ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି । ଏହା ଛଡ଼ା ବିକଳ୍ପ କିଛି ନଥିବାରୁ ଶାଗ ମାଛ ଦରରେ ବାହାର ବେପାରିଙ୍କୁ ବିକ୍ରୀ କରଇବାକୁ ବାଧ୍ୟ ହେଉଛନ୍ତି । ତେବେ ଅଭାବି ବିକ୍ରୀ ଯୋଗୁ ଜିଲ୍ଲାରେ କ୍ଷତିଗ୍ରସ୍ଥ ହେଉଥିବା କାଜୁ ଚାଷୀ ଜିଲ୍ଲାରେ ଏକ କାଜୁ ପ୍ରୋସେସିଂ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ।
Published: Sarbeswar
Last updated: 21 July 2021, 01:40 PM IST
ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି ।