ନଦୀରେ ଭରି ରହିଥିଲା ଅକାତ କାତ ବଢିପାଣି। ଏହି ସମୟରେ ଭାସିଆସିଥିଲେ ଜଣେ ମହିଳା। ପାଦରେ ତାଙ୍କ ଶିକୁଳି ପଡିଥିଲା। ପାଖାପାଖି ୫୦ କିମି ସେ ନଦୀ ଜଳରେ ଭାସି ଆସିଥିଲେ। ଦେଖନ୍ତୁ ଏହି ରିପୋର୍ଟ ।
ରାତିରେ ଶୁଭୁଛି ଭୟଙ୍କର ଶବ୍ଦ । ଶୁଆଇ ଦେଉନି ପ୍ରେତାତ୍ମା। କ’ଣ ଏହି ଅନୁଭବ ସତ ?
ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ । ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।
ଶ୍ରୀ ଜଗନ୍ନାଥଙ୍କୁ ପଞ୍ଚଶଖା ଯେମିତି ବୁଝିଥିଲେ । ହୁଏତ ଆଉ କେହିବି ବୁଝିନାହାନ୍ତି । ଜାଣନ୍ତରୁ ଅଚ୍ୟୁତାନନ୍ଦଙ୍କ କିଛି କଥା
ହୁହୁହୋଇ ମାଡ଼ି ଆସୁଛି ସମୁଦ୍ର । ଚାହୁଁ ଚାହୁଁ ଲଂଘୁଛି କୂଳ । ଏଇ ବର୍ଷକ ଭିତରେ ପ୍ରାୟ ୫୦ ମିଟର ଆଗକୁ ସମୁଦ୍ର କୂଳ ଲଙ୍ଘିସାରିଲାଣି । ଗାଁରେ ମଧ୍ୟ ଜୁଆର ପାଣି ପଶି ଲୋକଙ୍କୁ ହନ୍ତସନ୍ତ କରୁଛି ।
ଚକାଚକ୍ ରୁମ୍ । ଦାମୀ ବେଡ୍ ସାଙ୍ଗକୁ ରୁମ୍ରେ ପଡ଼ିଛି ସୁନ୍ଦର ସୋଫା । ରେଷ୍ଟୁରାଣ୍ଟର ମଜା ମଧ୍ୟ ମିଳିପାରିବ ଏଠି । ଆପଣ ଏ ସବୁକୁ ଦେଖି ନିଶ୍ଚୟ କେଉଁ ସହରର ଏକ ତାରକା ହୋଟେଲର ବୋଲି ଭାବୁଥିବେ । ହେଲେ ନାଇଁ ଦର୍ଶବନ୍ଧୁ ଏ ଦୃଶ୍ୟ କୌଣସି ହୋଟେଲର ନୁହେଁ କି ସହରର ବି ମଧ୍ୟ ନୁହେଁ ।
ଶିକ୍ଷକ ହେବ ତ ଏମିତି ! ଜଣେ କର୍ତ୍ତବ୍ୟ ନିଷ୍ଠା ଦୀବ୍ୟାଙ୍ଗ ଶିକ୍ଷକଙ୍କ ପାଇଁ ପୂରା ଗାଁ ଆଜି ଗର୍ବ ଅନୁଭବ କରୁଛି । ନିତିଦିନ ବିଦ୍ୟାଳୟକୁ ଆସି କୁନିକୁନି ଛାତ୍ରଛାତ୍ରୀଙ୍କୁ ଗୀତ ନାଚ ମାଧ୍ୟମରେ ଶିକ୍ଷାଦାନ ସହ ବିଦ୍ୟାଳୟର ବିକାଶ କ୍ଷେତ୍ରରେ ଅହରହ ଉଦ୍ୟମ କରୁଥିବା ଏହି ଶିକ୍ଷକ ଏବେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l
ରାସ୍ତା ଉପରେ ଟ୍ରାଫିକ ପୋଲିସଙ୍କ ଦମଦାର ଡ୍ୟାନ୍ସ। କେତେବେଳେ ଦବଙ୍ଗ ଷ୍ଟାଇଲରେ ଚାଲୁଛନ୍ତି ତ ଆଉ କେତେବେଳେ ମାଇକେଲ ଜ୍ୟାକସନ ପରି ମୁନ ଓ୍ୱାକ କରି ପଛକୁ ପଛକୁ ଯାଉଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ବି କରୁଛନ୍ତି।
ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜ୍ୟର ନିଜସ୍ୱ ପାଣ୍ଠିରେ ଚାଲିବାକୁ ଥିବା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ରଖାଯାଇଛି।
ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ ଆପେ ଆପେ କଟିଯିବ। ମୃତକଙ୍କ ନାଁ କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି।
ୱାୟନାଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ।
ମହାନ୍ତିଙ୍କ ବିରୋଧରେ ଖୋଲିବାରେ ଲାଗିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।
ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ ।
ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି। କିଏ ଜାଣିଥିଲା, ତାର ସେ ଫୋନ କଲ୍ ଜୀବନର ଶେଷ ଫୋନକଲ ହେଇଯିବ ବୋଲି !
ମହିଳା ସାମ୍ବାଦିକ ମଧୁମିତା ମୃତ୍ୟୁ ଘଟଣା। ପରିବାରର ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଏପରି ସମୟରେ ମଧୁମିତା ବାପାଙ୍କ ଏହି ବୟାନ କେବଳ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କୁ ନୁହେଁ ଏହି ମୃତ୍ୟୁ ଘଟଣା ପଛରେ ତାଙ୍କ ସହ ଆନ୍ୟ କିଛି ଝିଅଙ୍କ ସମ୍ପୃକ୍ତି ଥିବା ମଧ୍ୟ ଖୋଲା ଖୋଲି କହିଛନ୍ତି । ଖାଲି ଏତିକି ଯେ ତାହା ନୁହେଁ, ଏଥିରେ ଶ୍ରୀଧରଙ୍କ ଭାଇଙ୍କ ହତଥିବା ମଧ୍ୟ ସେ ଆଣିଛନ୍ତି ଅଭିଯୋଗ ।
ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଶାକ୍ତ ନାଗସାପ। ସତେ ଯେମିତି ଭକ୍ତି ଆଗରେ ଡର ହାର ମାନିଛି। ୩୦ ବର୍ଷ ହେଲା ଘରେ ପୂଜା ପାଇ ଆସୁଛନ୍ତି ସର୍ପ ଦେବତା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ।
ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା।
ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ ।
୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।
ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଅ।ଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡିଛି ।
ସୁନ୍ଦରଗଡ଼ରେ ଏକ ବସ୍କୁ ହୋଇଛି ୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ ।
ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।
ବିଧାନସଭାରେ ଆଖି ଖୋସିଦେଲା ଭଳି ତଥ୍ୟ ରଖିଛନ୍ତି ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।