• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Passengers Push Aeroplane
ଆକାଶରେ ନ ଉଡି ଗଡିଲା ବିମାନ, ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା...

 Golgappa On Fire
‘ଫାୟାର ପାନ’ ପରେ ଆସିଲା ‘ଫାୟାର ଗୁପଚୁପ୍’; ସ୍ୱାଦ ଜାଣିବା ପାଇଁ ବଢ଼ୁଛି ଆଗ୍ରହ

ଏମିତି ନାଁ ଶୁଣି ଆପଣ ତାଜୁବ ହୋଇଗଲେ କି? ଆଶ୍ଚର୍ଯ୍ୟ ନ ହୋଇ କେଉଁଠି ମିଳୁଛି ଏହି ଫାୟାର ଗୁପଚୁପ୍। ଆଉ ଜାଣନ୍ତୁ କେମିତି ଏହାର ସ୍ୱାଦ...

Gayatri
ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।

Enthusiasts Painting
ଆକର୍ଷଣୀୟ ହେଲା କଣ୍ଢେଇ, ବଜାର ଖୋଜୁଛି, କେଉଁଠି ମିଳିବ ଭଲ ପଇସା

ଏବେ ନୂଆ ରୂପ ପାଇଛି କାଠ କଣ୍ଢେଇ । ଗାଁ ଗହଳିର ଖେଳନା ଏବେ ସହରରେ ନୂଆ ବଜାର ଖୋଜୁଛି । ନୂଆ ରଙ୍ଗ ମାଖି ହେଲା ପରେ ବଢିଯାଇଛି ଦାମ୍ । ଏବେ ହୋଇଯାଇଛି ଘରର ସୌଖୀନ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ସହାୟତାରେ ହସ ଫୁଟିଛି ମହାରଣା ପରିବାରରେ ।

Miniature Art
ଅଦରକାରୀ କାର୍ଟୁନ ପେଟିରେ ରଥ ତିଆରି କରୁଛନ୍ତି ତରଣୀ, ପାଠପଢା ସହ ନିଆରା କଳାକୃତି

ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।

100 Ft Long,26 Wheeler Car
କାର୍‌ ଭିତରେ ରହିଛି ସୁଇମିଂ ଫୁଲ ଓ ହେଲିପ୍ୟାଡ୍‌, ଜାଣନ୍ତୁ ଦାମ କେତେ?

ବିଶ୍ୱର ବିଳାସପୂର୍ଣ୍ଣ କାର୍‌। ଭିତରେ ରହିଛି ସୁଇମିଂ ଫୁଲ ସହ ହେଲିପ୍ୟାଡ୍‌, ଦାମ କେତେ ଜାଣିବା ଆପଣ ନିହାତି ଦରକାର...

 Ancient Pandav Bakhara Caves
କଟକରେ ଠାବ ହେଲା ପ୍ରାୟ ୨ ହଜାର ବର୍ଷ ତଳର ଐତିହାସିକ ଗୁମ୍ଫା

ଏହି ଗୁମ୍ଫାକୁ ଯିବାକୁ ହେଲେ ରାସ୍ତା ବଡ଼ କଠିନ। ପ୍ରଥମେ ବାଇକରେ କିଛି ବାଟ ଗଲା ପରେ ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ବିପଦପୂର୍ଣ୍ଣ ରାସ୍ତା ଦେଇ ଗୁମ୍ଫା ନିକଟରେ ପହଂଚି ହେବ। ସେଠାକୁ ଓଟିଭି କେମିତି ଗଲା ଓ କଣ ସବୁ ଦେଖିଲା ଜାଣନ୍ତୁ...

Vaccine Booster Dose
କରୋନାର ବୁଷ୍ଟର ଡୋଜ୍‌ ନେବା ପାଇଁ ବିଦେଶ ଯାଉଛନ୍ତି ଭାରତର ଧନୀ

ଚିନ୍ତା ବଢାଉଛି କରୋନା। ଏଥିରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍‌ ନେବାକୁ ଚାହୁଁଛନ୍ତି ଧନୀ। ଲୁଚିଛପି ଭାରତ ଛାଡି ବିଦେଶ ଯାଇ ନେଉଛନ୍ତି ବୁଷ୍ଟର ଡୋଜ୍‌...

Chewing Gum
ଚୁଇଁଙ୍ଗମ ଖାଇଲେ କୁଆଡେ ହେବନି କରୋନା?

ଓମିକ୍ରନକୁ ଅଟକାଇ ଦେବ ଚୁଇଁଙ୍ଗମ୍‌! ୪୭ ଦେଶକୁ ଘାଇଲା କରିବା ପରେ ଏମିତି ବଡ଼ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ। କାହିଁକି ଓ କଣ ପାଇଁ କରୋନାକୁ ହରାଇବ ଚୁଇଁଙ୍ଗମ୍‌ ଜାଣନ୍ତୁ..

Special Story | New Reliance Jio Prepaid Plans: Check Out All Recharge Plans
ପୁଣି ଗ୍ରାହକଙ୍କୁ ଝଟକା ଦେଲା ଜିଓ, ଏହି ଜବରଦସ୍ତ ପ୍ଲାନ ହୋଇଗଲା ବନ୍ଦ

ଗ୍ରାହକଙ୍କୁ ଜୋରଦାର ଝଟକା ଦେଲା ଦେଶର ବଡ଼ ମୋବାଇଲ କଂପାନୀ ଜିଓ। ଏହି ୪ ଶାନଦାର ଓ ଜବରଦସ୍ତ ପ୍ଲାନକୁ କରିଦେଲା ବନ୍ଦ। ସଫେଇ ଦେଇ କହିଲା....

Man Posing As MBBS Student Dupes Odisha Women
ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ

ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ.....୪ର୍ଥ ଶ୍ରେଣୀ ପାଠ ପଢିଛନ୍ତି କିନ୍ତୁ ଝିଅଙ୍କୁ ଫସାଇବାର କୌଶଳ ଜାଣିଛନ୍ତି.....ସାମ୍ନାକୁ ଆସିଲା କଳାକାହାଣୀ

Special Story | Omicron Scare- Doctor Ends Life After Killing Wife, 2 Minor Children In UP
ଓମିକ୍ରନ ସ୍ଥିତି ସଙ୍ଗୀନ, ଡରରେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରିଦେଲେ ଡାକ୍ତର....

ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍‌....ଧରିବା ପାଇଁ ଖୋଜୁଛି ପୋଲିସ୍‌

Haunted_Ststion_pkg_gyana_up
ଏହି ଷ୍ଟେସନ୍‌ରେ ରାତିରେ ଭୂତ ବୁଲୁଛି, ସନ୍ଧ୍ୟା ହେଲେ ରହୁନାହାନ୍ତି କର୍ମଚାରୀ ...

ଏହି ଷ୍ଟେସନ୍‌ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍‌ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ

Cheapest Electric Vehicle
ମାତ୍ର ତିରିଶ ଟଙ୍କା ଖର୍ଚ୍ଚ କରନ୍ତୁ ଶହେ ଶହେରେ କାର ଚଲାନ୍ତୁ

ଇଂଞ୍ଜିନିୟରିଂ ଛାତ୍ରଙ୍କ କମାଲ। ତିଆରି କଲେ ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍। ଥରେ ଚାର୍ଯ୍ୟକଲେ ଯାଉଛି ଶହେ ପଞ୍ଚାଶି କିଲୋମିଟର।

Special Story
LOCରୁ ସିଧା ବଲିଉଡ୍ ଯାତ୍ରା

ଇଚ୍ଛା ଶକ୍ତିଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଯାତ୍ରା ସଫଳ ହୁଏ। ଭାରତ ପକ୍ ସୀମା ନିକଟବର୍ତ୍ତୀ ଗାଁରୁ ଆସିଥିବା ଯୁବତୀ ଆଜି ବଲିଉଡରେ କମାଉଛନ୍ତି ନିଜ ନାଁ।

Alive Man Shown Dead
ମୁଁ ମରିନାହିଁ, ମୋ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ନେଇଗଲେ

କେଇଟା ଟଙ୍କା ପାଇଁ ଏଠି କାଙ୍ଗାଳ। ବଂଚି ଥାଉଥାଉ ଲୋକଙ୍କୁ ମାରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉଠାଇ ନେଉଛନ୍ତି। ଏମିତି ଅଭିଯୋଗ ପଦାକୁ ଆସିବା ପରେ...

Special Story,New Electric Bicycle
ସାଇକେଲ ବୟ ସିଦ୍ଧାର୍ଥ, ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ଯୁଗରେ ସିଦ୍ଧାର୍ଥଙ୍କର ଏହି ସାଇକେଲ ସାଧାରଣ ଲୋକଙ୍କ ପାଇଁ ସହାୟକ ହୋଇଛି।

new rule
ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟା ଅଙ୍କର ଟଙ୍କା

ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

Special Story,ATM Cash Withdrawal Charges
ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟ ଅଙ୍କର ଟଙ୍କା

୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...

Special Story,Twitter’s New CEO Parag Agrawal
ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଜାଣନ୍ତୁ...

ଭାରତରେ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଆପଣ ଜାଣନ୍ତି କି? ତାଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ। କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା। ଯାହାକୁ ଶୁଣିଲେ, ଉଡ଼ିଯିବ ଆପଣଙ୍କ ହୋସ୍...

BJD MLA Soumya Ranjan Patnaik
ସୌମ୍ୟଙ୍କୁ ନେଇ ଥମୁନି ଚର୍ଚ୍ଚା, କେତେବେଳେ ପୂରା ଗରମ ତ ପୁଣି କେତେବେଳେ ପୂରା ନରମ...

ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ରାଜନୀତିରେ ସୃଷ୍ଟି ହୁଏ ଝଡ଼। କେତେବେଳେ ନବୀନ ବାବୁଙ୍କୁ ତେରଚ୍ଛା ବାଣ ମାରି ଟାର୍ଟେଟ୍‌ କରନ୍ତି ତ ପୁଣି କେତେବେଳେ ଶାସକ ଦଳର ଗୁଣଗାନ କରନ୍ତି। ଆଉ କେତେବେଳେ ପୁଣି ମିଡ଼ିଆ ସାମ୍ନାରେ ମନଖୋଲା ବକ୍ତବ୍ୟ ରଖନ୍ତି...ତେବେ ଦେଖନ୍ତୁ ଆଜି କେଉଁଥି ପାଇଁ ସୌମ୍ୟଙ୍କୁ ନେଇ ପୁଣି ଥରେ ହେଉଛି ଚର୍ଚ୍ଚା

Special Story,Meritorious Student
କରିସ୍ମାଙ୍କ କରିସ୍ମା: ପରୀକ୍ଷା ଦେଇ ୫୩%କୁ କରିଦେଲେ ୯୧% ମାର୍କ, ପଢ଼ିବାକୁ ନାହିଁ ସମ୍ବଳ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ। ହେଲେ ଦୁଃଖର ବିଷୟ ହେଲା, ଏହି ମେଧାବୀ ଝିଅଟି ଅର୍ଥାଭାବରୁ ଆଉ ପାଠ ପଢ଼ିନପାରି ଏବେ ଟିଉସନ୍ କରି ଘରକୁ ସାହାଯ୍ୟ କରୁଛନ୍ତି।

Special Story | MLA Prashant Jagdev\'s Action Hints At Chilika BJD Infighting | Odisha
ଜଳଜଳ ଦିଶୁଛି ବିଜେଡିର ଫାଟ, ଢୋଲ ଭିତରେ ମୂଷା

ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।

Assam Lawyer Couple\'s Constitution-Themed Wedding Card Goes Viral
ବାହାଘର କାର୍ଡ଼ରେ ଆଇନ ଛାପିଲେ ବରଘର ଲୋକେ, ଆଉ ତା’ପରେ...

ବାହାଘର ପାଇଁ ଛପାଯାଇଥିଲା ନିମନ୍ତ୍ରଣ କାର୍ଡ଼। କିନ୍ତୁ କାର୍ଡ଼ ଖୋଲିଲା ବେଳକୁ ଲେଖାଯାଇଥିଲା ଭାରତୀୟ ଆଇନ। ଆଉ ତା’ପରେ...

Disable People's Life Story
ଅକ୍ଷମ ନୁହନ୍ତି ! ଏମାନେ ସମାଜ ପାଇଁ ପ୍ରେରଣା, ହ୍ୱିଲ୍‌ ଚେୟାରେ ବସି ସେବା କେନ୍ଦ୍ର ଚଳାଉଛନ୍ତି

ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।