ପତ୍ନୀଙ୍କ ଅନୁପସ୍ଥିତିରେ ଆଡଲ୍ଟ ସାଇଟ୍ ଦେଖିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ସାଇବର ଲୁଟେରା ପଠାଇଲେ ଖରାପ ଫଟୋ । ଦେଖନ୍ତୁ ତାପରେ କ'ଣ ହେଲା ।
ପିଓଏସ୍ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।
ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ ।
ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।
ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍ର ଦ୍ୱାରସ୍ଥ ହୋଇଥିଲେ ।
ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।
ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।
ସାଇବର କ୍ରାଇମ୍କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।
ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।
କତା ଧରି ବଡ ଭାଇ ଘରେ ପହଂଚିଲା ସାନ ଭାଇ । କହିଲା, ଗାତୁଆ ମୂଷା...ଘରେ ପଶିଛୁ କଣ ବେ? ତେବେ ଭାଇ-ଭାଇ ମଧ୍ୟରେ କାହିଁକି ହେଲା ଗଣ୍ଡଗୋଳ ?
ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ? ଜାଣନ୍ତୁ କେମିତି ସଚେତନ ହେବେ
ଦୁଇ ଦିନ ଭିତରେ ମୋର ଟଙ୍କା ଦରକାର । ନହେଲେ କାଙ୍ଗାଳ ନୁହେଁ ତମେ ଲଙ୍ଗଳା ହୋଇ ବୁଲିବ ।
ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।
STF କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ATS କରିବ ଜେରା ।
ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?
‘ଝିଅ ପିଲାଟା ବୋଲି ଫାଇଦା ନେବାକୁ ଭାବିଛନ୍ତି.. ମୁଁ ଏମାନଙ୍କ ଧାରଣା ବଦଳେଇ ଦେବି..’
ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।
୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ ।