• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Baijayant Panda
ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ ପାଇଁ ଜାଗିଲା ଆଶା

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ନେଇ ଜାଗିଲା ଆଶା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି, ଏଥିଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

  • Saturday, 31 August 2024
Alert as Bird Flu
ପୁରୀ ଜିଲ୍ଲାରେ ମାଡ଼ି ଚାଲିଛି ବାର୍ଡ ଫ୍ଲୁ

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।

  • Saturday, 31 August 2024
Pahandi Mishap
ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା

ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି।

  • Saturday, 31 August 2024
Odisha Assembly
ଗୃହରେ ଛତୁଆ ଝଡ଼

ଛତୁଆକୁ ନେଇ ବିଧାନସଭାରେ ଉଦବେଗ । ଛତୁଆର ମାନ ନେଇ ଏକାଧିକ ବିଧାୟକଙ୍କ ଉଦବେଗ ପ୍ରକାଶ କରିବା ଗୃହରେ ଛତୁଆ ଝଡ଼ ।

  • Saturday, 31 August 2024
Chhatua Scam
ଛତୁଆ ଦୁର୍ନୀତି: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଛତୁଆ ଦୁର୍ନୀତି ନେଇ ବିଧାନସଭା ଗୃହରେ ବିଧାୟକଙ୍କ ଉଦବେଗ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

  • Saturday, 31 August 2024
Malkangiri
ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ

ମାଲକାନଗିରି କାଙ୍କରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରୁ ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ ।

  • Saturday, 31 August 2024
Swayat Sasan Divas
ଆଜି ସ୍ୱାୟତ୍ତ ଶାସନ ଦିବସ

ଆଜି ସ୍ୱାୟତ୍ତ ଶାସନ ଦିବସ । ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

  • Saturday, 31 August 2024
Heavy Rain
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

  • Saturday, 31 August 2024
PM USHA
ପିଏମ୍ ଉଷା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ- ପିଏମ୍ ଉଷା ପାଇଁ କୃଷି ଭବନ ଅଡିଟୋରିୟମଠାରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ରଖୁଛନ୍ତି ।

  • Saturday, 31 August 2024
Raid in Bhubaneswar
ଏୟାରପୋର୍ଟ ପରିସରରୁ ଜବତ ସୁନା-ରୁପାକୁ ନେଇ ତନାଘନା

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ ।

  • Friday, 30 August 2024
Sports Valley
ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।

  • Friday, 30 August 2024
Adapa Mandap Incidents
ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ?

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।

  • Friday, 30 August 2024
VK Pandian
ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ !

ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ?

  • Friday, 30 August 2024
Nua O
‘ନୂଆ-ଓ’କୁ ବନ୍ଦ କଲେ ମୋହନ ସରକାର

ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି ।

  • Friday, 30 August 2024
Subhadra Yojana
କେମିତି ପାଇବେ ସୁଭଦ୍ରା ଟଙ୍କା?

ସୁଭଦ୍ରା ଯୋଜନାକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ ଅଛିକି ? ଏହି ଭିଡ଼ିଓକୁ ଦେଖନ୍ତୁ ସବୁ ତଥ୍ୟ ଜାଣି ପାରିବେ ।

  • Friday, 30 August 2024
Dragon Fruit
ଡ୍ରାଗନ କଲା ମାଲେମାଲ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ଦେଖନ୍ତୁ ୟୁଟ୍ୟୁବ ଦେଖି କିପରି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ ।

  • Friday, 30 August 2024
Abuse
ବାପା-ମା’ଙ୍କୁ ଅକଥନୀୟ ନିର୍ଯାତନା

କୁଳାଙ୍ଗର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।

  • Friday, 30 August 2024
India Book of Records
ଗୋଲ୍ଡ ମେଡାଲ ପାଇବା ସହ ରେକର୍ଡ କଲା ୩ବର୍ଷର କୁନିପୁଅ

ନିଜ ନାଁ ବି ଠିକ୍‌ରେ କହିପାରୁ ନ ଥିବା ଏ କୁନି ପୁଅଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛି। ଖନେଇ ଖନେଇ କଥା କହୁଛି। କିନ୍ତୁ ଯାହା କହୁଛି ଠିକଠାକ୍। ବୟସ ମାତ୍ର ୩ ବର୍ଷ ୬ ମାସ ହୋଇଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ କହିପାରୁଛି ୨୫ରୁ ଅଧିକ ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର।

  • Friday, 30 August 2024
Smart Meter
ସ୍ମାର୍ଟ ମିଟରକୁ ଚାଷୀଙ୍କ ବିରୋଧ, ବରଗଡ଼ ଜିଲ୍ଲାରେ ପ୍ରବଳ ଅସନ୍ତୋଷ

ସ୍ମାର୍ଟ ମିଟର ଯୋଗୁଁ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାୱା ପାୱାର୍ କର୍ତ୍ତୃପକ୍ଷ।...

  • Thursday, 29 August 2024
Gujarat rain
ଗୁଜରାଟରେ ଜଳପ୍ରଳୟ ! ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି

ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା । 

  • Thursday, 29 August 2024
Kolkata Doctor Death Case
ଅଭୟାଙ୍କ ମୃତ୍ୟୁକୁ ଲୁଚାଇଥିଲା କି ଆରଜି କର୍ ମେଡିକାଲ୍?

୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।

  • Thursday, 29 August 2024
Anand Bazar
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର

ଆର ମାସ ପହିଲାରୁ ସେମାନେ କାମରେ ଲାଗିବେ। ନିଯୁକ୍ତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି, ଯାହାକୁ ଭକ୍ତ ଓ ସୁଆର ମହାସୁଆର ସେବକ ବି ସ୍ବାଗତ କରିଛନ୍ତି।...

  • Thursday, 29 August 2024
Student Suicide
ଚାଷୀ ଆତ୍ମହତ୍ୟାକୁ ବଳିଗଲା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।

  • Thursday, 29 August 2024
Odisha Politics
ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି

ବିଧାନସଭାରୁ ଆସିଛି ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ।

  • Thursday, 29 August 2024
Liquor dens bulldozed in Salia sahi
ସାଲିଆ ସାହିରେ ବୁଲିଲା ବୁଲଡୋଜର

ସାଲିଆ ସାହିରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ।

  • Thursday, 29 August 2024