ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।
୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ ।
ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।
ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।
ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।
ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, ତୁରନ୍ତ ଏହି କାମ ପ୍ରଥମେ କରନ୍ତୁ
ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।
୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା ।
ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।
ଦୀପେଶ କୋଲି ନାମକ ଏହି ଯୁବକ ଇନ୍ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .
ସ୍ତ୍ରୀଙ୍କୁ ଉପହାର ଦେବାକୁ ଅନଲାଇନରେ ଶାଢି ଅର୍ଡର କରିଥିଲେ.. ଉଠିଲା ଲଟେରୀ..କେମିତି ଲାଗିଲା ଚୁନ.. ଦେଖନ୍ତୁ..
ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍
ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..
ପ୍ରଥମେ ପ୍ରତିଶ୍ରୁତି.. ପରେ ପ୍ରଲୋଭନ.. ଆଉ ତା’ପରେ ପ୍ରତାରଣା.. ଅନଲାଇନ ପ୍ରେମର ଏମିତି ହେଲା ଦି ଏଣ୍ଡ୍..
ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।
ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।
ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି।
ସାବଧାନ ! ଅନଲାଇନ୍ରେ କଲ୍ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍ ରିସିଭ୍ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।
ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍ରେ ....ହୋଟେଲ୍ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି
କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।
ଗ୍ୟାଙ୍ଗଷ୍ଟର୍ ହେବାକୁ ସ୍ୱପ୍ନ ଦେଖୁଥିଲା ସିରିଏଲ କିଲର। ଅଭିଯୁକ୍ତକୁ ଅଧିକ ପ୍ରଭାବିତ କରିଥିଲା KGF 2 ଫିଲ୍ମ। ରକି ଭାଇ ଷ୍ଟାଇଲ୍ରେ ଅନୁପ୍ରାଣିତ ହୋଇଥିଲା ଅଭିଯୁକ୍ତ। ଗୋଟିଏ ମାସରେ ୪ ସିକ୍ୟୁରିଟି ଗାର୍ଡକୁ କରିଥିଲା ହତ୍ୟା।
ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।