିଲା, କାରଣ ଏବେ ବି ଅସ୍ପଷ୍ଟ ରହିଛି ।

  • Wednesday, 24 July 2024
Migrant Labour
ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି

ଆଉ କିଛି ଶବ ଟଙ୍କା ଅଭାବରୁ ପହଁଚି ପାରେନି ଭିଟାମାଟିକୁ ।

  • Wednesday, 24 July 2024
Duplicate Sauce
ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍ ! ହେଲେ ସବୁ ନକଲି

ଗତକାଲି ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଟମାଟୋ ଓ ଚିଲି ସସ ଜବତ ପରେ ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ଡୁପ୍ଲିକେଟ୍ ସସକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସଚେତନ ଗ୍ରାହକ।

  • Wednesday, 24 July 2024
Vehicle Fitness
ଫିଟନେସ୍ ନଥିବା ଗାଡ଼ି ସାବଧାନ

ଏମିତିକି ଏନେଇ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ କରିବାକୁ ସବୁ ଆରଟିଓ ମାନଙ୍କୁ ବି ନିର୍ଦ୍ଦେଶନାମା ଜାରି ହେଲାଣି।

  • Wednesday, 24 July 2024
Odisha Assembly
ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ। ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା

ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।

  • Wednesday, 24 July 2024
Special Report
ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....ଛାଡିଗଲା ପ୍ରାଣ

ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

  • Wednesday, 24 July 2024
Special Story
5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ସରକାର କା ମାଲ୍‌ ଦରିଆ ମେ’ ଡାଲ୍‌ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।

  • Wednesday, 24 July 2024
Bahanaga Train Tragedy
୯ମ ଶ୍ରେଣୀ ଝିଅର ବାହାନଗା କାହାଣୀ

ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ ପୁଣି କୋଉ ମା’ର କୋଳ ହୋଇଗଲା ଖାଲି ।

  • Wednesday, 24 July 2024
Brother-in-Law Gang
ହଇଚଇ ଖେଳାଉଥିଲେ ଶଳା-ଭିଣୋଇ ଗ୍ୟାଙ୍ଗ

କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।

  • Monday, 22 July 2024
Governor Raghubar Das
୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବି

ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବି । ଶିକ୍ଷା ମାନବୃଦ୍ଧି ଉଦ୍ଦେଶ୍ୟରେ ପ୍ରଣୟନ ହେବ ରାଜ୍ୟ ଶିକ୍ଷାନୀତି ।

  • Monday, 22 July 2024
Naveen Patnaik
ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ପାଣ୍ଡିଆନ୍ ପ୍ରୀତି ?

ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।

  • Monday, 22 July 2024
Union Budget 2024
ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।

  • Monday, 22 July 2024
IAS Ashima
IAS ଆଶିମାଙ୍କ କାହାଣୀ

ଆଶିମା... ନା ନା କେବଳ ଆଶିମା ନୁହେଁ... IAS ଆଶିମା । ନାଁ ଯେମିତି କ୍ୟାରିୟର ବି ସେମିତି । ଆରମ୍ଭରୁ ପାଠପଢ଼ାରେ ଟପ୍ପର ହୋଇଥିବା ଏ ଯୁବତୀଙ୍କ ପ୍ରଶଂସା ବଲିଉଡ୍‌ କରୁଛି । ଆଶିମାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ।

  • Monday, 22 July 2024
Traumatic Stress Disorder
ମା' ପକାଇଛି ପୁଅ ପାଦରେ ବେଡ଼ି

ପାଦରେ ଲୁହାର ଜିଞ୍ଜିର... ନା କିଛି କହିପାରୁଛି, ନା କିଛି କରିପାରୁଛି । କେବଳ ବଡ଼ ଭାଇକୁ ଝୁରିଝୁରି ଗତ ୯ ବର୍ଷ ହେଲା ଏମିତି କଟୁଛି ସାନ ଭାଇର ଜୀବନ । ଆଉ ଏ ସବୁକୁ ଦେଖି ଏ ଜନ୍ମକଲା ମା’ର କଥା ତ କହିଲେ ନସରେ । ୯ ବର୍ଷ ତଳେ ଗାଁକୁ ଆସିଥିବା ବନ୍ୟା ଏ ପରିବାରର ସବୁ କିଛି ଧୋଇନେଇଛି । ସେଇ ବନ୍ୟାପାଣି ଏ ମା’ର କୋଳରୁ ଗୋଟିଏ ପୁଅକୁ ଛଡ଼ାଇ ନେଇଛି ।

  • Monday, 22 July 2024