• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special Story
’ମୋ ଗୋପାଳକୁ ଠିକ୍ କରିଦିଅ ଡାକ୍ତର ବାବୁ’ : କାନ୍ଦି କାନ୍ଦି ହସ୍ପିଟାଲରେ ପହଞ୍ଚି ଗୁହାରୀ କଲେ ପୂଜାରୀ

ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ ।

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ଡାକ ଶୁଣିଲେନି ଡାକ୍ତର ବାବୁ; ଅଟୋ ଭିତରେ ପ୍ରସବ କଲେ ମହିଳା

ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ମେଡିକାଲ ଫାଟକ ଆଗରେ ଅନ୍ଧାର ରାତିରେ ଗର୍ଭ ଯ଼ନ୍ତ୍ରଣାରେ ଛଟପଟ ଜନନୀ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି ।

Villagers Build Embankment On Their Own
ଜୁଆର ପାଣିରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ପ୍ରତିବର୍ଷ ପାଚିଲା ଧାନ ନଷ୍ଟର କ୍ଷତି ସହି ଆସୁଥିଲେ ଚାଷୀ। ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ବି କିଛି ବି ହେଲା ନାହିଁ। ଶେଷରେ ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକେ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ...

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ହଜିଗଲା ମାନବିକତା... ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ... ଅଟୋ ଭିତରେ ଡେଲିଭରୀ

ଜଣେ ଗର୍ଭବତୀ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସି ଗେଟ୍ ବାଡ଼େଇ ବାଡ଼େଇ ଡାକ୍ତରଙ୍କୁ ଡାକିଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ ହେଇଗଲା। ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ।

Special Story | Panchakarma | The Ultimate \'Desi Jugad\' To Help Farmers | Odisha
ସମ୍ବଲପୁରିଆ ବାବୁଙ୍କ ଦେଶୀ ଜୁଗାଡ୍: ବୁଦ୍ଧି ଖଟେଇ ତିଆରି କରିଛନ୍ତି ଗୋଟିଏ ମେସିନ, କରୁଛି ୫ଟି କାମ

ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।

Special Story | Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Special Story | Meet National Record Holder Weightlifter From Odisha\'s Berhampur
ଦେଶର ଟେକ ରଖିଲେ ଓଡ଼ିଆ ବଡିବଲ୍ଡର, ଆର୍ମି ଦେଲା ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Second Sun Temple found in Egypt
ଆବିଷ୍କାର ହେଲା ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର : ଜାଣନ୍ତୁ କେଉଁଠି?

ଓଡିଶାରେ ଦ୍ୱିତୀୟ କୋଣାର୍କକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହା ଭିତରେ ଆଉ ଏକ ସୂର୍ଯ୍ୟ ମନ୍ଦିର ଆବିଷ୍କାର ହୋଇଛି। ତେବେ ଏହା ଓଡିଶାରେ ନୁହେଁ କି ଭାରତର ଅନ୍ୟ କୌଣସି ରାଜ୍ୟରେ ନୁହେଁ। ଜାଣନ୍ତୁ କେଉଁଠି?

Special Story,Transgender Minister , Sonam Kinner, Akhilesh Yadav,
ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ୍‌ କିନ୍ନର। କହିଲେ, “ତୁମେ ଆଉ କେବେ ବି ଜିତିବନି”

ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ କିନ୍ନର । କହିଲେ, ମୁଁ ଶପଥ ନେଉଛି ସରକାରରେ ସବୁଦିନ ରହିବ ବିଜେପି, ହେଲେ ଅଖିଳେଶ ଯାଦବ ଆପଣ ଆଉ କେବେ ବି ନିର୍ବାଚନରେ ହେବେ ନାହିଁ ବିଜୟୀ

Special Story | Hyderabad Police Nabs Serial Traffic Offender After 117 Challans
୭ ବର୍ଷରେ ୧୧୭ ଥର ହେଲାଣି ଜରିମାନା, କିନ୍ତୁ ଥରେ ବି ଦେଇନାହାନ୍ତି ଫାଇନ୍…ଏହା କେମିତି ସମ୍ଭବ?

୭ ବର୍ଷରେ ୧୧୭ ଥର କଟିଲାଣି ଜୋରିମାନା। ୩୦ ହଜାର ଟଙ୍କାର ଫାଇନ୍‌କୁ ନଥିଲା ଖାତିର, ବେଶ୍‌ ଆରାମରେ ରାସ୍ତାରେ ବୁଲୁଥିଲେ ଫରୀଦ...କିନ୍ତୁ ଏବେ ରାସ୍ତାରୁ ଉଠାଇନେଲା ପୋଲିସ୍‌ ଆଉ କହିଲା...

Special Story|Arpita Lakra In Malkangiri Rescues Her Husband From The Clutches Of Maoists-OTV Report
ନକ୍ସଲଙ୍କ ସହ ଲଢେଇ କରି ୭ ଦିନରେ ସ୍ୱାମୀଙ୍କୁ ଫେରାଇ ଆଣିଲେ ଅର୍ପିତା

ଏ ଯୁଗର ସାବିତ୍ରୀ। ଠିକାଦାର ଭାବି ଇଂଜିନିୟର ସ୍ୱାମୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଘଞ୍ଚ ଜଙ୍ଗଲରେ ଭୟରେ କଟିଲା ୭ ଦିନ। କିନ୍ତୁ ହାର ମାନିନଥିଲେ ପତ୍ନୀ। ଘଞ୍ଚ ଜଙ୍ଗଲରେ ତିନି ବର୍ଷର ପୁଅକୁ କାଖେଇ ସ୍ୱାମୀଙ୍କୁ ଖୋଜିଥିଲେ ଏବଂ ନକ୍ସଲଙ୍କ କବଳରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀକୁ…

Kangana Ranaut
ମହାତ୍ମାଗାନ୍ଧିଙ୍କୁ ଟାର୍ଗେଟ୍‌ କରି ବିବାଦରେ କଙ୍ଗନା

ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ପୁଣି ଚର୍ଚ୍ଚାରେ କଙ୍ଗନା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ, ଗାନ୍ଧୀ ଥିଲେ ଭୋକିଲା ଓ ଚତୁର

Special Story
୫ ହଜାର ପିଲା ଜନ୍ମ କରାଇଥିଲେ... ନିଜ ଡେଲିଭରି ବେଳକୁ ଆଖି ବୁଜିଲେ...

ନର୍ସ ଜ୍ୟୋତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜ ଚାକିରି ସମୟରେ ୫ ହଜାର ପିଲା ଜନ୍ମ କରାଇଛନ୍ତି। କିନ୍ତୁ ନିଜ ଡେଲିଭରି ସମୟରେ ଆଖି ବୁଜିଲେ ଜ୍ୟୋତି। ଡାକ୍ତର କହିଲେ...

Boudh Girl Wins Miss Teen India Iron Girl 2021 Title
ମଡ଼େଲିଂରେ ମନ ଜିଣିଲେ ତନିଶା

ଏବେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁନା ଝିଅ ତନିସା ଅଗ୍ରୱାଲ। ମଡ଼େଲିଂରେ ସର୍ବଭାରତୀୟ ସ୍ତରରେ ଏବେ ତନିଆଙ୍କୁ ମିଳିଛି ବଡ଼ ସଫଳତା।

Gachwaha community live like widow for long life of husband
ଭାରତରେ ରହିଛି ଏମିତି ପରମ୍ପରା; ସ୍ୱାମୀ ଥିଲେ ବି ବିଧବା ହୁଅନ୍ତି ମହିଳା

ସ୍ୱାମୀର ଦୀର୍ଘ ଜୀବନ ପାଇଁ ମହିଳାମାନେ ସିନ୍ଥିରେ ଲମ୍ବା ସିନ୍ଦୁର ପିନ୍ଧନ୍ତି, ହାତରେ ଚୁଡି ଲଗାନ୍ତି ଏବଂ ନିଜକୁ ଷୋହଳ ଶୃଙ୍ଗାରରେ ସଜ୍ଜିତ କରନ୍ତି। କିନ୍ତୁ ଭାରତରେ ଏମିତି ଏକ ସମ୍ପ୍ରଦାୟ ଅଛି ଯେଉଁ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ନେଇ ବିଧବାଙ୍କ ଭଳି ରୁହନ୍ତି।

engineer making tandoori chai
ଇଂଜିନିୟର ବାବୁଙ୍କ ତନ୍ଦୁରୀ ଚା’

ପଢାରେ ସେ ଜଣେ ଇଂଜିନିୟର, ବାଙ୍ଗାଲୋରରେ ଚାକିରୀ ମଧ୍ୟ କରିଥିଲେ । ହେଲେ କରୋନା କାଳରେ ଚାକିରୀ ଛାଡି ଓଡିଶା ଫେରିଆସିଥିଲେ l ଆଉ ଏହାପରେ ଆରମ୍ଭ କରିଥିଲେ ଏକ ତନ୍ଦୁରୀ ଚା ଦୋକାନ । ନିଜେ ସ୍ୱାବାଲମ୍ବୀ ହେବା ସହିତ ସ୍ଥାନୀୟ ଯୁବକକୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।

Special Story
ଧିକ୍‌ ଏ ସରକାରର ନିୟମ, ଆଧାରରେ ଟିପ ନେଲା ନାହିଁ ବୋଲି ୭୫ ବର୍ଷିୟା ବୃଦ୍ଧାଙ୍କ ବନ୍ଦ କରିଦେଲେ ରାସନ

ଆଧାର କାର୍ଡ଼ରେ ଟିପ ଚିହ୍ନ ଉଠୁନାହିଁ ବୋଲି ୭୫ ବର୍ଷିୟାଙ୍କ ବନ୍ଦ ହୋଇଗଲା ରାସନ ସାମଗ୍ରୀ। ବାରମ୍ବାର ଗୁହାରି କଲେ ବି ଶୁଣିଲେ ନାହିଁ ଡିଲର। ଉପାୟ ଶୂନ୍ୟ ହୋଇ ବଡ଼ବାବୁଙ୍କୁ ଅଭିଯୋଗ କରିବା ପାଇଁ ୧୪ କିମି ରାସ୍ତାରେ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟା ବୃଦ୍ଧା ଶନି ଜେନା।

13-Year-Old Hyderbad Girl Scales Africa's Highest Peak
କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼େଇଲେ ମୁରିକୀ

ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇଲେ ମୁରିକୀ ପୁଲକିତା.. ମାତ୍ର ୧୩ ବର୍ଷ ବୟସରେ ମୁରିକୀ କିଲିମଞ୍ଜାରୋ ଚଢ଼ି ଏବେ ଚର୍ଚ୍ଚା ସାଉଁଟୁଛନ୍ତି..

tejeswar
ଶବଦାହ ପାଇଁ ମାଗଣାରେ କାଠ ଯୋଗାଉଛନ୍ତି ମଶାଣି ମଣିଷ ତେଜେଶ୍ୱର

ମଶାଣିରେ ଶବ ପଡ଼ିଥିବ। କିନ୍ତୁ କେଇଖଣ୍ଡ କାଠ ନଥିବାରୁ ତାହା ପୋଡ଼ା ହୋଇପାରୁ ନଥିବ। ଏହା ସହିପାରନ୍ତି ନାହିଁ ତେଜେଶ୍ୱର। ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।

baba dhabaleswar
ଧଳା ହୋଇଗଲା କଳା ବଳଦ ! ବାବା ଧବଳେଶ୍ୱରଙ୍କ ମହିମା ଅପାର, କଳାକୁ ଧଳା କରିଦେଇଥିଲେ...

ଆଜି ହେଉଛି ପବିତ୍ର ବଡଓଷା । ବାବା ଧବଳେଶ୍ୱରଙ୍କୁ ଗଜଭୋଗ ଅର୍ପଣ କରାଯାଏ । ଏଇ ପୀଠର ରହିଛି ବହୁତ ମାହାତ୍ମ୍ୟ । ଲୋକକଥା ଅନୁସାରେ ବାବା ଏଇଠି କଳା ବଳଦକୁ ଧଳା କରିଦେଇଥିଲେ ।

Koraput
ମଶାଣି ମଣିଷ : ଶବଦାହ ପାଇଁ ମାଗଣାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ ଯୋଗାଉଛନ୍ତି ତେଜେଶ୍ୱର ପାତ୍ର

୨୦୧୭ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି ତେଜେଶ୍ୱର । ଶବ ସତ୍କାର କରିବା ପାଇଁ ମାଗଣାରେ ଯୋଗାଇ ଆସୁଛନ୍ତି କାଠ । ଯିଏ ଯେଉଁ ସମୟରେ ଶବ ଦାହ ପା‌ଇଁ ଆସୁଛନ୍ତି, ସେ ସାହାଯ୍ୟ କରୁଛନ୍ତି । ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।

9th Century Anant Sayan Vishnu Idol
ନଦୀ ବାଲିରେ ବିଶାଳକାୟ ବିଷ୍ଣୁମୂର୍ତ୍ତି, କେହି ଗଢ଼ିନାହାନ୍ତି, ସରକାର ଚାହୁଁ ନାହାନ୍ତି

ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? ଏବେ ଡର ଏ ଐତିହ ପୁଣି ଥରେ ନଦୀ ବାଲିରେ ଲିନ୍ନ ହୋଇ ଯିବନି ତ?

Aryan Khan's Security
ଆର୍ୟନଙ୍କ ସୁରକ୍ଷା ପାଇଁ ବଡ଼ିଗାର୍ଡ଼ ପଦବୀରେ ପ୍ରକାଶ ପାଇଲା ନିଯୁକ୍ତି। ଯଦି ଆପଣ...

ଆର୍ୟନ ଖାନ୍‌ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....

Special Story | Meet Cuttack Farmer Who Earns Rs 40K Per Month From Farming
ଚାକିରି ପଛରେ ଗୋଡ଼େଇଲେ ନାହିଁ, ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାର

ଚାକିରି ପଛରେ ଗୋଡ଼େଇଲେ ନାହିଁ। ନିଜ ଘର ପାଖରେ କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା। ନିଜେ ଆତ୍ମନିର୍ଭର ହେବା ସହ ପାଖଆଖ ଯୁବକଙ୍କୁ ଦେଉଛନ୍ତି ଚାକିରି...ଦେଖନ୍ତୁ କେମିତି ଏକା ସାଙ୍ଗରେ ଚାଲିଛି ତିନୋଟି ଚାଷ