• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Heavy Rain
୬ ଜିଲ୍ଲାକୁ ବେହାଲ୍ କଲା ଲଘୁଚାପ ବର୍ଷା

ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।

  • Sunday, 21 July 2024
Ratna Bhandar
ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ?

ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ? ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ସପକ୍ଷରେ ମତ ରଖିଲେ ବିଶେଷଜ୍ଞ । ମରାମତି ଆଗରୁ ରତ୍ନ ଗଣତି-ମଣତି ସାରିବାକୁ ସେବାୟତଙ୍କ ଦାବି ।

  • Sunday, 21 July 2024
Budget Session
କାଲିଠୁ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ

ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ।

  • Sunday, 21 July 2024
Congress
ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି ।

  • Sunday, 21 July 2024
Union Budget
ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

  • Sunday, 21 July 2024
Ratna Bhandar
ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ବତନ୍ତ୍ର ଷ୍ଟ୍ରଙ୍ଗରୁମକୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା।

  • Saturday, 20 July 2024
Quarry Continues to Flourish
ଲୁଟ୍ ହେଉଛି ନୟାଗଡ଼ କାସିଆ ପାହାଡ଼

୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ ଅନ୍ୟତମ ପ୍ରଭାବଶାଳୀ ବିଜେଡ଼ି ନେତା ଲିଜରେ ନେଇ କେମିତି ବେଆଇନ ଭାବେ ଚଳାଉଥିଲେ, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନ୍ୟାୟରେ ପ୍ରଶାସନିକ କଳର ନିଷ୍କ୍ରିୟତା ବି ଧରାପଡ଼ିଛି।

  • Saturday, 20 July 2024
Padma Shri Kamala Pujari no more
ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଜାଣନ୍ତୁ, କିଭଳି ଥିଲା...

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।

  • Saturday, 20 July 2024
Heavy Rainfall
ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ

ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା। କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର।

  • Saturday, 20 July 2024
Sankha Bhawan
ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍ ?

ଭୁବନେଶ୍ବରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ବ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

  • Saturday, 20 July 2024
Padma Shri Kamala Pujari
ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ । ୨ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ SCBରେ ଦେହାନ୍ତ । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର ।

  • Saturday, 20 July 2024
Biju Patnaik Sports Award
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିଲା

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । ନୂଆ ନାଁ ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ।

  • Saturday, 20 July 2024
Padma Shri Kamala Pujari
ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି

'ମୁଁ ତାଙ୍କ ସାନ ପୁଅ.. ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି...ଆଜି ୫ଟାରେ ଚାଲିଗଲେ।' କହି ଭୋ ଭୋ କାନ୍ଦି ପକାଇଲେ ପଦ୍ମଶ୍ରୀ କମଲା ପୂଜାରୀଙ୍କ ସାନପୁଅ ।

  • Saturday, 20 July 2024
Depression
ତାଣ୍ଡବ ରଚିଲା ବର୍ଷା

ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

  • Saturday, 20 July 2024
Heavy Rain
ଆସନ୍ତା ୪ ଦିନ ପ୍ରବଳ ଛେଚିବ !

ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେଲା ଅବପାତ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ ଅବପାତ ।

  • Friday, 19 July 2024
Bahuda Jatra
ସନ୍ଧ୍ୟା ହେଲେ ଏଠି ପହଣ୍ଡି ହୁଏ

ଦୀର୍ଘ ୧୧ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା।

  • Friday, 19 July 2024
Niladri Bije
ଆଜି ରତ୍ନବେଦୀରେ ବିରାଜିବେ ମହାପ୍ରଭୁ

ନୀଳାଦ୍ରିବିଜେରେ ଆଜି ରତ୍ନବେଦୀରେ ବିରାଜିବେ ମହାପ୍ରଭୁ । ବଡ଼ଦାଣ୍ଡ ଛାଡି ବଡ଼ଦେଉଳରେ ପ୍ରବେଶ କରିବେ ଶ୍ରୀଜିଉ ।

  • Friday, 19 July 2024
Ratnabhandar
ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ବାଟ ?

ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।

  • Thursday, 18 July 2024
Ratnabhandar
ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର

ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।

  • Thursday, 18 July 2024
Odisha Politics
୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

  • Thursday, 18 July 2024
Marathon Raid in Several Mines
ଖୋଲିବ ଡଙ୍କାରୀ ଖଣି ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।

  • Thursday, 18 July 2024
Balangir
ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।

  • Thursday, 18 July 2024
Odisha Politics
ମୋହନ ସରକାରଙ୍କ ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ତତ୍କାଳୀନ ବିଜେଡି ସରକାରର ବହୁ ପ୍ରଚାରିତ ଯୋଜନା 'ଆମ ଓଡ଼ିଶା, ନବୀନ ଓଡ଼ିଶା'ର ହେବ ଖୋଳତାଡ଼ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଏହି ଘୋଷଣା କରିବା ସହିତ ନବୀନ ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

  • Wednesday, 17 July 2024
SCB
ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ଝିମିଟି ଖେଳରୁ ମହାଭାରତ ଭଳି ହାଉସ୍ ସର୍ଜନ ଓ ନର୍ସଙ୍କ କଳିରୁ ଆଜିଠୁ ପ୍ରଭାବିତ ହେଲାଣି କଟକ ବଡ଼ ଡାକ୍ତରଖାନାରେ ରୋଗୀସେବା । ଗୋଟିଏ ପଟେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଆରପଟେ ନର୍ସଙ୍କ ପ୍ରତିବାଦ । ଫଳରେ ଇନ୍ ଡୋରରୁ ଆଉଟଡୋର୍ ଯାଏଁ ରୋଗୀ ଓ ସଂପର୍କୀୟ ନାକେଦମ୍ ହେଲେଣି।

  • Wednesday, 17 July 2024
Ratna Bhandar
ଭିତର ଭଣ୍ଡାର ମରାମତି ଚ୍ୟାଲେଞ୍ଜ

ଆସନ୍ତାକାଲି ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହେବା ପରେ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି ଏବଂ ଶେଷରେ ହେବ ଗଣତି ମଣତି । ତେବେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ମରାମତି ହେବାକୁ ଯାଉଥିବାରୁ ASI ପାଇଁ ରହିବ ଆହ୍ୱାନପୂର୍ଣ୍ଣ ।

  • Wednesday, 17 July 2024