• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Crime

Cyber Crime
ସାଇବର ଅପରାଧୀଙ୍କ ପଞ୍ଝାକୁ ଚାଲିଯାଉଛି କି ଓଡ଼ିଶା? ଗତ ୩ ବର୍ଷରେ ୫ ହଜାରରୁ ଅଧିକ ଅପରାଧ

ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍

cyber crime
ଫୋନ୍‌କୁ ବାରମ୍ବାର ଆସିଲା ମିସ୍‌ କଲ୍ ! ଦେଖୁ ଦେଖୁ ବ୍ୟାଙ୍କ୍‌ ଖାତାରୁ ଉଡ଼ିଗଲା ୫୦ ଲକ୍ଷ

ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..

Cyber Crime
ପ୍ରେମ କରି ଫସେଇଦେଲା ଶୀତଲ

ପ୍ରଥମେ ପ୍ରତିଶ୍ରୁତି.. ପରେ ପ୍ରଲୋଭନ.. ଆଉ ତା’ପରେ ପ୍ରତାରଣା.. ଅନଲାଇନ ପ୍ରେମର ଏମିତି ହେଲା ଦି ଏଣ୍ଡ୍..

Phonepe OTP
ସାବଧାନ ! ଏଥର ଫୋନ୍‌ ପେ’ରୁ ପେମେଣ୍ଟ ବେଳେ ଚୋରି ହେଉଛି ଟଙ୍କା, ଜାଣନ୍ତୁ...

ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।

 Cyber Crime
୭୯ ବର୍ଷୀୟ ବୃଦ୍ଧଙ୍କ ଡେଟିଂ ନିଶା ! ମହିଳାଙ୍କ ସହ ମିଳାମିଶା ମୋହରେ ହରାଇଲେ ୧୭ ଲକ୍ଷ

ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।

Cyber Fraud In Bhubaneswar
ପାର୍ବଣରେ ମାତିଲେ ସାଇବର ଲୁଟେରା, ପୋଛି ନେଲେ ୫୦ ଲକ୍ଷ ଟଙ୍କା

ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍‌ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି। 

cyber crime
‘ଅନଲାଇନ୍ କଲ୍ କରୁଛନ୍ତି, ରିସିଭ୍ କରିବା ମାତ୍ରେ ପୋଷାକ ଖୋଲି କରୁଛନ୍ତି ବ୍ଲାକମେଲିଂ’

ସାବଧାନ ! ଅନଲାଇନ୍‌ରେ କଲ୍‌ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍‌ ରିସିଭ୍‌ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।

Cyber Crime
ଅନ୍ଧ ଭଳି ବିଶ୍ୱାସ କଲେ, ଖାଲି ହୋଇଗଲା ଆକାଉଣ୍ଟ...

ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍‌ରେ ....ହୋଟେଲ୍‌ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍‌ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି

DCP Pratik Singh
ସାଇବର ଠକଙ୍କଠାରୁ କେମିତି ବର୍ତ୍ତିବେ ସାଧାରଣ ଲୋକ ? ଟ୍ରିକ୍‌ କହିଲେ ଭୁବନେଶ୍ୱର DCP

କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।

Serial killer siba Prasad dhrube
ଜେଲ୍‌ର ଚାରିକାନ୍ଥ ଭିତରେ ସାଇକୋ କିଲର୍‌; ଡନ୍ ହେବାକୁ ମାରୁଥିଲା ମଣିଷ

ଗ୍ୟାଙ୍ଗଷ୍ଟର୍‌ ହେବାକୁ ସ୍ୱପ୍ନ ଦେଖୁଥିଲା ସିରିଏଲ କିଲର। ଅଭିଯୁକ୍ତକୁ ଅଧିକ ପ୍ରଭାବିତ କରିଥିଲା KGF 2 ଫିଲ୍ମ। ରକି ଭାଇ ଷ୍ଟାଇଲ୍‌ରେ ଅନୁପ୍ରାଣିତ ହୋଇଥିଲା ଅଭିଯୁକ୍ତ। ଗୋଟିଏ ମାସରେ ୪ ସିକ୍ୟୁରିଟି ଗାର୍ଡକୁ କରିଥିଲା ହତ୍ୟା।

Cyber fraudster dupes woman
ଇମୋସନାଲ ବ୍ଲାକମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।

Cyber Crime
ରାଙ୍କିଙ୍ଗ୍‌ ବଢାଇବାକୁ ଫୋନ୍‌ କଲେ...ଆକାଉଣ୍ଟରୁ ଟଙ୍କା ଲୁଟିଲେ

ମେଡିକାଲ କି ଦୋକାନର ରାଙ୍କିଙ୍ଗ୍‌ ବଢାଇବାକୁ ଚାହୁଁଛନ୍ତି କି? ଆସିବ ଫୋନ୍‌ କଲ୍‌, ଆଉ କହିବେ ଏଇ ନମ୍ବରରେ କଲ୍‌ କରନ୍ତୁ। ବାସ୍‌ କଲ୍‌ କରୁ କରୁ ଆକାଉଣ୍ଟ ହୋଇଯିବ ଖାଲି

Cyber Crime
ଫ୍ରି ଟ୍ରିଟ୍‌ମେଂଟ୍‌ ନାଁରେ ରୋଗୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଲୁଟେରା

ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ଫିସ୍‌ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....

Man Checkmates Fraudster
ସାଇବର ଲୁଟେରାଙ୍କୁ ପାନେ ଦେଲେ, ଫେରି ପାଇଲେ ଟଙ୍କା

ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା।

Cyber Crime
ସାଇବର ଲୁଟେରାଙ୍କୁ ଚୂନ ଲଗାଇଲେ ଏଇ ଭାଇନା...ଫେରାଇ ଆଣିଲେ ୨୨ ହଜାର ଟଙ୍କା

ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା

Cyber Crime
୭୨ ହଜାର ନେଇ ଥଟ୍ଟା କରୁଛୁ, ପାଖରେ ଥିଲେ ଚପଲରେ ପିଟନ୍ତି...

ସବିସିଡି ଆଶାରେ ଆକାଉଣ୍ଟରୁ ନେଇ ଗଲେ ୭୨ ହଜାର ଟଙ୍କା। ଆଉ ଫୋନ୍‌ କରି କହୁଛନ୍ତି ଆଉ ୩୦୦ ଟଙ୍କା ବାକି ଅଛି, ସେଇଟାକୁ ବି ନେବୁ। ବାସ୍‌ ଏତିକି ଶୁଣିବା ପରେ ଆକାଉଣ୍ଟ ହୋଲଡୋର୍‌ କହିଲେ...

Cyber Crime
ସାଲାରୀ ଆକାଉଣ୍ଟର ଡେବିଟ୍‌ କାର୍ଡ ଆଣିବାକୁ କହିଲେ, ଆକାଉଣ୍ଟରୁ ଟଙ୍କା ଲୁଟିଲେ...

ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ

Cyber Crime
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶା ମହିଳା, ଭିଡିଓ-ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ

ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ । ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ ।

Cyber Crime
ଅଫର୍ ମିଳିଲା ପାଞ୍ଚ ଲକ୍ଷ, ଲୋଭ ପାଇଁ ସର୍ବସ୍ୱାନ୍ତ !

ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...

Cyber Crime
ସାଇବର କ୍ରାଇମ ମାମଲାରେ ଯଦି ପୋଲିସ ମାମଲା ନରଖେ ତେବେ ହେବ କଣ?

ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?

CYBER CRIME
ମୋ ଟଙ୍କା ଗଲା, କଣ କରିବି ଏବେ ?

ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।

Cyber criminals extort money by threatening to make morphed nude pictures viral - Cyber Crime
ନାଇଁ ନାଇଁ ମ...ଫଟୋଟା ବଢିଆ ହୋଇଛି...ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିବା କି?

ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍‌ ୟୁଟ୍ୟୁବରେ ଅପଲୋଡ୍‌ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍‌ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?

Cyber Crime
ଘାତକ ସାଜୁଛି ଅନଲାଇନ୍ ଲୋନ୍ ଆପ୍: ଋଣ ଦେବା ଆଳରେ ଆଶାୟୀଙ୍କୁ ବ୍ଲାକ୍‌ମେଲିଂ

ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍‌ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।

Harassment by digital lending apps driving defaulters to suicide, but no action from RBI
ସାବଧାନ ! ଡିଜିଟାଲ ଲୋନ୍ ଆପ୍‌ ହୋଇପାରେ ଆତ୍ମହତ୍ୟାର କାରଣ

କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍‌ରେ କେଉଁ ସୁଇଚ୍‌ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।

Cyber Crime
MSME ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟରୁ ଗାଏବ ହେଲା ଟଙ୍କା...

ସରକାରୀ ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍‌ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?