Advertisment

ରାଜଧାନୀରେ ସିମ୍ ବକ୍ସ ହଇଚଇ

ରାଜଧାନୀରେ ସିମବକ୍ସ ହଇଚଇ। ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।

author-image
Santosh Kumar Sahoo

ଭୁବନେଶ୍ବରରେ ସିମବକ୍ସ, ବାଂଲାଦେଶରୁ ହେଉଥିଲା ଅପରେଟ୍ । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଗୁପ୍ତ ଫୋନ୍ କଲ୍ ଆଶଙ୍କା । ଦିନେ-ଅଧେ ନୁହେଁ, ପ୍ରାୟ ବର୍ଷେ ହେଲା ବିଛାଯାଇଥିଲା ଅଦୃଶ୍ୟ ଅପରାଧର ଏହି ନେଟୱର୍କ । ମାଷ୍ଟରମାଇଣ୍ଡ ସାଜିଥିଲା ବାଂଲାଦେଶୀ ନାଗରିକ ଆସାଦ୍ଦୁର ଜମାନ୍ । ଆଉ ଯାହାର ଏଜେଣ୍ଟ ସାଜିଥିଲା ପଶ୍ଚିମବଙ୍ଗର ଏହି ଯୁବକ । ଯାହା ନାଁ ରାଜୁ ମଣ୍ଡଳ ।

Advertisment
Cyber Crime SIM Box Racket
Advertisment
Advertisment