Advertisment

ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି।

author-image
Santosh Kumar Sahoo

କାମ କଲାନି କେନ୍ଦ୍ରର ଆମଦାନୀ ଶୁଳ୍କ ରିହାତି । ଶୁଳ୍କ ହ୍ରାସ ପ୍ରଭାବରେ ସୁନା ଦର ଯେତିକି ଖସିଥିଲା, ଏ ଭିତରେ ତା’ଠୁ ଢେର ଅଧିକ ବଢ଼ିଗଲାଣି ଦର୍ । ଦେଢ଼ ମାସରେ ୫ ହଜାର ୪୦୦ ଟଙ୍କା ମହଙ୍ଗା ହେଲାଣି । ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୫ ହଜାର ପାର କଲାଣି । ଆଉ ୨୨ କ୍ୟାରେଟ୍ ୬୯ ହଜାର ଛୁଇଁଲାଣି ।

Advertisment
Gold Gold Price
Advertisment
Advertisment