• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Crime

Man Duped By Fake Loan Apps
ମୂଳରୁ ଲୋନ୍‌ ନେଇ ନାହାନ୍ତି, ହେଲେ ଫୋନ୍‌ରେ ଧମକ ଆସୁଛି ତୁମେ ଟଙ୍କା ଦେବ ନା ସାଙ୍ଗଙ୍କୁ ଫୋନ୍ କରି ସବୁ କହିବୁ...

ମୂଳରୁ ଲୋନ୍‌ ଆଣିନାହାନ୍ତି, ହେଲେ ଫୋନ୍‌ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍‌ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?

Cyber Crime
ମୂଳରୁ ଲୋନ୍‌ ନେଇ ନାହାନ୍ତି...ଟଙ୍କା ସୁଝିବା ପାଇଁ ବାରମ୍ବାର ଆସୁଥିଲା ଫୋନ୍‌ କଲ୍...

ଜମାରୁ ଲୋନ୍‌ ନେଇ ନାହାନ୍ତି କିନ୍ତୁ ଲୋନ୍‌ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍‌ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ

CYBER CRIME
ଅନୁ ଆମେ ଠକି ଗଲେ, ଆମର ଗୋଟିଏ ବି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଇନି...

ଅନୁ ଆମେ ଠକିଗଲେ। ଯିଏ ହଜାର ହଜାର ଲୋକଙ୍କୁ ଠକମୀରେ ପଡ଼ିବା ଆଗରୁ ବଂଚାଇ ଦିଅନ୍ତି ସିଏ ଆଜି ନିଜେ ଠକିଗଲେ..ଦେଖନ୍ତୁ କେମିତି ଏମାନଙ୍କ ଚୁନା ଲଗାଇଥିଲେ ସାଇବର ଲୁଟେରା

Cyber Crime
ଡିଲରସିପ୍‌ ନେବେ ବୋଲି ସ୍ୱପ୍ନ ଦେଖୁଥିଲେ। ଲୋନ୍‌ ଆଣି ବ୍ୟବସାୟ କରିବେ କ’ଣ? ବରଂ ଆକାଉଣ୍ଟ

ଇ-ଗାଡ଼ିର ଡିଲରସିପ୍‌ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,

Cyber Crime- Expert Shares Tips To Keep Yourself Safe From KYC Update Fraud
ମେସେଜ୍‌ରେ କ୍ଲିକ୍‌ କରିବା ମାତ୍ରେ ଆକାଉଣ୍ଟରୁ କଟିଗଲା ଟଙ୍କା...

ଆଜ୍ଞା KYC ଅପଡେଟ୍‌ କରିବୁ...ଆପଣ ଟିକିଏ ଦିଆଯାଇଥିବା ମେସେଜ୍‌ରେ କ୍ଲିକ୍‌ କରି ଆମକୁ ତଥ୍ୟ ଦିଅନ୍ତୁ...ବାସ୍‌ ଏତିକି କଥାରେ ଆକାଉଣ୍ଟ ହୋଇଗଲା ଖାଲି...

Cyber Crime
ପୋଲିସ ପଞ୍ଝାରେ ଧରାପଡ଼ିଲା ପ୍ରଫେସରଙ୍କୁ ଚୂନ ଲଗାଇଥିବା ଠକ

ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।

Cyber Crime
ଟଙ୍କା ନଦେଲେ ଦୁନିଆ ଦେଖିବ ତୁମର ଅନ୍ତରଙ୍ଗ ଭିଡ଼ିଓ

୫ ହଜାର ଦିଅ...ନଦେଲେ ସାଙ୍ଗେ ସାଙ୍ଗେ ୟୁଟ୍ୟୁବ୍‌ରେ କରିଦେବି ତୁମର ଅନ୍ତରଙ୍ଗ ଭିଡ଼ିଓ। ବାସ୍‌ ଏତିକି ଫୋନ୍‌ କଲରେ ଶୁଣିବା ପରେ ଟଙ୍କା ଦେଉଥିଲେ ଯୁବକ, ମାଲେମାଲ ହେଉଥିଲା ସାଇବର ଲୁଟେରା

Cyber Crime।  Fraudster Dupe Man On Pretext Of ATM Card Verification
କାର୍ଡ଼ ଭେରିଫକେସନ୍‌ କରୁ କରୁ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇ ଗଲେ ସାଇବର ଲୁଟେରା

ATM କାର୍ଡ ଘରେ ଡେଲିଭରି ହେଲା। ଫୋନ୍‌ ଆସିଲା ଆମେ ବ୍ୟାଙ୍କରୁ କହୁଛୁ, ଟିକିଏ ଏହି ଡିଟେଲ୍ସ ଦେଲେ...ବାସ୍‌ ଏପଟେ ଡିଟେଲ୍ସ କହିଲେ ସେପଟେ ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା

Cyber Crime- Know How To Stay Away From Fraudster Companies
କାଳ ହେଲା ଚାକିରି। ଦରମା ପାଇବେ କଣ? ଓଲଟି ୬୦ ହଜାର ହରାଇଲେ...

କାଳ ହେଲା ଅନଲାଇନ୍‌ ଚାକିରି। ମାସକୁ ଦରମା ପାଇବେ କ’ଣ? ଓଲଟି ସାଇବର ଲୁଟେରା ଜାଲରେ ପଡ଼ି ହରାଇଲେ ୬୦ ହଜାର। ପୁଣି ୨୦ ହଜାର ମାଗିବା ବେଳେ, ଦେଖନ୍ତୁ କଣ ହେଲା?

Cyber Crime ।Fraudsters Dupe Man On Pretext Of Part Time Job
ଅନଲାଇନ୍‌ ଚାକିରି ହେଲା କାଳ, ଆକାଉଣ୍ଟରୁ କଟିଗଲା ଟଙ୍କା

କାଳ ହେଲା ଅନଲାଇନ୍‌ ଚାକିରି। ଆକାଉଣ୍ଟକୁ ଟଙ୍କା ଆସିବ କଣ? ଓଲଟି ଟଙ୍କା ନେଇଗଲେ ସାଇବର ଲୁଟେରା...ଫେସବୁକ୍‌ରୁ ତଥ୍ୟ ପାଇ ହରାଇଲେ ଟଙ୍କା....

Cyber Crime- Know How To Stay Alert From Fraudsters
ମାଆ ମରିଯିବା କଥା କହି ଲୁଟି ନେଲେ ୫ ଲକ୍ଷ ଟଙ୍କା, ଚାହୁଁ ଚାହୁଁ ସବୁ ସରିଗଲା...

ମାଆ ମରିଯିବା କଥା କହି ଆକାଉଣ୍ଟରୁ ନେଇଗଲେ ଲକ୍ଷେ ଟଙ୍କା। ପୁଣି ଫୋନ୍‌ କରି ନେଲେ ୧୭ ହଜାର ଟଙ୍କା...ଚାହୁଁ ଚାହୁଁ ୫ ଲକ୍ଷ ହୋଇଗଲା ଗାଏବ, ଦେଖନ୍ତୁ ତା’ପରେ ହେଲା କଣ?

Cyber Crime - How Odisha Man Loses His Hard Savings To Avail Loan
ଲୋନ୍‌ କରିବାକୁ ଯାଇଥିଲେ, ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା...

ଲୋନ୍‌ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...

Cyber Crime । Avoid Entertaining To Loan Oriented Calls & Messages
ଅନଲାଇନ ଲୋନ୍ ପଡିଲା ମହଙ୍ଗା, କାଙ୍ଗାଳ ହୋଇଗଲେ ସୁରଥ!

ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...

Cyber Crime- SIM Portability & Fraud, Know How To Stay Safe From Fraudsters
Airtelରୁ BSNL କରିବାକୁ ଯାଇଥିଲେ, ଏପଟେ ଆକାଉଣ୍ଟରୁ କଟି ଚାଲିଲା ଟଙ୍କା

Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...

Cyber Crime- Stay Safe From Fraudsters, Know What Experts Suggest
ମୋବାଇଲ ଡିସ୍‌ ପ୍ଲେ ସଜାଡ଼ିବାକୁ ଦେଇଥିଲେ, ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଟଙ୍କା...

ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍‌ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?

Cyber Crime
୨୦୨୦ ମସିହାରେ ୧୧ ଦଶମିକ ୮ ପ୍ରତିଶତ ବଢିଛି ସାଇବର କ୍ରାଇମ୍ ! କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା

୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି

Cyber Crime।Fraudsters Dupe Man Of Rs 3.42 Lakh
ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...

ଭାଇର ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ

Cyber Crime – Fraudster Dupes Man Of Rs 3.4 Lakh In Ganjam
ମୋବାଇଲ ମରାମତି ପାଇଁ ଯାଇଥିଲେ ଆକାଉଂଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା

ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...

Cyber Crime ।How People Are Getting Cheated । Here\'s An OTV Report
ପୁଅ ପାଇଁ ବାଇକ୍‌ କିଣିବେ ବୋଲି ଟଙ୍କା ବାହାର କରିଥାଆନ୍ତେ, କିନ୍ତୁ ଆକାଉଂଟ୍‌ରୁ କଟିଗଲା ଟଙ୍କା....

ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍‌ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍‌ରୁ ଟଙ୍କା ଲୁଟ୍‌ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ

Cyber Crime- Bhubaneswar Man Lands In Cyber Fraudsters Net, Know How To Remain Safe
ତୁମେ ଏ ଲାଇନକୁ ନୂଆ ଆସିଛ, ୫ ବର୍ଷ ନହେଲେ ଚୋରି ବିଦ୍ୟା ତୁମକୁ ମୁଁ ଶିଖାଇବିନି...

ତୁମେ ଜମାରୁ ୫ ବର୍ଷ ହେବ ଏ ଲାଇନ୍‌କୁ ଆସିଛ। କେମିତି ଟଙ୍କା ଆକାଉଂଟ୍‌ରୁ ଚୋରି କରିବ ଏବେ କେମିତି ଶିଖେଇବି ଯେ? ପାଂଚ ବର୍ଷ ଯାଉ ଶିଖିବ....ସେପଟେ ବ୍ୟବସାୟୀଙ୍କ ଆକାଉଂଟରୁ କଟୁଥିଲା ଟଙ୍କା

Bulli Bai App Case
ସ୍କାନର୍‌ରେ ଓଡ଼ିଆ ଯୁବକ, ମୁହଁ ଖୋଲୁନି ଓଡ଼ିଶା ପୋଲିସ୍

କେବଳ ମହିଳା ନୁହଁନ୍ତି, ଅପମାନିତ ଓ ଭୟଭୀତ କରିବା ଉଦ୍ଦେଶ୍ୟରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ଭିନ୍ନ ମତ ଉଠାଉଥିବା ଆଇନଜୀବୀ ଓ ସାମାଜିକ କର୍ମୀଙ୍କୁ ବି ବୁଲିବାଇ ଆପ୍‌ରେ ଟାର୍ଗେଟ୍ କରାଯାଉଥିଲା।

Bulibai App
ବହୁ ଚର୍ଚ୍ଚିତ ବୁଲି ବାଇ ଆପ୍‌ ମାମଲା, ଓଡ଼ିଶାରୁ ଆଉ ଜଣେ ଗିରଫ

ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲିବାଇ (‘Bulli Bai’ )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍‌ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା ।

Cyber Crime
ଲକି ଡ୍ର’ ନାରେ ଆକାଉଣ୍ଟରୁ ଲୁଟି ନେଲେ ଟଙ୍କା

ହ୍ୱାଟ୍ସଆପ୍‌ ନମ୍ବରରେ ମେସେଜ୍‌ ପଠାଇ କହୁଛନ୍ତି ଆପଣଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ପ୍ରାଇଜ୍‌ ଉଠିଛି। ହେଲେ ସେହି ମେସେଜ୍‌ ଅନୁସାରେ କାମ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା...ଜାଣନ୍ତୁ କେମିତି?

Cyber Crime- Odisha Man In Online Fraudster\'s Net ।  Know How To Tackle Situation
ଟଙ୍କା ନେଇଲେ...କହିଲେ, ଟଙ୍କା ପଳେଇଛ ମ ସ୍ତ୍ରୀକୁ ନେଇନୁ ତ...

ଆମେ ଟଙ୍କା ନେଇଛୁ କିନ୍ତୁ ତୁମ ସ୍ତ୍ରୀକୁ ତ ନେଇନୁ...ଯାଉନ ଥାନାକୁ ସେମାନେ FIR ରଖିବେନି...ଆମେ କଂସାରୀ ଘରର ପାରା କୁଲା ଢାଉଁ ଢାଉଁ କଲେ ଆମର କଣ ହେବ? ଟଙ୍କା ଠକିବା ପରେ ଏମିତି କହିଲେ ସାଇବର ଲୁଟେରା

Cyber Crime- Bhubaneswar Man Lands In Net Of Online Fraudsters During Paytm Transaction
ହୁସିଆର୍, ଟିକେ ଭୁଲ୍ କଲେ, ଖାତା ଶୂନ୍

ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ ହୋଇଛନ୍ତି ରମେଶ ସାହୁ ନାମକ ଏହି ବ୍ୟକ୍ତି ଜଣକ।