• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Men have 3 girlfriends, women unable to find boyfriends
ଏଠି ଶସ୍ତାରେ ମିଳନ୍ତି ପ୍ରେମିକା; ଜଣେ ପିଛା ୩

କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ ବି ମନରେ ଆଉ ଜଣେ ଆସି ଘର କରିଯାଉଛି। ଏଠି ସୃଷ୍ଟି ହେଉଛି ପ୍ରେମରେ ଫାଟ। କିନ୍ତୁ ଏ ଦୁନିଆରେ ଏମିତି ବି ଜାଗା ଅଛି, ଯେଉଁଠି ଜଣେ ପୁରୁଷ ୩ଟି ଲେଖାଏଁ ପ୍ରେମିକା ଧରି ବୁଲୁଛି।

Special Story | Berhampur Boy ‘Ranappa’ Dances To The India Books Of Records
୧୩ ମିନିଟ ରଣପା ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲା ୭ ବର୍ଷର ପିଲା

ଲୋକକଳା ରଣପାରେ ଦୀର୍ଘ ୧୩ ମିନିଟ ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ୭ବର୍ଷର ବାଳକ ବିଭାସ ସାହୁ। ଦେଖନ୍ତୁ ଏହି କୁନି ପିଲାର ରଣପା ନାଚ...

Werid tradition, men get haircut from sickle
ଅଜବ ପରମ୍ପରା; ଦା’ରେ କଟାହୁଏ ପୁରୁଷଙ୍କ ଚୁଟି

ଏ ଦୁନିଆରେ ଏମିତି ଅନେକ ପରମ୍ପରା ରହିଛି ଯାହାକୁ ଜାଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଏଭଳି ଅନେକ ପ୍ରାଚୀନ ପରମ୍ପରା ଦେଖାଯାଏ ଯାହା ଅନନ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରନ୍ତି। ଏହି ସମ୍ପ୍ରଦାୟରେ ପୁରୁଷମାନଙ୍କ ଚୁଟିକୁ ଦା’ରେ କଟାଯାଏ।

Special Story|Unemployment Stares Down This Odisha Village | Young Ones Labour, Elderly Guard Houses
କାମଧନ୍ଧା ନାହିଁ, ଘରେ ବାପମାଆଙ୍କୁ ଛାଡି ବାହାରେ ଦାଦନ ଖଟି ଯାଇଛନ୍ତି ପୁଅବୋହୂ

ଦାଦନ ସମସ୍ୟା ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ମତୁଆଲା କରୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି। ନୂଆପଡା ଜିଲ୍ଲା ଖଡ଼ିଆଳରୁ ବିଶେଷ ରିପୋର୍ଟ ଦାଦନ ପାଇଁ ଖାଁ ଖାଁ ପଡା...

damanda
ନାହିଁ ନାହିଁରେ ଥିବା ଗାଁର ନାଁ ହେଉଛି ଦମଣ୍ଡା : ଦୁଃଖ ଶୁଣୁନାହାନ୍ତି ସରକାର

ପୁରୁଷ ପୁରୁଷ ଧରି ଏଠାରେ ରହି ଆସୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାରମ୍ୱାର ଅଭିଯୋଗ କଲା ପରେ ବି ନା ଶୁଣୁଛନ୍ତି ନିର୍ବାଚିତ ପ୍ରତିନିଧି, ନା ଜିଲ୍ଲା ପ୍ରଶାସନ।

rasanand
ଅବସର ନେବାର ୧୦ ବର୍ଷ ବିତି ଗଲାଣି, ହେଲେ ମିଳୁନି ପେନସନ

ପେନସନ୍ ମିଳୁନି, ଟଙ୍କା ନଥିବାରୁ ବୃଦ୍ଧ ଅବସ୍ଥାରେ ଖାଇବା ପିଇବା ହୋଇ ପଡିଛି କଷ୍ଟକର। ପକ୍ଷାଘାତ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ ବି ଔଷଧ କିଣିବାକୁ ମିଳୁନି ପଇସା। ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ରସାନନ୍ଦ କାଲୋ ।

Go Green Summit
ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ : ୧୯୦ଜଣ ବୈଜ୍ଞାନିକଙ୍କ ମଧ୍ୟରେ ୩ୟ ସ୍ଥାନ ଅଧିକାର କଲେ କଟକର ସିଦ୍ଧାନ୍ତ

କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

American man who never forgets anything
ଅଜବ ବ୍ୟକ୍ତି : ବର୍ଷ ବର୍ଷ ଧରି ସବୁ ଘଟଣା ମନେ ରଖୁଛନ୍ତି

ସାଧାରତଃ ଦୁଇ ତିନି ଦିନ ଗୋଟିଏ କଥା ମନେ ରହିବା କଷ୍ଟ ହୋଇପଡୁଛି। କିନ୍ତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି ସେ ଅନେକ କଥା ମନେ ରଖିଛନ୍ତି।

No one died in this unique place for 70 years
ସରକାରଙ୍କ ଅଜବ ନିୟମ; ଏଠି ମରିବା ମନା

ଭାରତ ସହିତ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏମିତି ଅଜବ ଜିନିଷ ଦେଖିବାକୁ ମିଳେ ଯାହା ବିଷୟରେ ଶୁଣିଲା ପରେ ବି ବିଶ୍ୱାସ କରି ହେବ ନାହିଁ। ଏମିତି ଏକ ଜାଗା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଯାଗାରେ ଦୀର୍ଘ ୭୦ ବର୍ଷ ହେବ କେହି ମରି ନାହାନ୍ତି। ଏହା ଅବିଶ୍ୱାସ ଲଗୁଥିଲେ ବି ସତ।

Long hair village
ଏମିତି ଗାଁ, ଯେଉଁଠି ଶରୀର ଠାରୁ ବି ଲମ୍ବା କେଶ; ଜାଣନ୍ତୁ କାରଣ

କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି ବଢୁ ନ ଥିବା ମଧ୍ୟ ଦେଖାଯାଏ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଗାଁ…

In this village everyone does farming
କୃଷିର ଗାଁ ଲାଭାଗଡା, ଚାଷ କରି ଲୋକେ ଧନୀ

ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର। ଏହା ସମ୍ଭବ କେବଳ ଜଳ ସଂରକ୍ଷଣ ଯୋଗୁଁ।

Two Odisha Boy Clear NEET
ଦୃଢ ଇଚ୍ଛା ଶକ୍ତି ଆଗରେ ମୁଣ୍ତ ନୁଆଁଇଛି ଗରିବୀ

ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭା

Hyderabad Nizam Mehboob Ali Khan wearing new clothes everyday
ଏହି ବ୍ୟକ୍ତି ଗୋଟିଏ ପୋଷାକକୁ ଥରେ ପିନ୍ଧନ୍ତି

ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା

Rickshaw Puller\'s Son Beceme A Doctor In Bhadrak
ରିକ୍ସା ଚାଳକଙ୍କ ପୁଅଙ୍କ ଡାକ୍ତରୀ ସ୍ୱପ୍ନ

ରିକ୍ସା ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇ ପାରିବ ଏକଥା କାହାକୁ ବି ଅଛପା ନାହିଁ । ତେବେ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ସହରସ୍ଥ ପୁରୁଣା ବଜାର କାଜି ମହଲାର ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ମୁର୍ଶିଦ ଖାନ ।

Riskawala
ବାପା ରିକ୍ସା ଚାଳକ, ପୁଅ ହେବେ ଡାକ୍ତର....

ଭଦ୍ରକ ସହରର ପୁରୁଣା ବଜାର, କାଜିମହଲାର ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି

93-Year-Old Harapriya Sells Paan To Earn A Living
୯୩ ବର୍ଷରେ ବି ଥକି ନାହାନ୍ତି: ଅଣ୍ଟା ସିନା ବଙ୍କି ଗଲାଣି, ତଥାପି ପାନ ଦୋକାନ କରି ମେଣ୍ଟାଉଛନ୍ତି ଗୁଜୁରାଣ

ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି।

Adi Shankaracharya spread Sanatan Dharma
କିଏ ଥିଲେ ଆଦି ଶଙ୍କରାଚାର୍ଯ୍ୟ

ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ। ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ ଖୁବ୍ କମ୍ ବୟସରେ ବେଦ ଉପରେ ଜ୍ଞାନ ଆହରଣ କରିଥିଲେ। ସେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ।

Stones hanging in the air on this lake
ଏହି ହ୍ରଦ ଉପରେ ଶୂନ୍ୟରେ ଝୁଲେ ପଥର ଖଣ୍ଡ

ଏ ଦୁନିଆରେ ଏମିତି ହ୍ରଦ ଅଛି ଯେଉଁଠି ଅଜବ ଜିନିଷ ଦେଖିବାକୁ ମିଳେ। ପ୍ରକୃତିର ଏହି ରହସ୍ୟ ଏଠାରେ ନିଆରା ଲାଗେ। ଏହି ହ୍ରଦର ପାଣି ଉପରେ ପଥରଗୁଡିକ ସତେ ଯେପରି ପବନରେ ଝୁଲିଲା ଭଳି ଦେଖାଯାଏ। ତେବେ ଏହା କେଉଁଠି, କାହିଁକି ଓ କେତେବେଳେ ହୁଏ ଆସନ୍ତୁ ଜାଣିବା।

dhenkanal
ପାରା ଖାଇଲେ ଖାଇବେ, ପାରା ଶୋଇଲେ ଶୋଇବେ ! ପକ୍ଷୀ ପ୍ରେମରେ ତିନି ଭାଇ

ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।

Rickshaw Driver Became Millionaire
ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ମାସକୁ ଦେଢ ଲକ୍ଷ ରୋଜଗାର କରୁଛନ୍ତି...

ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ଲକ୍ଷପତି ହେଲେ। ଭାଗ୍ୟ ବଦଳାଇଦେଇଥିଲା ୧୯୮୬ ମସିହା। କୃଷି ବିଭାଗର ପରାମର୍ଶ ନେବା ପରେ ୨୫ ଜଣଙ୍କୁ ଚାକିରି ବି ଦେଲେ

Pigeon Men
ବରା ବିକି ପରିବାର ଚଳାନ୍ତି, ଶହଶହ ପାରା ପାଳନ୍ତି

ଛୋଟ ଗୋଟେ ଚାଳି ଦୋକାନରେ ବରା ଆଳୁଚପ ବିକ୍ରି କଲେ ଜଣେ ଲୋକ କେତେ ଟଙ୍କା ରୋଜଗାର କରିବ? ସେଇଥିରୁ ନିଜ ଘର ଚଳେଇ ମାସକୁ ଶହଶହ ପାରାଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହଜ କଥା ନୁହେଁ। ତଥାପି ସେମିତି କରିଛନ୍ତି ଆଉ ସଫଳ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ତିନିଭାଇ।

Punjab national Bank
ଏହି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା, କିନ୍ତୁ....

ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା। ଜାଣିରଖନ୍ତୁ କେଉଁ କେଉଁ କ୍ଷେତ୍ରରେ କେମିତି ଆବେଦନ କଲେ ଆପଣ ପାଇବେ ଏତିକି ଟଙ୍କାର ସୁବିଧା

Nine cities could be underwater by 2030
୯ ବର୍ଷରେ ସମୁଦ୍ରରେ ମିଶିବ ୯ ସହର; ମୁକ୍ତି ପାଇବ ନାହିଁ ଭାରତର ଏହି ଅଞ୍ଚଳ

ସାରା ବିଶ୍ୱ ଏବେ ଗ୍ଲୋବାଲ୍ ୱାର୍ମି ଭଳି ସଂକଟର ସମ୍ମୁଖିନ ହେଉଛି। ଆଗକୁ ଏହାର ବିପଦ ଭୟଙ୍କର ଅଛି ବୋଲି ବିଭିନ୍ନ ବୈଜ୍ଞାନିକ ଓ ପାଣିପାଗବିତ୍ତମାନେ ମତ ଦିଅନ୍ତି। ଏହି ବିପଦ ଭିତରେ ରହିଛି ଯେ ଆଗାମୀ ୯ ବର୍ଷ ଭିତରେ ବିଶ୍ୱର ଏହି ୯ଟି ସହର ସମୁଦ୍ରରେ ବୁଡିଯିବ।

dharambir-kamboj
ରିକ୍ସା ଚଳାଉଥିବା ଲୋକ ଏବେ ଲକ୍ଷପତି, ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?

ଭାଗ୍ୟ ବଦଳାଇ ଦେଲା ୧୯୮୬ ମସିହା। ରିକ୍ସା ଚଳାଉଥିବା ବେଳେ ଚାଷ ସମ୍ପର୍କରେ ଖବର ପାଇଲେ ଆଉ ଚାଷ କଲେ.....ଆଉ ଏବେ ସେହି ଚାଷରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

People made their own artificial Sun
ଗାଁ ଲୋକେ ମିଶି ତିଆରି କଲେ ନୂଆ ସୂର୍ଯ୍ୟ

ବର୍ଷ ବର୍ଷ ଧରି ଗାଁ ଲୋକେ ରହୁଥିଲେ ଅନ୍ଧାରରେ। ତିନି ଚାରି ମାସେ ପାଉ ନ ଥିଲେ ସୂର୍ଯ୍ୟ କିରଣ। ଅତ୍ୟନ୍ତ ଦୟନୀୟ ଥିଲା ଜୀବନ। ଏହି ଗାଁରେ ୨୦୦ ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହି ନ ଥିଲେ। ଠିକ୍ ଏହି ସମୟରେ ଭଗବାନ ସାଜି ଆସିଲେ ଜଣେ ଇଂଜିନିୟର। ଗ୍ରାମବାସୀଙ୍କ ପାଇଁ ତିଆରି କଲେ ଆଉ ଏକ ନୂଆ ସୂର୍ଯ୍ୟ।