• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Balabhadra
ପହଣ୍ତି ବେଳେ ଅଘଟଣ

ପହଣ୍ତି ବେଳେ ଆଘଟଣ। ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

  • Tuesday, 09 July 2024
MSME Minister
କାହା ସ୍ବାର୍ଥରେ ଓଡ଼ିଆ ଉଦ୍ୟୋଗୀଙ୍କୁ କରାଯାଇଛି ଅଣଦେଖା ?

ଓଟିଭିର ଆଉ ଏକ ବଡ଼ ପ୍ରଭାବ। ବାଜିଲା ଓ-ହବରେ ଓଡ଼ିଆ ଯୁବ ଉଦ୍ୟୋଗୀଙ୍କୁ ଅଣଦେଖାର ଖବର। ଆକ୍ସନ ମୋଡକୁ ଆସିଲେ ମୋହନ ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ରିୟଲିଟି ଚେକ୍ କରିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

  • Tuesday, 09 July 2024
vegetable price rise
ସବୁଠି ତାଉ ଖାଉଛି ପରିବା ଦର

ହାଟ ବଜାରକୁ ଗଲେ ଏକ ପ୍ରକାର କାନ୍ଦୁଛନ୍ତି ଗ୍ରାହକ। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି

  • Tuesday, 09 July 2024
BJD
ବିଜେଡିରେ ତେଜିଲା ଦେବାଶିଷ ସମ୍ବିତ୍ କଳି

ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ସମ୍ବିତ ।

  • Tuesday, 09 July 2024
Women Flocking to Gym
ଜିମ୍‌ ଯାଉଛନ୍ତି ହାଉସ୍‌ୱାଇଫ୍‌

ବଦଳୁଛି ସମୟ... ବଦଳୁଛି ଲୋକଙ୍କ ଜୀବନଶୈଳୀ । ଶାରୀରିକ ଓ ମାନସିକ ରୋଗରୁ ମୁକ୍ତି ପାଇଁ ଏଣିକି ସମସ୍ତେ ଜିମ ଯିବାକୁ ପସନ୍ଦ କରୁଛନ୍ତି । ବାଲେଶ୍ୱରର ଜିମ୍ ସେଣ୍ଟର୍ ଗୁଡ଼ିକରେ ପୁରୁଷଙ୍କଠୁ ଅଧିକ ଜମୁଛି ମହିଳାଙ୍କ ଭିଡ଼ ।

  • Tuesday, 09 July 2024
Ratha Yatra in Japan
ଜାପାନରେ ଗଡ଼ିଲା ଜଗନ୍ନାଥଙ୍କ ରଥ

ଜଗନ୍ନାଥ ସାରା ଜଗତର ନାଥ । ସୁଦୂର ଟୋକିଓ ସହରରେ ଓଡିଶା କମୁନିଟି ଜାପାନର ସଦସ୍ୟମାନେ ଜାପାନୀ ଭକ୍ତଙ୍କ ସହ ମିଶି ବହୁତ ଧୁମଧାମରେ ପାଳନ କରୁଛନ୍ତି ରଥଯାତ୍ରା । ଏହି ରଥଯାତ୍ରାକୁ କିଛି ଓଡ଼ିଆ ଭାଇ ଭଉଣୀମାନେ ମିଶି ଜାପାନରେ ୧୭ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ।

  • Tuesday, 09 July 2024
Jagannath Bhajan
‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ ‘ମୋ ଜଗନ୍ନାଥ’

ଓଡ଼ିଆ ଦର୍ଶକ ଏବଂ ଶ୍ରୋତାଙ୍କୁ ସବୁବେଳେ ମନଛୁଆଁ ଆଉ ନିଆରା ଗୀତ ଦେଇଆସୁଥିବା ‘ତରଙ୍ଗ ମ୍ୟୁଜିକ୍‌’ ଏବେ ଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ କରିଛି ଆଉ ଏକ ଭାବବିହ୍ୱଳ ଭଜନ । ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ରଖାଯାଇଛି ।

  • Tuesday, 09 July 2024
No electricity
ଗାଁରେ ନାହିଁ ବିଜୁଳି, ଅନ୍ଧାରରେ ବିତୁଛି ଜୀବନ

ଏବେ ବି ଗାଁରେ ନାହିଁ ବିଜୁଳି। ବିଦ୍ୟୁତ୍ ସେବା ଖାଲି ଯାହା ବହିରେ ପଢ଼ିଛନ୍ତି ପିଲାଏ। ଆଜି ବି ଏମିତି ଗାଁ ଅଛି, ଏମିତି ଅନ୍ଧାରରେ ଲୋକେ ରହୁଛନ୍ତି।

  • Tuesday, 09 July 2024
Puri Ratna Bhandar
କାଲିର ଯାଞ୍ଚ କମିଟି ବୈଠକ ଉପରେ ନଜର

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ?

  • Monday, 08 July 2024
Ratha Jatra
ଦ୍ବିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଶରଧାବାଲିରେ ଠିଆ ତିନି ରଥ। ନବଦିନାତ୍ମକ ଘୋଷଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀରେ ପହଁଚିଛନ୍ତି ଶ୍ରୀଜିଉ।

  • Monday, 08 July 2024
Terrorist Attack
ବାହାରୁ ଦେଖିଲେ ଆଲମିରା କିନ୍ତୁ ଭିତରେ ଆତଙ୍କୀଙ୍କ ଷୁଡ଼ଙ୍ଗ

କାଶ୍ମୀରରେ ଆତଙ୍କବାଦୀଙ୍କ କଳା କାହାଣୀର ଆଉ ଏକ ଫର୍ଦ୍ଦ। ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ଏହି ବଙ୍କର ପାଲଟିଥିଲା ସେଫ୍ ହେଭେନ୍।

  • Monday, 08 July 2024
ratha Yatra 2024
ରଥଟଣା ବେଳେ କାଲି କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ?

ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?

  • Monday, 08 July 2024
VK Pandian
ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି!

ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।

  • Monday, 08 July 2024
Ratha Jatra
ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜିଉ

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।

  • Sunday, 07 July 2024
Puri Rath Yatra 2024
ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ମହାସମୁଦ୍ର। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଅଗଣିତ ଭକ୍ତ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇ ଭକ୍ତିରେ ବିଭୋର ହେଲେ ମହାମହିମ ଦ୍ରୌପଦୀ ମୁର୍ମୁ।

  • Sunday, 07 July 2024
Puri Rath Yatra 2024
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସବୁଠି ସୀମାହୀନ ଉତ୍ସାହ

ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।

  • Sunday, 07 July 2024
Sambit Routray
ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିସ୍ଫୋରକ ବୟାନ

ବିଜେଡିରେ 'ବିଭୀଷଣ' ପରେ 'ମୂଷା' ଉପାଖ୍ୟାନ। କିଛି ଦିନ ତଳେ ଦଳର ପରାଜୟ ପାଇଁ ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନା ବିଭୀଷଣ ଉପାଖ୍ୟାନ କହିଥିବା ବେଳେ, ଆଜି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଢୋଲ ଭିତରେ ମୂଷା ଥିଓରୀ।

  • Sunday, 07 July 2024
Padmakesarpur
ପଦ୍ମକେଶରୀପୁରରେ ପୁଣି ଖଣ୍ଡଯୁଦ୍ଧ

ମହାଜନୀ କାରବାରର ମହାଜାଲରେ ଛନ୍ଦି ହୋଇଥିବା ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ପୁଣି ଖଣ୍ଡଯୁଦ୍ଧ। ସୁଧ ବେପାର ଚଳାଉଥିବା ଗୋଷ୍ଠୀଙ୍କ ବୋମା ଆଉ କାଚ ବୋତଲ ମାଡ଼ରେ ପୁଣି ଥରହର ପଦ୍ମକେଶରୀପୁର। 

  • Sunday, 07 July 2024
Lt Bimal Ranjan Behera
ବୀରତା ପାଇଁ ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ବୀରତା ପାଇଁ ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ । ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

  • Saturday, 06 July 2024
 Ratna Bhandar
୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଉ ୩ ଦିନର ଅପେକ୍ଷା । ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ତେବେ ତଦାରଖ କମିଟି ଅଧ୍ୟକ୍ଷଙ୍କ କଥାରୁ ଏକପ୍ରକାର ସ୍ପଷ୍ଟ ଯେ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୧୯ ପୂର୍ବରୁ ଖୋଲାଯାଇପାରେ ରତ୍ନଭଣ୍ଡାର । 

  • Saturday, 06 July 2024
Ratha Yatra 2024
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ।

  • Saturday, 06 July 2024
kusuma cottage
କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ୍ ବଙ୍ଗଳା କାହାର ?

ଯାଜପୁର କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ୍ ବଙ୍ଗଳା କାହାର ? କେଉଁ ଉଦ୍ଦେଶ୍ୟ ଏବଂ କାହା ନିର୍ଦ୍ଦେଶରେ ତିଆରି ହୋଇଥିଲା ଏଭଳି ବ୍ୟୟବହୁଳ କଟେଜ୍ ?

  • Saturday, 06 July 2024
O-Hub controversy
ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ?

ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ? ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ? 

  • Saturday, 06 July 2024
Pineapple Farming
ସପୁରୀ ଅଭାବୀ ବିକ୍ରି, ଚାଷୀ ମୁଣ୍ଡରେ ଚଡ଼କ

ବୁଦାରେ ଫଳିଛି ପାଚିଲା ରସୁଆଳ ସପୁରୀ। କାଟିଆଣି ରାସ୍ତା ପାଖରେ ଗଦାଉଛନ୍ତି ଚାଷୀ। ଆଶା ଭଲ ଦରରେ ବିକ୍ରି ହେଲେ ପରିବାରର ଗୁଜୁରାଣ ମେଣ୍ଟିବ। ହେଲେ ସପୁରୀର ଅଭାବୀ ବିକ୍ରି ଚାଷୀ ମୁହଁରୁ ହଜାଇ ଦେଇଛି ହସ।

  • Saturday, 06 July 2024
 Accident
ରୋଗ ଦାଉରୁ ବଳିଗଲା ଦୁର୍ଘଟଣା, ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି

କିଏ ଜାଣିଥିଲା ରୋଗ ଦାଉରୁ ବଳିଯିବ ଦୁର୍ଘଟଣା । ଆଉ ଏମିତି ଏକାଥରେ ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି । କ୍ୟାନସର ସିନା ମନୋବଳ ଭାଙ୍ଗିଦେଇଥିଲା । ହେଲେ ଏହି କରୁଣ ଦୁର୍ଘଟଣା ନେଇଗଲା ଉଭୟଙ୍କ ଜୀବନ ।

  • Saturday, 06 July 2024