ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ । ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସାଇବର୍ ଫ୍ରଡ୍କୁ ନେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ରାଜଧାନୀରେ ସିମବକ୍ସ ହଇଚଇ। ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
NPCI କହିଛି ଯେ ସି-ଏଜ୍ ଦ୍ୱାରା ସେବା ପାଉଥିବା ବ୍ୟାଙ୍କଗୁଡିକର ଗ୍ରାହକମାନେ ଏହି ସମୟରେ ପେମେଣ୍ଟ ସିଷ୍ଟମ ବ୍ୟବହାର କରିପାରିବେ ନାହିଁ ।
ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ?
୨୦୨୪ ଜାନୁଆରୀରୁ ଜୁନ୍, ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି । ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି ।
କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନେକ ଠକେଇ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବହୁତ ବୃଦ୍ଧି ପାଇଛି। ଏହାପରେ ମଧ୍ୟ ଅନେକ ଲୋକ କ୍ରମାଗତ ଭାବରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେବେ କ୍ରେଡିଟ୍ କାର୍ଡ ଠକେଇକୁ କିପରି ଏଡାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।
ସମୟ ବଦଳିଛି ଆଉ ଲୋକଙ୍କ ଭିତରେ ଦେଖାଦେଇଛି ଅଦ୍ଭୁତ ମାନସିକତା। କାହା ଉପରେ ଭରସା କରିବାକୁ ଭୟ କରୁଥିଲେ ମଧ୍ୟ ବେଳେବେଳେ...
ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଲୁଟ୍ । ଆଖିପିଛୁଳାକେ ଲୁଟି ନେଉଛନ୍ତି ସାଇବର ଲୁଟେରା ।
ବଢିଚାଲିଛି ସାଇବର୍ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍ ଚଳାଇଛନ୍ତି।
ବଢ଼ୁଛି ସାଇବର ଅପରାଧ । ସତର୍କତା ଅଭାବରୁ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଖାଲି । ପାଦେ ପାଦେ ରହିବାକୁ ପଡ଼ିବ ସତର୍କ । ଜଣନ୍ତୁ...
ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ସାଇବର ଅପରାଧୀଙ୍କ ନୂଆ ପ୍ଲଟ ପାଲଟିଛି ଟେଲିଗ୍ରାମ ସହ ହ୍ବାଟ୍ସଆପ କଲ । ଏଭଳି ଅଭିଯୋଗ ନେଇ ପ୍ରତ୍ୟେକ ଦିନ ସାଇବର ଥାନାରେ ଲାଗୁଛି ଗହଳି । ବିଗତ ୩ ମାସ ମଧ୍ୟରେ ପାଖାପାଖି ୧୮ କୋଟି ଟଙ୍କା ସାଇବର ଅପରାଧୀ ଲୁଟି ନେଇଥିବା ଜଣାପଡିଛି ।
ସୋସିଆଲ ମିଡିଆରେ ଧୋନିଙ୍କ ନାଁରେ ଚାନ୍ଦା ଆଦାୟ କରୁଛନ୍ତି ସାଇବର ଠକ। ନିଜକୁ ଧୋନି କହି ଫ୍ୟାନ୍ସଙ୍କଠୁ ଲୁଟୁଥିଲେ ଟଙ୍କା। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ପୋଲିସର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଟଙ୍କା ଉଠାଇଥିଲେ। ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।
ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।
ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।
ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।
ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।
ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ନୂଆ ନୂଆ ବାହା ହୋଇଥିଲେ ବିନ୍ଦୁ.. ରାକେଶ ଟଙ୍କା ନେବା ପରେ ବି ଧମକ ଦେଉଥିଲା.. ହଠାତ୍ ସ୍ୱାମୀଙ୍କ ଫୋନକୁ ଆସିଲା ବିନ୍ଦୁଙ୍କ ଅଶ୍ଳିଳ ଫଟୋ..
ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।