ତୋ ଫିଟନେସ୍ ଫିଗର ଦେଖି ମୁଁ ଫିଦା ହୋଇଗଲି। କାଇଁ ଏମିତି ହେଉଛୁ? କଲଗାର୍ଲ ସାଇଡ୍ରେ ଫଟୋ ଦେଉଛୁ, ଗୋଟିଏ ରାତିକୁ ଏତିକି ନେଉଛୁ....ଫୋନ୍ କଲେ ଏମିତି ରାଗୁଛୁ କାହିଁକି? ରିଲ୍ରେ ଫଟୋ ଛାଡ଼ିବା ପରେ କଲଗାର୍ଲ ସାଇଡ୍ରେ ଫଟୋ ଦେଇ ଏମିତି ଟଙ୍କା ଲୁଟ୍ କଲେ ସାଇବର ଲୁଟେରା। ଦେଖନ୍ତୁ ପରେ ହେଲା କ’ଣ?
ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ ।
ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍। ଭଲ ଫଟୋକୁ ନେଇ ନ୍ୟୁଡ୍ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍ କରି ଏତିକି ଟଙ୍କା କଲେ ଲୁଟ୍...ଦେଖନ୍ତୁ କେମିତି ଥିଲା ପୂରା ଘଟଣା
ନିଜର ଅସାବଧାନତା ପାଇଁ ହରାଇଲେ ହଜାର ହଜାର ଟଙ୍କା। ଫୋନ୍ ପେ’ ଅଫିସରୁ କଲ୍ କରିଥିବା କହି ଆକାଉଣ୍ଟରୁ ଲୁଟିନେଲେ ଏତିକି ଟଙ୍କା। ସତ ଜାଣିବା ପରେ....
ମାଲେସିଆରୁ ମାଛ ବେପାର ପାଇଁ ଆସିଥିଲେ। ଆକାଉଣ୍ଟରୁ କଟିଗଲା ଏତିକି ଟଙ୍କା... ଆଉ ନିଜ ଟଙ୍କା ଫେରି ପାଇବା ପାଇଁ ସାଇବର ଥାନାରେ ଚକ୍କର କାଟୁଛନ୍ତି ସତ ହେଲେ କିଛି ଲାଭ ମିଳୁନି। ଦେଖନ୍ତୁ ଏହା ପରେ ହେଲା କ’ଣ?
ଆପଣଙ୍କ ଫୋନ ପେ’ରେ ଅଫର ଅଛି। ଏମିକି କଲେ ମିଳିବ ଏତିକି ଟଙ୍କା। ବାସ୍ ମେସେଜ୍ ଶୁଣୁଶୁଣୁ ସ୍ୱିଚ୍ ଚିପିଦେଲେ। ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା
ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍ ପେ’ ହେଡ୍ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍ ପାଇବେ। ବାସ୍ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ
ସାଇବର କ୍ରାଇମ୍ ମାମଲା ବଢି ବଢି ଚାଲିଛି। ନିତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏଇ ଯେମିତି Payରୁ ଆସିଲା ଖବର... ଉଡ଼ିଗଲା ୩୮ ହଜାର...
ମେସେଜ୍ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?
ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....
ଆପଣ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...
ଆକାଉଣ୍ଟରୁ ଟଙ୍କା କଟିବା ପରେ କାର୍ଡ ବ୍ଲକ୍ କରିଦେଲେ ହିତାଧିକାରୀ। ଆଉ ମୋବାଇଲକୁ ଆସିଲା ଫୋନ୍ କଲ୍। ଲୁଟେରା କହୁଥିଲେ ଆଜ୍ଞା କାର୍ଡ଼ ଅନ ବ୍ଲକ୍ କରନ୍ତୁ...ଆମେ ଟଙ୍କା ନେବୁ। ଆଉ ତା’ପରେ ହେଲା କଣ?
ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ
ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?
ମୋବାଇଲକୁ ଏମିତି ମେସେଜ୍ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍ ୫ ମେସେଜ୍ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.
ବ୍ୟବସାୟୀକ ଆପ୍ରେ ଅସୁବିଧା ପାଇଁ ଫୋନ୍ କରିଥିଲେ ସମାଧାନର ରାସ୍ତା ବାହାର କରିବା ପାଇଁ। ହେଲେ ଫୋନ୍ କରୁ କରୁ ଆକାଉଣ୍ଟରୁ କଟିଗଲା ୫୪ ହଜାର ଟଙ୍କା। କଣ କରିବେ କଣ ନାହିଁ...ଭାବିବା ବେଳକୁ ସବୁ ସରିଯାଇଛି...
କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...
ଅନଲାଇନ ବ୍ୟାଙ୍କିଂ ଯେତିକି ଭଲ, ସେତିକି ଖରାପ। ଟିକିଏ ଏପଟ ସେପଟ ହେଲେ ଖାଲି ହେଇଯାଉଛି ଆକାଉଣ୍ଟ। ଯାହା ପାର୍ଥସାରଥୀଙ୍କ କ୍ଷେତ୍ରରେ ଘଟିଛି...
ଆପଣ ଯେତେ ସତର୍କ ହେଲେ ବି ସାଇବର ଲୁଟେରା ଯେନତେନ ପ୍ରକାରେ ଆପଣଙ୍କୁ ଲୁଟି ଦେବେ। ଇଆଡୁ ସିଆଡୁ କହି ଆକାଉଣ୍ଟ ଖାଲି କରି ଦେବେ। ଯେମିତି ପାର୍ଥ ସାରଥୀଙ୍କ କ୍ଷେତ୍ରରେ ଘଟିଲା...
ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...
ଆକାଉଣ୍ଟରୁ ଟଙ୍କା କଟିବା ପରେ ଫୋନ୍ କଲେ ଶିକ୍ଷୟିତ୍ରୀ। ପଚାରିଲେ ଟଙ୍କା କଟିଲା କାହିଁକି? ସେପଟୁ ଉତ୍ତର ଆସିଲା ସର୍ଭର ପ୍ରୋବଲେମ୍ ପାଇଁ ଟଙ୍କା କଟିଲା। ହେଲେ ଆପଣ ତ କାର୍ଡ ବ୍ଲକ୍ କରିଦେଲେ। OTP ପାଇଁ ଲାଗିଲା ନାଟ...
ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...
ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...