ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...
ଆକାଉଣ୍ଟରୁ ଟଙ୍କା କଟିବା ପରେ ଫୋନ୍ କଲେ ଶିକ୍ଷୟିତ୍ରୀ। ପଚାରିଲେ ଟଙ୍କା କଟିଲା କାହିଁକି? ସେପଟୁ ଉତ୍ତର ଆସିଲା ସର୍ଭର ପ୍ରୋବଲେମ୍ ପାଇଁ ଟଙ୍କା କଟିଲା। ହେଲେ ଆପଣ ତ କାର୍ଡ ବ୍ଲକ୍ କରିଦେଲେ। OTP ପାଇଁ ଲାଗିଲା ନାଟ...
ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...
ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...
ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?
ଆରେ ଏ ଟୋନ୍ ଶୁଣିବା ପରି ଲାଗୁଛି। ସ୍ତ୍ରୀ ପରା ମୋ ନା କହିସାରିଲେଣି, ମୁଁ ପୁଣି ଏକ୍ସଟ୍ରା କଣ କହିବି? ମୁଁ କଂସାରୀ ଘର ପାରା ମତେ କୁଲା ଢାଉଁ ଢାଉଁ ଡରାଉଛୁ? ତୁମେ ବାହା ହେଲଣି ପର ଘରେ କାମ କରି, ଆମେ ମସ୍ତି କରିବୁ...ଦେଖନ୍ତୁ ଏମିତି ଫୋନ୍ କରି କରି କେମିତି କରୁଥିଲେ ଟଙ୍କା ଲୁଟ୍
କାଳ ହେଲା ଅନଲାଇନ୍ ପେମେଣ୍ଟେ: KYC ଅପଡେଟ୍ ନାଁରେ ଆସିଲା ଫୋନ୍ କଲା। ବାସ୍ ଏହାପରେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ମୂଳରୁ ଲୋନ୍ ଆଣିନାହାନ୍ତି, ହେଲେ ଫୋନ୍ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?
ଜମାରୁ ଲୋନ୍ ନେଇ ନାହାନ୍ତି କିନ୍ତୁ ଲୋନ୍ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ
ଅନୁ ଆମେ ଠକିଗଲେ। ଯିଏ ହଜାର ହଜାର ଲୋକଙ୍କୁ ଠକମୀରେ ପଡ଼ିବା ଆଗରୁ ବଂଚାଇ ଦିଅନ୍ତି ସିଏ ଆଜି ନିଜେ ଠକିଗଲେ..ଦେଖନ୍ତୁ କେମିତି ଏମାନଙ୍କ ଚୁନା ଲଗାଇଥିଲେ ସାଇବର ଲୁଟେରା
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
ଆଜ୍ଞା KYC ଅପଡେଟ୍ କରିବୁ...ଆପଣ ଟିକିଏ ଦିଆଯାଇଥିବା ମେସେଜ୍ରେ କ୍ଲିକ୍ କରି ଆମକୁ ତଥ୍ୟ ଦିଅନ୍ତୁ...ବାସ୍ ଏତିକି କଥାରେ ଆକାଉଣ୍ଟ ହୋଇଗଲା ଖାଲି...
ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।
୫ ହଜାର ଦିଅ...ନଦେଲେ ସାଙ୍ଗେ ସାଙ୍ଗେ ୟୁଟ୍ୟୁବ୍ରେ କରିଦେବି ତୁମର ଅନ୍ତରଙ୍ଗ ଭିଡ଼ିଓ। ବାସ୍ ଏତିକି ଫୋନ୍ କଲରେ ଶୁଣିବା ପରେ ଟଙ୍କା ଦେଉଥିଲେ ଯୁବକ, ମାଲେମାଲ ହେଉଥିଲା ସାଇବର ଲୁଟେରା
ATM କାର୍ଡ ଘରେ ଡେଲିଭରି ହେଲା। ଫୋନ୍ ଆସିଲା ଆମେ ବ୍ୟାଙ୍କରୁ କହୁଛୁ, ଟିକିଏ ଏହି ଡିଟେଲ୍ସ ଦେଲେ...ବାସ୍ ଏପଟେ ଡିଟେଲ୍ସ କହିଲେ ସେପଟେ ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା
କାଳ ହେଲା ଅନଲାଇନ୍ ଚାକିରି। ମାସକୁ ଦରମା ପାଇବେ କ’ଣ? ଓଲଟି ସାଇବର ଲୁଟେରା ଜାଲରେ ପଡ଼ି ହରାଇଲେ ୬୦ ହଜାର। ପୁଣି ୨୦ ହଜାର ମାଗିବା ବେଳେ, ଦେଖନ୍ତୁ କଣ ହେଲା?
କାଳ ହେଲା ଅନଲାଇନ୍ ଚାକିରି। ଆକାଉଣ୍ଟକୁ ଟଙ୍କା ଆସିବ କଣ? ଓଲଟି ଟଙ୍କା ନେଇଗଲେ ସାଇବର ଲୁଟେରା...ଫେସବୁକ୍ରୁ ତଥ୍ୟ ପାଇ ହରାଇଲେ ଟଙ୍କା....
ମାଆ ମରିଯିବା କଥା କହି ଆକାଉଣ୍ଟରୁ ନେଇଗଲେ ଲକ୍ଷେ ଟଙ୍କା। ପୁଣି ଫୋନ୍ କରି ନେଲେ ୧୭ ହଜାର ଟଙ୍କା...ଚାହୁଁ ଚାହୁଁ ୫ ଲକ୍ଷ ହୋଇଗଲା ଗାଏବ, ଦେଖନ୍ତୁ ତା’ପରେ ହେଲା କଣ?
ଲୋନ୍ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...
ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...
Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...
ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?
୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି