ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍ କରି ୫ ମିନିଟ୍ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା
ସବିସିଡି ଆଶାରେ ଆକାଉଣ୍ଟରୁ ନେଇ ଗଲେ ୭୨ ହଜାର ଟଙ୍କା। ଆଉ ଫୋନ୍ କରି କହୁଛନ୍ତି ଆଉ ୩୦୦ ଟଙ୍କା ବାକି ଅଛି, ସେଇଟାକୁ ବି ନେବୁ। ବାସ୍ ଏତିକି ଶୁଣିବା ପରେ ଆକାଉଣ୍ଟ ହୋଲଡୋର୍ କହିଲେ...
ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ
ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ । ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ ।
ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...
ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?
ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।
ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍ ୟୁଟ୍ୟୁବରେ ଅପଲୋଡ୍ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?
ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।
କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍ରେ କେଉଁ ସୁଇଚ୍ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।
ସରକାରୀ ଆପ୍ ଡାଉନଲୋଡ୍ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?
ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ ।
ସାବଧାନ ହୁଅନ୍ତୁ...କାରଣ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ
ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା ।
ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍ ଭିଡିଓ କଲ୍ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍ କରିଥିଲେ।
ହ୍ୱାଟ୍ସଆପ୍ ଗ୍ରୁପରେ ଆଡ୍ ହେବା ପୂର୍ବରୁ ରୁହନ୍ତୁ ସତର୍କ। କାରଣ ଏଇ ସବୁ ଗ୍ରୁପରେ କ୍ଲିକ କଲେ ଆପଣଙ୍କର ଚୋରିହୋଇପାରେ କଂଟାକ୍ଟ ଲିଷ୍ଟ...ଭାଇରାଲ ହୋଇପାରେ ନ୍ୟୁଡ୍ ଫଟୋ
ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ
ସୋସିଆଲ ମିଡ଼ିଆରେ ରିଲ୍ କରିବା ହେଲା କାଳ। ଭଲ ଫଟୋକୁ ନ୍ୟୁଡ୍ କରି ଭାଇରାଲ କରିଦେବାର ଆସିଲା ଧମକ...ଦେଖନ୍ତୁ ଏହା ପରେ ହେଲା କଣ?
ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।
ଆପଣଙ୍କ ଚାକିରି ଅଛି, ଆମର ବେପାର ଅଛି....ଆଉ ମାଡାମଙ୍କ ୟୁଟ୍ୟୁବ୍ରେ ଭାରି ଚାହିଦା ଅଛି....ଆମେ ଏମିତି କେତେ ଟଙ୍କା ରୋଜଗାର କରିଛୁ କି ଆପଣଙ୍କ ନ୍ୟୁଡ୍ ଫଟୋରୁ? ଭାଉଜ ତୁମେ ଭାରି...
ସୋସିଆଲ ମିଡ଼ିଆରେ ରିଲ୍ କରିବା ହେଲା କାଳ। ରିଲ୍ର ରିଅଲ ଫଟୋ ନେଇ ନ୍ୟୁଡ୍ କରି ଭାଇରାଲ କରିଦେଲେ ଫଟୋ...ଆଉ ମୋବାଇଲକୁ ମେସେଜ୍ ଦେଲେ, ପଙ୍ଗା ନେବ ତ ନଙ୍ଗା ହେବ....ଦେଖନ୍ତୁ ୟା ପରେ ହେଲା କଣ?
ଫୋନ୍ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍...ତୁରନ୍ତ ଏଇ ଆପ୍ରେ ପଇସା ଭରନ୍ତୁ ନଚେତ୍ ଆପଣଙ୍କ ଲାଇନ୍ କନେକ୍ସନ କାଟିଦେବୁ...ବାସ୍ ଏତିକି ପରେ ଆପ୍ ଡାଉନଲୋଡ୍ ମାରୁ ମାରୁ ଆକାଉଂଟରୁ କଟିଲା ଟଙ୍କା...ଜାଣିଲା ବେଳକୁ...
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି ।
ଏହି ଭିଡିଓରେ ଯେଉଁ ଦାବି କରାଯାଇଛି, ସେ ନେଇ ପିଆଇବି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
କଣ କରୁଛ ତୁମେ? ମାସ ଆସିକି ଶେଷ ହେଲାଣି କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ଟାର୍ଗେଟ୍ ଫୁଲ କଲନି? ଆମେ କଣ କରିବା, କେମିତି ଚଳିବା? ତୁରନ୍ତ କାହାକୁ ଗୋଟେ ମୋହରା ବନାଅ...ଦେଖନ୍ତୁ ବ୍ୟାଙ୍କ ଚାକିରି ନାଁରେ କେମିତି ଯୁବକଙ୍କୁ ଲଗାଇଲେ ଚୂନା...