• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

BJD
DJ ସାଉଣ୍ଡରେ ହୁଡ଼ିଲେ ମହୁମାଛି, BJD ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ !

ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।

Baijayant Panda
‘ନବୀନଙ୍କ ଇମେଜ୍ ଆଉ ସ୍ୱରକୁ ବ୍ୟବହାର କରି ଡିପଫେକ ଭିଡିଓ କରି ଛଡ଼ାଯାଉଛି’

ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Odisha Politics
ଖରାକୁ ଖାତିର ନାହିଁ, ବାଧକ ସାଜିନି ବୟସ, ଅଟକାଇ ପାରିନି ଅକ୍ଷମତା

ମତାଧିକାର ସାବ୍ୟସ୍ତ ଲାଗି ଯୁବାବର୍ଗଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା, ଉପାନ୍ତ ଆଦିବାସୀ ଇଲାକାର ଆଦିମ ଜନଜାତି ଭୋଟରଙ୍କ ଭିତରେ ଥିଲା ତାଠୁ ଅଧିକ ଆକର୍ଷଣ।

Odisha Elections 2024
ଭୋଟ୍ ମାଗିବା ପରେ ସମୟ ନିଜ ଭୋଟ୍ ଦେବାର

ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।

Odisha Politics
ଭୋଟ୍ ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ

ପାତ୍ରପୁର ବ୍ଲକ ପଦାଦିଗି ଓ କନିରିଡ଼ାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ, କେ.ନୂଆଗାଁର ୫୪ ନମ୍ବର ବୁଥରେ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ହୋଇଥିଲା ।

odisha Politics
ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି ।

Ganjam Politics
ନିର୍ବାଚନୀ ହିଂସା ! ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ପ୍ରଦୀପ-ଶିବଶଙ୍କର ହାତାହାତି

ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Odisha Elections 2024
ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ।

Odisha Politics
ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା ।

Odisha Politics
EVMରେ ସିଲ୍ ହେଲା ୩୭ ସାଂସଦ-୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାରେ ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ, ସନ୍ଦ୍ୟା ୫ଟା ସୁଦ୍ଧା ୬୨.୯୬ % ଭୋଟ

Odisha Election 2024 MLA MP candidate list
ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

First Phase voting started in Odisha
ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।

Narendra Modi
ଆସନ୍ତା ସପ୍ତାହରେ ପୁଣି ବିଜେପିର ଟପ୍ ଥ୍ରୀ ଲିଡରଙ୍କ ଓଡ଼ିଶା ଗସ୍ତ

୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ।

Odisha Politics
ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି

ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।

Odisha Politics
ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ

ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।

Narendra Modi
୨୪ ମହାସଂଗ୍ରାମର ସମୀକରଣ ବଦଳାଇବାକୁ ବିଜେପି ଫୋକସରେ ଓଡ଼ିଶାର ଚାଷୀ

ବିରୋଧୀ ଏହାକୁ କେବଳ ନିର୍ବାଚନୀ ଥୋପ ବୋଲି କହିଥିଲା ବେଳେବିଜେପି କହିଛି ମୋଦିଙ୍କ ଏ ଘୋଷଣା ବିରୋଧୀଙ୍କ ହୋସ୍ ଉଡ଼ାଇ ଦେଇଛି ।

Odisha Politics
୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍

ସକାଳ ୭ରୁ ଭୋଟିଂ, ପ୍ରସ୍ତୁତ ବୁଥ୍ ଓ ପୋଲିଂ କର୍ମଚାରୀ । ମାଓ ପ୍ରଭାବିତ ଓ ସୀମା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ।

Odisha Politics
ରାତି ପାହିଲେ ପ୍ରଦୀପ-ଭକ୍ତ-ସିଦ୍ଧାନ୍ତ-ତାରାଙ୍କ ଭାଗ୍ୟ ପରୀକ୍ଷା

କୋରାପୁଟରେ ସପ୍ତଗିରି-କୌଶଲ୍ୟା-କାଳୀରାମ ମୁହାଁମୁହିଁ । ନୂଆପଡ଼ାରୁ ଲଢୁଛନ୍ତି ପିସିସି ମୁଖିଆ ଶରତ ପଟ୍ଟନାୟକ  ।

Crime
ବ୍ରହ୍ମପୁର ଛାତ୍ରୀ ଗଣଦୁଷ୍କର୍ମ ମାମଲା; 'BJD ନେତାଙ୍କ ସହ ୩ ଜଣଙ୍କୁ ଛାଡ଼ିଦେଲା ପୋଲିସ' 

ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ, ପୋଲିସ ଚୁପ୍ । ଗଣଦୁଷ୍କର୍ମକୁ ନେଇ ଠିକ୍ ନୁହେଁ ରାଜନୀତି କହିଲା ବିଜେଡି   ।

Baijayant Panda
‘ମୁଖ୍ୟମନ୍ତ୍ରୀଙ୍କୁ ସେ କଣ୍ଢେଇ ଭାବେ ନଚାଉଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଦାୟକ’

ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରନ୍ତୁ । ରାଜ୍ୟବାସୀ ଓ ଗଣମାଧ୍ୟମକୁ ବୈଜୟନ୍ତଙ୍କ ଅପିଲ୍ ।

Rahul Gandhi
୧୫ରେ ବଲାଙ୍ଗିର ଆସିବେ ରାହୁଲ, ବାଇକ୍‌ ରାଲି ସହ କରିବେ ଜନସଭା

ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।

Amit Shah
‘POK ଭାରତର, ଆମେ ଏହାକୁ ଫେରାଇ ଆଣିବୁ’

‘ରାହୁଲ ବାବା, ଯଦି ଆପଣ ପରମାଣୁ ବୋମାକୁ ଡରିବାକୁ ଚାହାଁନ୍ତି, ତେବେ ଡରନ୍ତୁ। ଆମେ ଭୟଭୀତ ନୁହଁ। ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ଫେରାଇ ଆଣିବୁ’ ବୋଲି କହିଛନ୍ତି ଶାହ ।

Narendra Modi
‘କଣ୍ଟାବାଞ୍ଜିରେ ଲଢ଼ୁଛନ୍ତି ନବୀନ, ହେଲେ ୧୦ଟା ଗାଁର ନାଁ କହିପାରିବେ କି ?’

ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି ।

Narendra Modi on Ratnabhandar
‘ରତ୍ନ ଭଣ୍ଡାର ଚାବି ହଜାଇ କାହା ପାପ ଘୋଡ଼ାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?’

ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ।

Narendra Modi
ନବୀନଙ୍କୁ ମୋଦିଙ୍କ ନିଶାନା..‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’

ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।