• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Imd

Weather Forecast
ଘାରିଲାଣି ଖରାଦିନିଆ ବାତ୍ୟା ଆଶଙ୍କା; ୯ରେ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼

ମେ’ ୩, ୨୦୧୯ । ୪ ବର୍ଷ ତଳେ ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାରଖାର କରିଦେଇଥିଲା ଅତି ପ୍ରବଳ ସାମୁଦ୍ରିକ ଝଡ଼ ଫନି । ଅନେକଙ୍କ ମନରୁ ଏହାର କ୍ଷତ ଏବେବି ଶୁଖିନଥିବା ବେଳେ, ପୁଣି ଘାରିଛି ଆଉ ଏକ ଖରାଦିନିଆ ବାତ୍ୟା ଆଶଙ୍କା । ହେଲେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ କହିଛି ଭାରତୀୟ ପାଣିପାଗ ବିଭାଗ ।

Bhubaneswar witnesses hailstone showers;
ପଶ୍ଚିମା ଝଡ଼ ପ୍ରଭାବ; ରାଜଧାନୀରେ କୁଆପଥର ସହ ବର୍ଷା

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।

weather
ଆସନ୍ତାକାଲିଠୁ ରାଜ୍ୟରେ ଘଡଘଡି ସହ ବର୍ଷା !

ଆଜି ସକାଳେ ଉପକୂଳବର୍ତ୍ତି ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି ।

day temperature increased in February
ଫେବ୍ରୁଆରୀରୁ କଲବଲ କରିବ ଖରା, ବଢିବ ଦିନ ତାପମାତ୍ରା

ବଢିବ ଦିନ ତାପମାତ୍ରା। ଫେବୃଆରୀରୁ କଲବଲ କରିବ ଖରା। ଓଡ଼ିଶାରେ ଫେବୃଆରୀ ମାସରେ ତାପମାତ୍ରା ସ୍ବାଭାବିକଠୁ 3 ରୁ 4 ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯାହା ମାସର ପ୍ରଥମ ସପ୍ତାହ ରୁ ହିଁ ଅନୁଭୂତ ହେଲାଣି। ଗତକାଲି ରାଜ୍ୟର ଅଧିକାଂଶ ଅଂଚଳରେ ଦିନ ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା

Weather update
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ! ୧୯ ସୁଦ୍ଧା ଅବପାତରେ ପରିଣତ ହୋଇପାରେ . .

ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।

West-Central Bay Of Bengal
୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ବାତ୍ୟା ! ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।

meeting
ଡରାଇଲାଣି ବାତ୍ୟା ! ଜରୁରୀ ବୈଠକ ଡାକିଲେ ସରକାର

ବାତ୍ୟା ପାଇଁ ଆଜି ୪ଟାରେ ବୈଠକ ବସିବ ।

Low Pressure
ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ

ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ

Low Pressure
୨୦ରେ ଲଘୁଚାପ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି ।

rain
ଜମିବ ରାବଣପୋଡ଼ି : ଆଜି ଠାରୁ ବର୍ଷା କମିବା ସମ୍ଭାବନା

ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ପୂଜା ମଉଜ ଫିକା ପଡ଼ିଯାଇଛି

Special story
ତାତିରୁ ମିଳିବ ତ୍ରାହି ! ଆସନ୍ତା ୭ତାରିଖ ବେଳକୁ ରାଜ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା,ଲଘୁଚାପ ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା

Deep Depression to weaken says meteorological department
ଘଣ୍ଟାପ୍ରତି ୧୮ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ, ଝାରସୁଗୁଡ଼ାଠୁ ୨୨୦ କି.ମି. ଦୂରରେ...

ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି। 

rain
ଚାଷୀଙ୍କ ପାଇଁ ଖୁସି ଖବର : ଚଳିତ ବର୍ଷ ଅଧିକ ବର୍ଷା

ଆଇଏମଡି ବୁଲେଟିନରେ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଆଚ୍ଛାଦନ କରିଛି

IMD predicts rise in temp, humidity in several Odisha districts
ସିଝିବ ସାରା ଓଡ଼ିଶା; ଆଗାମୀ ୩ ଦିନ ତାତିରୁ ନାହିଁ ନିସ୍ତାର

ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଆହୁରି ବଢ଼ିବ ତାତି...

IMD Predicts Early Monsoon Arrival
ପାଣିପାଗ ବିଭାଗର ପୂର୍ବାନୁମାନ- ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।

Jenamani Cyclone Update
Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

imd dg
ବାତ୍ୟା କଥା କହିନୁ, ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ- IMD DG

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍‌ ନୁହେଁ ।

cyclone
ଲଘୁଚାପ ନିଶ୍ଚିତ, ବାତ୍ୟା ଚିତ୍ର ଅସ୍ପଷ୍ଟ : IMD ବୈଜ୍ଞାନିକଙ୍କ ସୂଚନା

ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେ କହିହେବନି . . .

IMD Issues Heavy Rainfall Alert For Several Odisha Districts
ଆହୁରି ୨ ଦିନ ବର୍ଷିବ

ସରିନି ଅଦିନିଆ ବର୍ଷା । ଆହୁରି ୨ ଦିନ ବର୍ଷିବ । ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୁର୍ଣ୍ଣ ବାୟୁ ପ୍ରଭାବରେ, କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇ ଦିନ ଯାଏଁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା ଦେଇଛି ।

IMD Issues Yellow Warning For Dense Fog In Odisha Districts
୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୀତ କମିଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି କୁହୁଡ଼ି ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୮ଟା ୩୦ ଯାଏ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Breaking  || CycloneJawad Likely To Weaken By The Time It Reaches Puri Coast
ପୁରୀ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ଜୱାଦ

ବାତ୍ୟା ଜଓ୍ୱାଦକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ଦୁର୍ବଳ ହୋଇପାରେ ଜଓ୍ୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହେବ ନେଇ ସୂଚନା ଦେଇଛନ୍ତି IMD ।

Cyclone Jawad Update- Bhubaneswar IMD Director HR Biswas Briefs About Development
ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦୦ କିମି ବେଗରେ ବହିବ ପବନ : ମତ୍ସଜୀବୀଙ୍କୁ ସମୁଦ୍ର ମନା

Cyclone Jawad | Exact Path Or Place Of Landfall Is Yet To Be Ascertained, Says IMD DG
ଓଡ଼ିଶା ଆଡ଼କୁ ମାଡ଼ିଆସୁଛି !

ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..

Cyclone To Brew In Bay Of Bengal In December, Says IMD Chief
ସାବଧାନ, ୪ ରେ ବାତ୍ୟା !

ପ୍ରବଳରୁ ଅତି ପ୍ରବଳ ବର୍ଷିବ.. ଆଣ୍ଡାମାନ ସାଗରରେ ଲଘୁଚାପ ଅଧିକ ଘନୀଭୂତ ହେଉଛି.. ଫଳରେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା... ଶୁଣନ୍ତୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଣ ସୂଚନା ଦେଉଛନ୍ତି

IMD Predicts Cold Wave To Hit Odisha After 2 Days
ଦୁଇ ଦିନ ପରେ ଥରିବ ଓଡିଶା

ଆଗକୁ ବଢିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରୀ ତାପମାତ୍ରା ଖସିପାରେ।