Missing Woman Reunites With Son
କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ ଦେଖି କାନ୍ଦି ପକାଇଥିଲେ ପୁଅ। ଆଉ ମିଳନର ସେ ମୁହୂର୍ତ୍ତ ଆଖିକୁ ଲୁହ ଆଣି ଦେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)