• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Crime

Cyber Crime | Beware of payment app frauds
ଟଙ୍କା ଦେବେ ବୋଲି କହିଲେ, କିନ୍ତୁ ଆକାଉଣ୍ଟରୁ ଟଙ୍କା ନେଇଗଲେ...

ଆପଣଙ୍କ ଫୋନ ପେ’ରେ ଅଫର ଅଛି। ଏମିକି କଲେ ମିଳିବ ଏତିକି ଟଙ୍କା। ବାସ୍‌ ମେସେଜ୍‌ ଶୁଣୁଶୁଣୁ ସ୍ୱିଚ୍‌ ଚିପିଦେଲେ। ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା

Cyber Crime
ଶୋଇଥିବା ବେଳେ ଆସିଲା ଫୋନ୍‌ କଲ...ରିସିଭ୍‌ କରୁ କରୁ କଟିଗଲା ଏତିକି ଟଙ୍କା...

ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍‌ ପେ’ ହେଡ୍‌ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍‌ ପାଇବେ। ବାସ୍‌ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ

Cyber Crime
କଷ୍ଟମର୍ କେୟାର୍ ଦେଲା ଖୁସି ଖବର, ଲିଙ୍କ୍ ଖୋଲୁ ଖୋଲୁ ଉଡ଼ିଗଲା ୩୮ ହଜାର...

ସାଇବର କ୍ରାଇମ୍ ମାମଲା ବଢି ବଢି ଚାଲିଛି। ନିତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏଇ ଯେମିତି Payରୁ ଆସିଲା ଖବର... ଉଡ଼ିଗଲା ୩୮ ହଜାର...

Cyber Crime
ଓଟିପି ଆସିଲାନି, କି ମେସେଜ୍‌ ନାହିଁ...ଖାଲି ହୋଇଗଲା ଆକାଉଣ୍ଟ୍‌....

ମେସେଜ୍‌ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?

Cyber Crime
ଅଜଣା ନମ୍ବରରୁ କଲ୍ ଆସିଲେ ସାବଧାନ!

ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....

Cyber Crime
ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କଲେ ଆକାଉଣ୍ଟ ହୋଇଯିବ ଖାଲି...

ଆପଣ ଏହି ଆପ୍ଲିକେସନ୍‌ ଡାଉନଲୋଡ୍‌ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...

Cyber Crime | Fraudster dupes youth of over Rs 50,000
ମୋବାଇଲକୁ ବାରମ୍ବାର ଆସୁଥିଲା ଫୋନ୍‌ କଲ। କାର୍ଡ ଅନ ବ୍ଲକ୍‌ ପାଇଁ କରୁଥିଲେ ଦାବି...

ଆକାଉଣ୍ଟରୁ ଟଙ୍କା କଟିବା ପରେ କାର୍ଡ ବ୍ଲକ୍‌ କରିଦେଲେ ହିତାଧିକାରୀ। ଆଉ ମୋବାଇଲକୁ ଆସିଲା ଫୋନ୍‌ କଲ୍‌। ଲୁଟେରା କହୁଥିଲେ ଆଜ୍ଞା କାର୍ଡ଼ ଅନ ବ୍ଲକ୍‌ କରନ୍ତୁ...ଆମେ ଟଙ୍କା ନେବୁ। ଆଉ ତା’ପରେ ହେଲା କଣ?

Cyber Crime
ଆକାଉଣ୍ଟରୁ ଟଙ୍କା କଟିଗଲା, ବ୍ୟାଙ୍କ ବାଲା ଜାଣିପାରିଲେନି...

ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ

Cyber Crime
ଓଟିପି ଆସିଲାନି କି ନିଜେ ଟଙ୍କା ଉଠାଇ ନାହାନ୍ତି....ହେଲେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା

ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?

Cyber Crime
ଧମା ଧମ୍‌ ୫ ମେସେଜ୍‌ ଆସିଲା...ଆକାଉଣ୍ଟରୁ ୪୫ ହଜାର କଟିଲା

ମୋବାଇଲକୁ ଏମିତି ମେସେଜ୍‌ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍‌ ୫ ମେସେଜ୍‌ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.

Cyber Crime
ବ୍ୟବସାୟୀକ ଅସୁବିଧା କାରଣରୁ ଫୋନ୍‌ କରିଥିଲେ, ଆକାଉଣ୍ଟରୁ କଟିଗଲା ୫୪ ହଜାର...

ବ୍ୟବସାୟୀକ ଆପ୍‌ରେ ଅସୁବିଧା ପାଇଁ ଫୋନ୍‌ କରିଥିଲେ ସମାଧାନର ରାସ୍ତା ବାହାର କରିବା ପାଇଁ। ହେଲେ ଫୋନ୍‌ କରୁ କରୁ ଆକାଉଣ୍ଟରୁ କଟିଗଲା ୫୪ ହଜାର ଟଙ୍କା। କଣ କରିବେ କଣ ନାହିଁ...ଭାବିବା ବେଳକୁ ସବୁ ସରିଯାଇଛି...

Cyber crime – Fraudster dupes man using secret code
କୋଡ୍ ନମ୍ୱର ଦେଲା ପରେ କଟି ଚାଲିଲା ଟଙ୍କା

କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...

Cyber Crime
ଏନିଡେସ୍କ ଆପ ଲଗାଇଲା ଚୂନ, ନୈନା ନେଇଗଲା ୨୫ ହଜାର ଟଙ୍କା

ଅନଲାଇନ ବ୍ୟାଙ୍କିଂ ଯେତିକି ଭଲ, ସେତିକି ଖରାପ। ଟିକିଏ ଏପଟ ସେପଟ ହେଲେ ଖାଲି ହେଇଯାଉଛି ଆକାଉଣ୍ଟ। ଯାହା ପାର୍ଥସାରଥୀଙ୍କ କ୍ଷେତ୍ରରେ ଘଟିଛି...

CYBER CRIME
କୋଡ ମାଗି ଟଙ୍କା ନେଇଗଲେ

ଆପଣ ଯେତେ ସତର୍କ ହେଲେ ବି ସାଇବର ଲୁଟେରା ଯେନତେନ ପ୍ରକାରେ ଆପଣଙ୍କୁ ଲୁଟି ଦେବେ। ଇଆଡୁ ସିଆଡୁ କହି ଆକାଉଣ୍ଟ ଖାଲି କରି ଦେବେ। ଯେମିତି ପାର୍ଥ ସାରଥୀଙ୍କ କ୍ଷେତ୍ରରେ ଘଟିଲା...

Fake LS speaker
ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।

Cyber Crime
ଫୋନ୍‌ ଆସିଲା...ରିସିଭ୍‌ କରୁ କରୁ ସେପଟୁ ଆକାଉଣ୍ଟରୁ ଟଙ୍କା କଟିଲା...

ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍‌ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍‌ ଏତିକିରେ ଖେଳ ଖତମ୍‌। ଆକାଉଣ୍ଟରୁ କଟିଚାଲିଲା ଟଙ୍କା

CYBER CRIME-Cyber Cell Indifferent Towards Plight To Fraud Victims
ସାଇବର୍ ସେଲ୍ ବୁଝୁନି ଲୁଟର ଶିକାର ଲୋକଙ୍କ ଦୁଃଖ

ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...

CYBER CRIME- Cyber Fraudsters Dupe Odisha Teacher, Segment 2
ଖାତା ଦେଖୁଥିଲେ ଶିକ୍ଷୟିତ୍ରୀ: ଆକାଉଣ୍ଟରୁ କଟିଚାଲିଲା ଟଙ୍କା...

ଆକାଉଣ୍ଟରୁ ଟଙ୍କା କଟିବା ପରେ ଫୋନ୍‌ କଲେ ଶିକ୍ଷୟିତ୍ରୀ। ପଚାରିଲେ ଟଙ୍କା କଟିଲା କାହିଁକି? ସେପଟୁ ଉତ୍ତର ଆସିଲା ସର୍ଭର ପ୍ରୋବଲେମ୍‌ ପାଇଁ ଟଙ୍କା କଟିଲା। ହେଲେ ଆପଣ ତ କାର୍ଡ ବ୍ଲକ୍‌ କରିଦେଲେ। OTP ପାଇଁ ଲାଗିଲା ନାଟ...

Cyber Crime
ଅନଲାଇନରେ ଟଙ୍କା ଦିଆନିଆ କରି ଫଶିଲେ, ପଇସା ଆଉ ଫେରିଲାନି

ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...

Cyber Crime
ପ୍ରଫେସରଙ୍କୁ ଦେଖାଇଲେ ଲୋଭ, ଲାଇଫ ଟାଇମ ଅଫର ନାଁରେ ଲୁଟି ନେଲେ...

ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...

CYBER CRIME
ରିଚାର୍ଜ କରୁ କରୁ ଟଙ୍କା ଗାଏବ

ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍‌ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?

Cyber Crime- How To Stay Safe From Cyber Fraudsters, Know What Experts Say
ସଂସ୍ଥା ନାଁ ଚାଣକ୍ୟ, ହେଲେ ମୁଁ ଚତୁର୍ଭୁଜ। ଆପଣ ଟଙ୍କା ଦେବେ କି ନାହିଁ ସିଧା ସିଧା କୁହନ୍ତୁ...

ଆରେ ଏ ଟୋନ୍‌ ଶୁଣିବା ପରି ଲାଗୁଛି। ସ୍ତ୍ରୀ ପରା ମୋ ନା କହିସାରିଲେଣି, ମୁଁ ପୁଣି ଏକ୍ସଟ୍ରା କଣ କହିବି? ମୁଁ କଂସାରୀ ଘର ପାରା ମତେ କୁଲା ଢାଉଁ ଢାଉଁ ଡରାଉଛୁ? ତୁମେ ବାହା ହେଲଣି ପର ଘରେ କାମ କରି, ଆମେ ମସ୍ତି କରିବୁ...ଦେଖନ୍ତୁ ଏମିତି ଫୋନ୍‌ କରି କରି କେମିତି କରୁଥିଲେ ଟଙ୍କା ଲୁଟ୍‌

Special Story | Cyber Crime – Youth Duped Of Rs 50,000 In Online Fraud
ଟିକିଏ ଭୁଲ ପାଇଁ ଆକାଉଣ୍ଟରୁ କଟିଗଲା ହଜାର ହଜାର ଟଙ୍କା

କାଳ ହେଲା ଅନଲାଇନ୍‌ ପେମେଣ୍ଟେ: KYC ଅପଡେଟ୍‌ ନାଁରେ ଆସିଲା ଫୋନ୍‌ କଲା। ବାସ୍‌ ଏହାପରେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା

Man Duped By Fake Loan Apps
ମୂଳରୁ ଲୋନ୍‌ ନେଇ ନାହାନ୍ତି, ହେଲେ ଫୋନ୍‌ରେ ଧମକ ଆସୁଛି ତୁମେ ଟଙ୍କା ଦେବ ନା ସାଙ୍ଗଙ୍କୁ ଫୋନ୍ କରି ସବୁ କହିବୁ...

ମୂଳରୁ ଲୋନ୍‌ ଆଣିନାହାନ୍ତି, ହେଲେ ଫୋନ୍‌ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍‌ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?

Cyber Crime
ମୂଳରୁ ଲୋନ୍‌ ନେଇ ନାହାନ୍ତି...ଟଙ୍କା ସୁଝିବା ପାଇଁ ବାରମ୍ବାର ଆସୁଥିଲା ଫୋନ୍‌ କଲ୍...

ଜମାରୁ ଲୋନ୍‌ ନେଇ ନାହାନ୍ତି କିନ୍ତୁ ଲୋନ୍‌ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍‌ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ