ସାର୍ ଯାଇଛନ୍ତି ଛୁଟିରେ... ୩ ଦିନ ବନ୍ଦ ରହିବ ସ୍କୁଲ । ବଡ଼ ବଡ଼ ଅକ୍ଷରରେ ଛାତ୍ରଛତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି.... ଏତଦ୍ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତି କରାଇ ଦିଆଯାଉଛି ଯେ, ବିଦ୍ୟାଳୟର ସମସ୍ତ ଦୁଇଜଣ ଶିକ୍ଷକ ଛୁଟିରେ ଅନୁପସ୍ଥିତ ରହିବା ଯୋଗୁ ଆସନ୍ତା ତା’ ୭-୮-୨୦୨୪ ତାରିଖ ଠାରୁ ୯-୮-୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଶିକ୍ଷାଦାନ ବନ୍ଦ ରହିବ ।
ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।
ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଏହି ଏଟିଏମ୍କୁ ଉଦ୍ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ
ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।
ଗୋଟିଏ ପଟେ ସଙ୍କଟ, ଆରପଟେ ଆଳୁର ଭାଉ ଶୁଣି ଛାନିଆ ଗ୍ରାହକ ଏବଂ ଗୃହିଣୀ।
ଜୀବନକୁ ଜନକଲ୍ୟାଣ ପାଇଁ ବିନିଯୋଗ କରିଥିବା ବାବା ବୁଦ୍ଧନାଥ କୁହନ୍ତି, ବାବାଜି ଜୀବନ ଗୋଚର ଭୂଇଁ । ଅକାରଣେ ଗାଳି ସହିବା ପାଇଁ...
ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ କେମତି ରହିଛି ଚିତ୍ର... ତାହା ଆପଣଙ୍କ ଆଖି ସାମ୍ନାରେ । ବର୍ଷେ ହେଲା ଭୁଶୁଡି ପଡ଼ିଥିବା ଏ ଅଙ୍ଗନବାଡ଼ି କେନ୍ଦ୍ରକୁ ଦେଖିଲେ ଆପଣ ବେଶ୍ ଅନୁମାନ କରିପାରୁଥିବେ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା କ’ଣ ରହିଥିବ ।
ଦେଖନ୍ତୁ କନ୍ୟାକୁମାରୀ ସୂର୍ଯ୍ୟୋଦୟ ସମୟର ସେହି ସୁନ୍ଦର ଦୃଶ୍ୟ...
ପାଖରେ ମା’ ନାହିଁ... ବଞ୍ଚିବାକୁ ସାହାରା ବି ନାହିଁ । ହେଲେ ଭଗବାନ ଏମାନଙ୍କୁ ବଞ୍ଚାଇ ଦେଇଛନ୍ତି । ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାରି ଦେଇଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି ଏ ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ ଚାଲିଯାଇଛି । ମା’ ତ ପାଖରେ ନାହିଁ, କି ଆଶ୍ରୟ ଟିକେ ନେବାକୁ ଗଛଟିଏ ବି ନାହିଁ ।
ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।
ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍ ।
ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।
ନା ପଶ୍ଚିମ ବଙ୍ଗ, ନା ଉତ୍ତର ପ୍ରଦେଶ କେଉଁଠୁ ବି ଆଜିକୁ ୪ ଦିନ ହେଲା ଆଳୁ ଆସିପାରୁନି।
ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ୭ ଜିଲ୍ଲାକୁ ଅରେଞ୍ଜ୍ ଓ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।
ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ହଠାତ ଶଯ୍ୟାଶାୟୀ ହୋଇଗଲା । ହାତ ଗୋଡ଼ ଅଚଳ ହୋଇଯିବା ସହ କଥା କହିବା ମଧ୍ୟ ବନ୍ଦ କରିଦେଲା ।
ଦର୍ଶକ ବନ୍ଧୁ ଏ ଦୃଶ୍ୟକୁ ଦେଖି କିଛି ବର୍ଣ୍ଣନା କରିବା ଆମ ପକ୍ଷେ ସମ୍ଭବପର ନୁହେଁ । ଏ ଫଟୋକୁ ଦେଖାଇବାକୁ ଆମେ ମଧ୍ୟ ଚାହୁଁନା । ହେଲେ କେବଳ ଖବର ପ୍ରସାରଣ ପାଇଁ ମହାପ୍ରଭୁଙ୍କ ପ୍ରତି ଏପରି ଅପମାନ ଜନକ ଫଟୋକୁ ଆମେ ଦେଖାଉଛୁ ।
୨୦୨୧ରୁ ଏଠି ପୋଲ କାମ ଚାଲିଛି ଯେ ଚାଲିଛି... ସରିବାର ନାଁ ଧରୁନି । ନିର୍ମାଣ ଅବଧି ସିନା ସରିଗଲା, ହେଲେ ପିଲାରଟିଏ ବି ଛିଡ଼ା ହୋଇପାରିଲାନି ।
ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।
ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।
ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା ।
ଆଳୁ ଆସୁନଥିବାରୁ ମନ ଇଛା ଦର କଷୁଛନ୍ତି ବ୍ୟବସାୟୀ, ଉପାୟଶୂନ୍ୟ ଗ୍ରାହକ ।
୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।
ଏ ରାସ୍ତା ସବୁବେଳେ ଏମିତି ନା ଏଇ ବର୍ଷ। ବୋଲି? ଏଇ ବାଟେ ଗର୍ଭବତୀଟେ ଯିବ ତ! ଆମ୍ବାଲାନ୍ସ ଯିବ ନା ଓଲଟି ପଡିବ? ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ତେହେରାଇ ଛକ ଠାରୁ ସର୍ଗିଗଡ଼ ଓ କେନ୍ଦୁଝର କାଳିମାଟିକୁ ସଂଯୋଗ କରୁଥିବା ରାସ୍ତା । ମାତ୍ର ପାଞ୍ଚ କିଲୋମିଟର ରାସ୍ତାରେ ପାଞ୍ଚଶହରୁ ଅଧିକ ଗର୍ତ୍ତ । ଯେଉଁ ରାସ୍ତାରେ ପାଦରେ ଚାଲିବା କାଠିକର ପାଠ ସେଇ ରାସ୍ତାରେ ରାତି ପାହିଲେ ଗଡୁଛି ହଜାର ହଜାର ଲୁହା ପଥର ବୋଝେଇ ଭରିଯାନ ।