• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Imd

Cyclone Jawad | Exact Path Or Place Of Landfall Is Yet To Be Ascertained, Says IMD DG
ଓଡ଼ିଶା ଆଡ଼କୁ ମାଡ଼ିଆସୁଛି !

ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..

Cyclone To Brew In Bay Of Bengal In December, Says IMD Chief
ସାବଧାନ, ୪ ରେ ବାତ୍ୟା !

ପ୍ରବଳରୁ ଅତି ପ୍ରବଳ ବର୍ଷିବ.. ଆଣ୍ଡାମାନ ସାଗରରେ ଲଘୁଚାପ ଅଧିକ ଘନୀଭୂତ ହେଉଛି.. ଫଳରେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା... ଶୁଣନ୍ତୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଣ ସୂଚନା ଦେଉଛନ୍ତି

IMD Predicts Cold Wave To Hit Odisha After 2 Days
ଦୁଇ ଦିନ ପରେ ଥରିବ ଓଡିଶା

ଆଗକୁ ବଢିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରୀ ତାପମାତ୍ରା ଖସିପାରେ।

Low Pressure Forms Over South Andaman Sea; IMD Predicts Heavy Rain For Several States
ବର୍ଷାରେ ଭିଜିବ ସାରା ଓଡିଶା

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। କାଲିଠୁ ୩ ଦିନ ଯାଏଁ ଅର୍ଥାତ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

Monsoon 2021  southwest monsoon completely withdraws from india after nearly five months
ଦେଶରୁ ବିଳମ୍ୱରେ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ !

ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

Heavy Rainfall Warning For 5 Odisha Districts; Check Latest IMD Update On Low Pressure
ପୁଣି ଲଘୁଚାପ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି.. ଆହୁରି ବର୍ଷିବ

sss
ବାତ୍ୟା ‘ଗୁଲାବ’: ପବନ, ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା

ପବନ ଓ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Heavy Rainfall Alert
ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’: ପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’। ସାମୁଦ୍ରିକ ଝଡ଼ ‘ଗୁଲାବ’କୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

imd dg
’ଆସୁଛି ଗୁଲାବ,କାଲି ସଂଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା’ : ଆଇଏମଡି ଡିଜି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଗଭୀର ଅବପାତଦକ୍ଷିଣ ଓଡ଼ିଶାର ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି ।

Depression In BoB To Turn Deep & Cross South Odisha-North Andhra Coasts On Sept 26: IMD
ଆସୁଛି ଆଉ ଏକ ବାତ୍ୟା

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରେସମିଟ୍। ଶୁଣନ୍ତୁ ସେ କଣ କହୁଛନ୍ତି।

rain Alert For Odisha
୬ ଏବଂ ୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷିବ

ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ

IMD-Malaria-Outbreak
“ଅଗଷ୍ଟରେ ଆଉ ହେବନି ବର୍ଷା”

ଚଳିତ ମାସରେ ଆଉ ବଡ ବର୍ଷା ନାହିଁ। ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ। ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି। କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି

FARMER
ଏବର୍ଷ ସ୍ୱାଭାବିକ ରହିବ ବର୍ଷା : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)।  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍‌ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ […]