Special Rituals
ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ । ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ । ଗ୍ରାଉଣ୍ଡ ଜିରୋର ତଥ୍ୟ କହୁଛି ଗଲା ସପ୍ତାହକ ଭିତରେ ମାଥିଲିରେ 9 ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । ୟା ଭିତରେ ଡାକ୍ତରୀ ଟିମ୍ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଉପରେ ନଜର ତ ରଖିଛନ୍ତି, ରୋଗ ପ୍ରକୋପରୁ ବର୍ତ୍ତିବାକୁ ପୂଜାର୍ଚ୍ଚନାର ବିଶ୍ବାସରୁ ବାହାରି ପାରୁନାହାନ୍ତି ପାହାଡ଼ି ମଣିଷ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)