ଆରମ୍ଭ ହୋଇଯାଇଛି ସାଧାରଣ ନିର୍ବାଚନ ୨୦୨୪। ଚାରି ପର୍ଯ୍ୟାୟରେ ଚାଲିଛି ମତ ଦାନ। ପ୍ରଥମ ପର୍ଯ୍ୟାୟ ମେ ୧୩ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ଜୁନ୍ ୧ ରେ ହେବ। ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଜୁନ୍ ୪ରେ ଭୋଟ୍ ଗଣତି ପରେ ଜଣାପଡିବ।
ଆପଣ ଯଦି ସ୍ଥାନୀୟ ଲୋକ ତେବେ କେଉଁ ଦଳର କିଏ ପ୍ରାର୍ଥୀ ତାହା ନିଶ୍ଚିତ ଜାଣିଥିବେ। ଅନ୍ୟ ଅଞ୍ଚଳରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଏହି ତାଲିକାରେ ଅଛନ୍ତି ଆଉ ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ଅଧିକ ପଢ଼ନ୍ତୁ:ଜାଣନ୍ତୁ କେବେ କେଉଁଠି ଭୋଟ୍
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
---|---|---|---|---|---|
୧ | ଆସ୍କା | ଅନିତା ଶୁଭଦର୍ଶିନୀ | ରଞ୍ଜିତା ସାହୁ | ଦେବକାନ୍ତ ଶର୍ମା | * |
୨ | ବାଲେଶ୍ୱର | ପ୍ରତାପ ଚନ୍ଦ୍ର ଷଡଙ୍ଗୀ | ଲେଖାଶ୍ରୀ ସାମନ୍ତସିଂହାର | ଶ୍ରୀକାନ୍ତ ଜେନା | * |
୩ | ବରଗଡ | ପ୍ରଦୀପ ପୁରୋହିତ | ପରିଣିତା ମିଶ୍ର | ସଞ୍ଜୟ ଭୋଇ | * |
୪ | ବ୍ରହ୍ମପୁର | ପ୍ରଦୀପ ପାଣିଗ୍ରାହୀ | ଭୃଗୁ ବକ୍ସିପାତ୍ର | ରଶ୍ମି ରଂଜନ ପଟ୍ଟନାୟକ | * |
୫ | ଭଦ୍ରକ | ଅଭିମନ୍ୟୁ ସେଠି | ମଞ୍ଜୁଲତା ମଣ୍ଡଳ | ଅନନ୍ତ ସେଠି | * |
୬ | ଭୁବନେଶ୍ୱର | ଅପରାଜିତା ଷଡଙ୍ଗୀ | ମନ୍ମଥ୍ ରାଉତରାୟ | ୟାସିର୍ ନୱାଜ୍ | * |
୭ | ବଲାଙ୍ଗୀର | ସଙ୍ଗୀତା କୁମାରୀ ସିଂହଦେଓ | ସୁରେନ୍ଦ୍ର ସିଂହ ଭୋଇ | ମନୋଜ ମିଶ୍ର | * |
୮ | କଟକ | ଭର୍ତ୍ତୃହରି ମହତାବ | ସନ୍ତୃପ୍ତ ମିଶ୍ର | ସୁରେଶ ମହାପାତ୍ର | * |
୯ | ଢେଙ୍କାନାଳ | ରୁଦ୍ର ନାରାୟଣ ପାଣି | ଅବିନାଶ ସାମଲ | ସସ୍ମିତା ବେହେରା | * |
୧୦ | ଜଗତ୍ସିଂହପୁର | ବିଭୂ ପ୍ରସାଦ ତରାଇ | ରାଜଶ୍ରୀ ମଲ୍ଲିକ | ରବୀନ୍ଦ୍ର ସେଠି | * |
୧୧ | ଯାଜପୁର | ରବୀନ୍ଦ୍ର ନାରାୟଣ ବେହେରା | ଶର୍ମିଷ୍ଠା ସେଠି | ଅଞ୍ଚଳ ଦାସ | * |
୧୨ | କଳାହାଣ୍ଡି | ମାଳବିକା କେଶରୀ ଦେଓ | ଲମ୍ବୋଧର ନିଆଲ୍ | ଦ୍ରୌପଦୀ ମାଝି | * |
୧୩ | କନ୍ଧମାଳ | ସୁକାନ୍ତ ପାଣିଗ୍ରାହୀ | ଅଚ୍ୟୁତ ସାମନ୍ତ | ଅମିର ଚାନ୍ଦ ନାୟକ | * |
୧୪ | କେନ୍ଦ୍ରାପଡା | ବୈଜୟନ୍ତ ପଣ୍ଡା | ଅଂଶୁମାନ ମହାନ୍ତି | ସିଧ ସ୍ୱରୂପ ଦାସ | * |
୧୫ | କେନ୍ଦୁଝର | ଅନନ୍ତ ନାୟକ | ଧନୁର୍ଜୟ ସିଧୁ | ମୋହନ ହେମ୍ବ୍ରମ୍ | * |
୧୬ | କୋରାପୁଟ | କାଳିରାମ ମାଝି | କୌଶଲ୍ୟା ହିକକା | ସପ୍ତଗିରି ଉଲାକା | * |
୧୭ | ମୟୁରଭଞ୍ଜ | ନବ ଚନ୍ଦ୍ର ମାଝି | ସୁଦାମ ମାର୍ଣ୍ଡି | ଅଞ୍ଜନି ସୋରେନ୍ | * |
୧୮ | ନବରଙ୍ଗପୁର | ବଳଭଦ୍ର ମାଝି | ପ୍ରଦୀପ ମାଝି | ଭୂଜବଳ ମାଝି | * |
୧୯ | ପୁରୀ | ସମ୍ବିତ ପାତ୍ର | ଅରୂପ ପଟ୍ଟନାୟକ | ଜୟନାରାୟଣ ପଟ୍ଟନାୟକ | * |
୨୦ | ସମ୍ବଲପୁର | ଧର୍ମେନ୍ଦ୍ର ପ୍ରଧାନ | ପ୍ରଣବ ପ୍ରକାଶ ଦାସ | ନଗେନ୍ଦ୍ର ପ୍ରଧାନ | * |
୨୧ | ସୁନ୍ଦରଗଡ | ଜୁଏଲ୍ ଓରାମ୍ | ଦିଲ୍ଲୀପ ତିର୍କୀ | ଜନାର୍ଦ୍ଦନ ଦେହୁରୀ | * |
୧ | କେନ୍ଦୁଝର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଆନନ୍ଦପୁର | ଆଲୋକ କୁମାର ସେଠି | ଅଭିମନ୍ୟୁ ସେଠି | ଜୟଦେବ ଜେନା | * |
୨ | ଚମ୍ପୁଆ | ମୁରଲି ମନୋହର ଶର୍ମା | ସନାତନ ମହାକୁଡ | ଯଶବନ୍ତ ଲାଘୁରି | * |
୩ | ଘଷିପୁରା | ସମ୍ଭୁନାଥ ରାଉତ | ବଦ୍ରିନାରାୟଣ ପାତ୍ର | ସୁବ୍ରତ ଚକ୍ର | ସୌମ୍ୟ ରଂଜନ ପଟ୍ଟନାୟକ |
୪ | କରଞ୍ଜିଆ | ପଦ୍ମଚରଣ ହାଇବ୍ରୁ | ବାସନ୍ତି ହେମ୍ବ୍ରମ୍ | ଲକ୍ଷ୍ମୀଧର ସିଂହ | * |
୫ | କେନ୍ଦୁଝର | ମୋହନ ଚରଣ ମାଝି | ମୀନା ମାଝି | ପ୍ରତିଭା ମଞ୍ଜରୀ ନାୟକ | * |
୬ | ପାଟଣା | ଅଖିଳ ଚନ୍ଦ୍ର ନାଏକ | ଜଗନ୍ନାଥ ନାୟକ | ହୃଶିକେଶ ନାଏକ | * |
୭ | ତେଲକୋଇ | ଫକିର ମୋହନ ନାଏକ | ମାଧବ ସର୍ଦାର | ନିର୍ମଳ ଚନ୍ଦ୍ର ନାୟକ | * |
୨ | ଢେଙ୍କାନାଳ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଅନୁଗୁଳ | ପ୍ରତାପ ଚନ୍ଦ୍ର ପ୍ରଧାନ | ସଂଯୁକ୍ତା ସିଂହ | ଅମ୍ବିକା ପ୍ରସାଦ ଭଟ୍ଟ | * |
୨ | ଢେଙ୍କାନାଳ | କୃଷ୍ଣ ଚନ୍ଦ୍ର ପାତ୍ର | ସୁଧିର କୁମାର ସାମଲ | ସସ୍ମିତା ସିଂହଦେଓ | * |
୩ | ହିନ୍ଦୋଳ | ସୀମାରାଣୀ ନାୟକ | ମହେଶ ସାହୁ | ଗୋବର୍ଦ୍ଧନ ଶେଖର ନାୟକ | * |
୪ | କାମାକ୍ଷାନଗର | ଶତ୍ରୁଘ୍ନ ଜେନା | ପ୍ରଫୁଲ ମଲ୍ଲିକ | ବିପ୍ରବର ସାହୁ | * |
୫ | ପାଲ୍ଲହରା | ଅଶୋକ ମହାନ୍ତି | ମୁକେଶ ପାଲ | ଅଗସ୍ତି ବରାଡ | * |
୬ | ପର୍ଜଙ୍ଗ | ବିଭୂତି ଭୂଷଣ ପ୍ରଧାନ | ନୃସିଂହ ସାହୁ | ରଂଜିତ କୁମାର ସାହୁ | * |
୭ | ତାଳଚେର | କାଳନ୍ଦୀ ଚରଣ ସାମଲ | ବ୍ରଜ ପ୍ରଧାନ | ପ୍ରଫୁଲ ଚନ୍ଦ୍ର ଦାସ | * |
୩ | ଆସ୍କା | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଆସ୍କା | ସରୋଜ କୁମାର ପାଢି | ମଞ୍ଜୁଳା ସ୍ୱାଇଁ | ସୁରଭୀ ଭୋଇ | * |
୨ | ହିଞ୍ଜିଳି | ଶିଶିର ମିଶ୍ର | ନବୀନ ପଟ୍ଟନାୟକ | ରଜନୀକାନ୍ତ ପାଢି | * |
୩ | କବିସୂର୍ଯ୍ୟନଗର | ଲତିକା ପ୍ରଧାନ | ପ୍ରତାପ ଚନ୍ଦ୍ର ନାୟକ | ସଂଜୟ ମଣ୍ଡଳ | * |
୪ | ଖଲିକୋଟ୍ | ପୂର୍ଣ୍ଣ ଚନ୍ଦ୍ର ନାୟକ | ସୂର୍ଯ୍ୟମଣି ବୈଦ୍ୟ | ଚିତ୍ରସେନ ବେହେରା | * |
୫ | ପୋଲସରା | ଗୋକୁଳ ନନ୍ଦ ମଲ୍ଲିକ | ଶ୍ରୀକାନ୍ତ ସାହୁ | ଅଗସ୍ତି ବରଦା | * |
୬ | ସାନଖେମୁଣ୍ଡି | ଉତ୍ତମ କୁମାର ପାଣିଗ୍ରାହୀ | ସୁଲକ୍ଷଣା ଗୀତାଞ୍ଜଳି ଦେବୀ | ରମେଶ ଚନ୍ଦ୍ର ଜେନା | * |
୭ | ସୋରଡ଼ା | ନିଳମଣି ବିଷୋୟୀ | ସଙ୍ଘମିତ୍ରା ସ୍ୱାଇଁ | ହରେକୃଷ୍ଣ ରଥ | * |
୪ | କଟକ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଆଠଗଡ | ଅଭୟ କୁମାର ବାରିକ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ମହେବୁବ୍ ଅହମ୍ମଦ ଖାନ | * |
୨ | ବାଙ୍କି | ତୁଷାରକାନ୍ତ ଚକ୍ରବର୍ତ୍ତି | ଦେବୀ ରଂଜନ ତ୍ରିପାଠୀ | ଦେବାଶିଷ ପଟ୍ଟନାୟକ | * |
୩ | ବାରବାଟି | ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରା | ପ୍ରକାଶ ବେହେରା | ସୋଫିଆ ଫିର୍ଦୋଶ | * |
୪ | ବଡମ୍ବା | ସମ୍ବିତ ତ୍ରିପାଠୀ | ଦେବିପ୍ରସାଦ ମିଶ୍ର | ସଂଜୟ କୁମାର ସାହୁ | * |
୫ | କଟକ ସଦର | ପ୍ରକାଶ ଚନ୍ଦ୍ର ସେଠି | ଚନ୍ଦ୍ରସାରଥୀ ବେହେରା | ରାମ ଚନ୍ଦ୍ର ଗୋଚ୍ଛାୟତ | * |
୬ | ଚୌଦ୍ୱାର-କଟକ | ନୟନକିଶୋର ମହାନ୍ତି | ସୌଭିକ ବିଶ୍ୱାଳ | ମୀରା ମଲ୍ଲିକ | * |
୭ | ଖଣ୍ଡପଡା | ଦୁଷ୍ମନ୍ତ ସ୍ୱାଇଁ | ସାବିତ୍ରୀ ପ୍ରଧାନ | ବୈଜୟନ୍ତିମାଳା ମହାନ୍ତି | ଅନୁଭବ ପଟ୍ଟନାୟକ |
୫ | ସମ୍ବଲପୁର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଆଠମଲ୍ଲିକ | ସଞ୍ଜିବ ସାହୁ | ନଳିନୀକାନ୍ତ ପ୍ରଧାନ | ବିଜୟାନନ୍ଦ ଚାଉଳିଆ | * |
୨ | ଛେଣ୍ଡିପଦା | ସୁବାଷ ଚନ୍ଦ୍ର ପାଣିଗ୍ରାହୀ | ଅରୁନ୍ଧତୀ କୁମାରୀ ଦେବୀ | ସେମ୍ ହେମ୍ବ୍ରମ୍ | * |
୩ | କୁଚିଣ୍ଡା | ରବିନାରାୟନ ନାଏକ | ରାଜେନ୍ଦ୍ର ଛତ୍ରିଆ | କେଦାରନାଥ ବରିହା | * |
୪ | ରେଢାଖୋଲ | ଦେବେନ୍ଦ୍ର ମହାପାତ୍ର | ରୋହିତ ପୂଜାରୀ | ଆସଫ ଅଲି ଖାନ୍ | * |
୫ | ରେଙ୍ଗାଲି | ନାଉରୀ ନାୟକ | ସୁଦର୍ଶନ ହରିପାଲ | ଦିଲ୍ଲୀପ ଦୁରିଆ | * |
୬ | ସମ୍ବଲପୁର | ଜୟନାରାୟଣ ମିଶ୍ର | ପ୍ରସନ୍ନ ଆଚ୍ଚାର୍ଯ୍ୟ | ଦୁର୍ଗା ପ୍ରସାଦ ପାଢି | * |
୭ | ଦେଓଗଡ଼ | ସୁବାସଚନ୍ଦ୍ର ପାଣିଗ୍ରାହୀ | ରୋମାଞ୍ଚ ରଂଜନ ବିଶ୍ୱାଳ | ସେମ୍ ହେମ୍ବ୍ରମ | * |
୬ | ବରଗଡ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଅତ୍ତାବିରା | ନିହାର ରଂଜନ ମହାନନ୍ଦ | ସ୍ନେହାଙ୍ଗିନୀ ଛୁରିଆ | ଅଭିଶେଖ ସେଠ | * |
୨ | ବରଗଡ | ଅଶ୍ୱିନୀ କୁମାର ଷଡଙ୍ଗୀ | ବେବାଶିଷ ଆଚ୍ଚାର୍ଯ୍ୟ | ନିପନ କୁମାର ଦାଶ | * |
୩ | ଭଟ୍ଲି | ଇରାଶିଷ ଆଚ୍ଚାର୍ଯ୍ୟ | ସୁଶାନ୍ତ ସିଂହ | ବ୍ରହ୍ମା ମହାକୁଡ | * |
୪ | ବିଜେପୁର | ସନତ କୁମାର ଗର୍ତିଆ | ରିତା ସାହୁ | କିଶୋର ଦଫାଦାର୍ | * |
୫ | ବ୍ରଜରାଜନଗର | ସୁରେଶ ପୂଜାରୀ | ଅଳକା ମହାନ୍ତି | କିଶୋର ଚନ୍ଦ୍ର ପଟେଲ | * |
୬ | ଝାରସୁଗୁଡା | ଟଙ୍କଧର ତ୍ରିପାଠୀ | ଦିପାଳୀ ଦାସ | ଅମିତା ବିଶ୍ୱାଳ | * |
୭ | ପଦ୍ମପୁର | ଗୋବର୍ଦ୍ଧନ ଭୋୟ | ବର୍ଷା ସିଂହ ବରିହା | ଟଙ୍କଧର ସାହୁ | * |
୭ | କେନ୍ଦ୍ରାପଡା | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଆଳି | କୃଷ୍ଣ ଚନ୍ଦ୍ର ପଣ୍ଡା | ପ୍ରତାପ ଦେବ | ଦେବସ୍ମିତା ଶର୍ମା | * |
୨ | କେନ୍ଦ୍ରାପଡା | ଗୀତାଞ୍ଜଳି ସେଠି | ଗଣେଶ୍ୱର ବେହେରା | ସିପ୍ରା ମଲିକ | * |
୩ | ମହାକାଳପଡା | ଦୁର୍ଗା ପ୍ରସନ୍ନ ନାୟକ | ଅତନୁ ସବ୍ୟସାଚୀ ନାୟକ | ଲୋକନାଥ ମହାରଥୀ | * |
୪ | ମାହାଙ୍ଗା | ସୁମନ୍ତ କୁମାର ଘଡେଇ | ଅଙ୍କିତ ପ୍ରତାପ ଜେନା | ଦେବେନ୍ଦ୍ର ସାହୁ | * |
୫ | ପାଟକୁରା | ତେଜେଶ୍ୱର ପରିଡା | ଅରବିନ୍ଦ ମହାପାତ୍ର | ରତିକାନ୍ତ କାନୁନ୍ଗୋ | * |
୬ | ରାଜନଗର | ଲଳିତ ବେହେରା | ଧ୍ରୁବ ସାହୁ | ଅଶୋକ ପ୍ରତିହାରୀ | * |
୭ | ସାଲେପୁର | ଅରିନ୍ଦମ ରାୟ | ପ୍ରଶାନ୍ତ ବେହେରା | ଆକ୍ୟୁବ ଉଜ୍ଜାମନ ଖାଁ | * |
୮ | ବାଲେଶ୍ୱର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବଡସାହି | ସନାତନ ବିଜୁଳି | ଅନୁସୂୟା ପାତ୍ର | କ୍ଷିରୋଦ ଚନ୍ଦ୍ର ପାତ୍ର | * |
୨ | ବସ୍ତା | ରବୀନ୍ଦ୍ର ଅନ୍ଦିଆ | ସୁଭାସିନି ଜେନା | ବିଜନ ନାୟକ | * |
୩ | ଭୋଗରାଇ | ଆଶିଷ ପାତ୍ର | ଗୌତମ ବୁଦ୍ଧ ଦାସ | ସତ୍ୟ ଶିବ ଦାସ | * |
୪ | ଜଳେଶ୍ୱର | ବ୍ରଜ ପ୍ରଧାନ | ଅଶ୍ୱିନୀ ପାତ୍ର | ଦେବୀ ପ୍ରଶନ୍ନ ଚାନ୍ଦ | * |
୫ | ନୀଳଗିରି | ସନ୍ତୋଷ ଖଟୁଆ | ସୁକାନ୍ତ କୁମାର ନାୟକ | ଅକ୍ଷୟ ଆଚାର୍ଯ୍ୟ | * |
୬ | ରେମୁଣା | ଗୋବିନ୍ଦ ଚନ୍ଦ୍ର ଦାସ | ବିଦ୍ୟାସ୍ମିତା ମହାଳିକ | ସୁଦର୍ଶନ ଜେନା | * |
୭ | ବାଲେଶ୍ୱର ସଦର | ମାନସ କୁମାର ଦତ୍ତ | ସ୍ୱରୂପ ଦାସ | ମୋନାଲିସା ଲେଙ୍କା | * |
୯ | କନ୍ଧମାଳ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବାଲିଗୁଡା | କଳ୍ପନା କୁମାରୀ କଅଁର | ଚକ୍ରମଣି କଅଁର | ଉପେନ୍ଦ୍ର ପ୍ରଧାନ | * |
୨ | ଭଞ୍ଜନଗର | ପ୍ରଦ୍ୟୁମ୍ନ କୁମାର ନାୟକ | ବିକ୍ରମ କେଶରୀ ଆରୁଖ | ପ୍ରଶାନ୍ତ କୁମାର ବିଷୋୟୀ | * |
୩ | ବୌଦ୍ଧ | ସରୋଜ ପ୍ରଧାନ | ପ୍ରଦୀପ ଅମାତ | ନବ କୁମାର ମିଶ୍ର | * |
୪ | ଦଶପଲ୍ଲା | ରାଘବ ମଲ୍ଲିକ | ରମେଶ ବେହେରା | ନକୁଳ ନାୟକ | * |
୫ | ଜି. ଉଦୟଗିରି | ମାନଗୋବିନ୍ଦ ପ୍ରଧାନ | ସାଲୁଗା ପ୍ରଧାନ | ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ | * |
୬ | କଣ୍ଟାମାଳ | କହ୍ନେଇ ଚରଣ ଡାଙ୍ଗ | ମହିଧର ରଣା | ଶରତ କୁମାର ପ୍ରଧାନ | * |
୭ | ଫୁଲବାଣୀ | ଉମା ଚରଣ ମଲ୍ଲିକ | ଜୟାଶ୍ରୀ କଅଁର | ପ୍ରତିଭା କଅଁର | * |
୧୦ | ଜଗତ୍ସିଂହପୁର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବାଲିକୁଦା-ଏରସମା | ସତ୍ୟ ସାରଥୀ ମହାନ୍ତି | ଶାରଦା ପ୍ରଶନ୍ନ ଜେନା | ନଳିନୀ ସ୍ୱାଇଁ | * |
୨ | ଜଗତ୍ସିଂହପୁର | ଅମରେନ୍ଦ୍ର ଦାଶ | ପ୍ରଶାନ୍ତ ମୁଦୁଲି | ପ୍ରତିମା ମଲ୍ଲିକ | * |
୩ | କାକଟପୁର | ବାଇଧର ମଲ୍ଲିକ | ତୁଷାରକାନ୍ତି ବେହେରା | ବିଶ୍ୱ ଭୂଷଣ ଦାସ | * |
୪ | ନିଆଳି | ଛବି ମଲ୍ଲିକ | ପ୍ରମୋଦ ମଲ୍ଲିକ | ଜ୍ୟୋତି ରଂଜନ ମଲ୍ଲିକ | * |
୫ | ନିମାପଡା | ପ୍ରଭାତି ପରିଡା | ଦିଲ୍ଲୀପ ନାୟକ | ସିଦ୍ଧାର୍ଥ ରାଉତରାୟ | * |
୬ | ପାରାଦୀପ | ସମ୍ପଦ କୁମାର ସ୍ୱାଇଁ | ଗୀତାଞ୍ଜଳି ରାଉତରାୟ | ନିରଞ୍ଜନ ନାୟକ | * |
୭ | ତିର୍ତ୍ତୋଲ | ରାଜକିଶୋର ବେହେରା | ରମାକାନ୍ତ ଭୋଇ | ହିମାଂଶୁ ଭୂଷଣ ମଲ୍ଲିକ | * |
୧୧ | ମୟୁରଭଞ୍ଜ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବାଙ୍ଗିରିପୋଷି | ସଞ୍ଜଳି ମୁର୍ମୁ | ରଞ୍ଜିତା ମାର୍ଣ୍ଡି | ମୁରଲି ଧର ନାଏକ | * |
୨ | ବାରିପଦା | ପ୍ରକାଶ ସୋରେନ୍ | ସନନ୍ଦ ମାର୍ଣ୍ଡି | ପ୍ରମୋଦ ହେମ୍ବ୍ରମ୍ | * |
୩ | ଯଶିପୁର | ଗଣେଶ ରାମ ସିଂହ ଖୁଣ୍ଟିଆ | ଚକ୍ରଧରର ହେମ୍ବ୍ରମ୍ | ଶ୍ରୀମତୀ ଶ୍ୱେତା ଛତର | * |
୪ | ମୋରଡା | କୃଷ୍ଣ ଚନ୍ଦ୍ର ମହାପାତ୍ର | ପ୍ରିତିନନ୍ଦ କାନୁନ୍ଗୋ | ପ୍ରଭାସ କର ମହାପାତ୍ର | * |
୫ | ରାଇରଙ୍ଗପୁର | ଜୋଲେଲ୍ ବର୍ଦା | ରାଇସିସ୍ ମୁର୍ମୁ | ଯୋଗେନ୍ଦ୍ର ବଅଁରା | * |
୬ | ସାରସକଣା | ଭଦଭ ହାଂସଦା | ଦେବାଶିଷ ମାର୍ଣ୍ଡି | ରାମ କୁମାର ସୋରେନ୍ | * |
୭ | ଉଦଳା | ଭାସ୍କର ମଢ଼େଇ | ଶ୍ରୀନାଥ ସୋରେନ୍ | ଦୁର୍ଗାଚରଣ ଟୁଡୁ | * |
୧୨ | ଯାଜପୁର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବଡଚଣା | ଅମର କୁମାର ନାୟକ | ବର୍ଷା ପ୍ରିୟଦର୍ଶିନୀ | ଅଜୟ ସାମଲ | * |
୨ | ବରୀ | ଉମେଶ ଚନ୍ଦ୍ର ଜେନା | ବିଶ୍ୱରଂଜନ ମଲ୍ଲିକ | ଦେବାଶିଷ ନାୟକ | * |
୩ | ଧର୍ମଶାଳା | ସ୍ମୃତିରେଖା ପହୀ | ପ୍ରଣବ ବଳବନ୍ତରାୟ | କିସନ ପଣ୍ଡା | * |
୪ | ଯାଜପୁର | ଗୌତମ ରାୟ | ସୁଜାତା ସାହୁ | ସୁଦିପ କୁମାର କର | * |
୫ | କୋରେଇ | ଆକାଶ ଦାସ ନାୟକ | ସନ୍ଧ୍ୟାରାଣୀ | ବନ୍ଦିତା ପରିଡା | * |
୬ | ସୁକିନ୍ଦା | ପ୍ରଦୀପ ବଳସାମନ୍ତ | ପ୍ରୀତିରଞ୍ଜନ ଘଡେଇ | ବିଭୂ ଭୂଷଣ ରାଉତ | * |
୭ | ବିଂଝାରପୁର | ବବିତା ମଲ୍ଲିକ | ପ୍ରମିଳା ମଲ୍ଲିକ | କନକଲତା ମଲ୍ଲିକ | * |
୧୩ | ଭଦ୍ରକ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବାସୁଦେବପୁର | ବାଣୀକଲ୍ୟାଣ ମହାନ୍ତି | ବିଷ୍ଣୁବ୍ରତ ରାଉତରାୟ | ଅଶୋକ କୁମାର ଦାସ | * |
୨ | ଭଦ୍ରକ | ସୀତାଂଶୁ ଶେଖର ମହାପାତ୍ର | ପ୍ରଫୁଲ ସାମଲ | ଅସିତ ପଟ୍ଟନାୟକ | * |
୩ | ଭଣ୍ଡାରିପୋଖରୀ | ସୁଧାଂଶୁ ନାୟକ | ସଞ୍ଜୀବ ମଲ୍ଲିକ | ନିରଞ୍ଜନ ପଟ୍ଟନାୟକ | * |
୪ | ଚାନ୍ଦବାଲି | ମନମୋହନ ସାମଲ | ବ୍ୟୋମକେଶ ରାୟ | ଅମିୟ କୁମାର ମହାପାତ୍ର | * |
୫ | ଧାମନଗର | ସୂର୍ଯ୍ୟବଂଶୀ ସୂରଜ | ଡକ୍ଟର ସଞ୍ଜୟ ଦାସ | ରଂଜନ ବେହେରା | * |
୬ | ସିମୁଳିଆ | ପଦ୍ମଲୋଚନ ପଣ୍ଡା | ସୁଭାସିନୀ ସାହୁ | ହିମାଂଶୁ ଶେଖର ବେହେରା | * |
୭ | ସୋର | ପର୍ଶୁରାମ ଧଡ଼ା | ମାଧବ ଧଡ଼ା | ସୁବ୍ରତ ଧଡ଼ା | * |
୧୪ | ଭୁବନେଶ୍ୱର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବେଗୁନିଆ | ପ୍ରକାଶ ରଣବିଜୁଳି | ପ୍ରଦୀପ ସାହୁ | ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ | * |
୨ | ଭୁବନେଶ୍ୱର ମଧ୍ୟ | ଜଗନ୍ନାଥ ପ୍ରଧାନ | ଅନନ୍ତ ନାରାୟଣ ଜେନା | ପ୍ରକାଶ ଚନ୍ଦ୍ର ଜେନା | * |
୩ | ଭୁବନେଶ୍ୱର ଉତ୍ତର | ପ୍ରିୟଦର୍ଶି ମିଶ୍ର | ସୁଶାନ୍ତ କୁମାର ରାଉତ | ଅଶୋକ କୁମାର ଦାସ | * |
୪ | ଏକାମ୍ର ଭୁବନେଶ୍ୱର | ବାବୁ ସିଂହ | ଅଶୋକ ଚନ୍ଦ୍ର ପଣ୍ଡା | ପ୍ରଶାନ୍ତ କୁମାର ଚମ୍ପତି | * |
୫ | ଜଟଣୀ | ବିଶ୍ୱରଂଜନ ବଡଜେନା | ବିଭୂତି ବଳବନ୍ତରାୟ | ସନ୍ତୋଷ ଜେନା | * |
୬ | ଜୟଦେବ | ଅରବିନ୍ଦ ଢାଲି | ନବ କିଶୋର ମଲ୍ଲିକ | କୃଷ୍ଣ ସଗରିଆ | * |
୭ | ଖୋର୍ଦ୍ଧା | ପ୍ରଶାନ୍ତ ଜଗଦେବ | ରାଜେନ୍ଦ୍ର ସାହୁ | ସୋନାଲି ସାହୁ | * |
୧୫ | ବ୍ରହ୍ମପୁର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବ୍ରହ୍ମପୁର | କେ. ଅନିଲ କୁମାର | ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ | ଦୀପକ ପଟ୍ଟନାୟକ | * |
୨ | ଛତ୍ରପୁର | କୃଷ୍ଣ ଚନ୍ଦ୍ର ନାୟକ | ସୁବାଷ ବେହେରା | ଭାଗିରଥି ବେହେରା | * |
୩ | ଚିକିଟି | ମନୋରଂଜନ ଦ୍ୟାନ ସାମନ୍ତରାୟ | ଚିନ୍ମୟ ନନ୍ଦ | ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ | * |
୪ | ଦିଗପହଣ୍ଡି | ସିଦ୍ଧାନ୍ତ ମହାପାତ୍ର | ବିପ୍ଳବ ପାତ୍ର | ସାକା ସୁଜିତ କୁମାର | * |
୫ | ଗୋପାଳପୁର | ବିଭୂତି ଭୂଷଣ ଜେନା | ବିକ୍ରମ ପଣ୍ଡା | ଶ୍ୟାମ ସୁନ୍ଦର ସାହୁ | * |
୬ | ମୋହନା | ପ୍ରଶାନ୍ତ ମଲ୍ଲିକ | ଅନ୍ତର୍ଯ୍ୟାମୀ ଗମାଙ୍ଗ | ଦାଶରଥୀ ଗମାଙ୍ଗ | * |
୭ | ପାରଳାଖେମୁଣ୍ଡି | କେ. ନାରାୟଣ ରାଓ | ରୂପେଶ ପାଣିଗ୍ରାହୀ | ବିଜୟ ପଟ୍ଟନାୟକ | * |
୧୬ | କଳାହାଣ୍ଡି | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଭବାନୀପାଟଣା | ପ୍ରଦୀପ୍ତ କୁମାର ନାଏକ | ଲତିକା ନାୟକ | ସାଗର ଚରଣ ଦାସ | * |
୨ | ଧର୍ମଗଡ | ସୁଧୀର ପାଟ୍ଟଯୋଶୀ | ପୁଷ୍ପେନ୍ଦ୍ର ସିଂହ ଦେଓ | ରଶ୍ମୀରେଖା ରାଉତ | * |
୩ | ଜୁନାଗଡ | ମନୋଜ କୁମାର ମେହର | ଦିବ୍ୟଶଙ୍କର ମିଶ୍ର | ତୁଲେଶ୍ୱର ନାଏକ | * |
୪ | ଖଡିଆଳ | ହିତେଶ କୁମାର ବଗର୍ତ୍ତି | ଅଧିରାଜ ପାଣିଗ୍ରାହୀ | କମଳ ଚରଣ ତାଣ୍ଡି | * |
୫ | ଲାଞ୍ଜିଗଡ | ରମେଶ ଚନ୍ଦ୍ର ମାଝି | ପ୍ରଦୀପ ଦିଶାରୀ | ବଳଭଦ୍ର ମାଝି | * |
୬ | ନର୍ଲା | ଅନିରୁଦ୍ଧ ପ୍ରଧାନ | ମନୋରମା ମହାନ୍ତି | ଭକ୍ତ ଚରଣ ଦାସ | * |
୭ | ନୂଆପଡା | ଅଭିନନ୍ଦନ କୁମାର ପଣ୍ଡା | ରାଜେନ୍ଦ୍ର ଢୋଲକିଆ | ଶରତ ପଟ୍ଟନାୟକ | * |
୧୭ | ସୁନ୍ଦରଗଡ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବୀରମିତ୍ରପୁର | ଶଙ୍କର ଓରାମ | ରୋହିତ ଜେ. ତିର୍କୀ | ନିହାର ସୋରେନ୍(ଏଜଏମ୍ଏମ୍) | * |
୨ | ବଣାଇ | ସେବତୀ ନାୟକ | ଭିମସେନ ଚୌଧୁରୀ | ଲକ୍ଷ୍ମଣ ମୁଣ୍ଡା (ସିପିଏମ୍) | * |
୩ | ରଘୁନାଥପଲି | ଦୁର୍ଗା ଚରଣ ତନ୍ତୀ | ଅର୍ଚ୍ଚନା ରେଖା ବେହେରା | ଗୋପାଳ ଦାସ | * |
୪ | ରାଜଗାଙ୍ଗପୁର | ନରସିଂହ ମିଞ୍ଜ୍ | ଅନିଲ୍ ବର୍ୱା | ସିଏସ୍ ରଞ୍ଜନ ଏକ୍କା | * |
୫ | ରାଉରକେଲା | ଦିଲ୍ଲିପ ରାୟ | ସାରଦା ପି. ନାୟକ | ବୀରେନ୍ଦ୍ର ନାଥ ପଟ୍ଟନାୟକ | * |
୬ | ସୁନ୍ଦରଗଡ | କୁସୁମ ଟେଟେ | ଯୋଗେଶ ସିଂହ | ସୁଧାରାଣୀ ରାଉଦିଆ | * |
୭ | ତଳସରା | ଭବାନୀ ଶଙ୍କର ଭୋଇ | ବିନୟ ଟପ୍ପୋ | ଦେବେନ୍ଦ୍ର ଭିତରିଆ | * |
୧୮ | ବଲାଙ୍ଗୀର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବୀରମହାରାଜପୁର | ରଘୁନାଥ ଜଗଦଲ | ପଦ୍ମନାଭ ବେହେରା | ପ୍ରଦୀପ ସେଠି | * |
୨ | ବଲାଙ୍ଗୀର | ଗୋପାଲଜୀ ପାଣିଗ୍ରାହୀ | କଳିକେଶ ନାରାୟଣ ସିଂହଦେଓ | ସମରେନ୍ଦ୍ର ମିଶ୍ର | * |
୩ | କଣ୍ଟାବାଞ୍ଝି | ଲକ୍ଷ୍ମଣ ବାଗ | ନବୀନ ପଟ୍ଟନାୟକ | ସନ୍ତୋଷ ସିଂହ ସାଲୁଜା | * |
୪ | ଲୋଇସିଂହା | ମୁକେଶ ମହାଲିଙ୍ଗ | ନିହାର ବେହେରା | ଓମ୍ ପ୍ରକାଶ କୁମ୍ଭାର | * |
୫ | ପାଟଣାଗଡ | କନକବର୍ଦ୍ଧନ ସିଂହଦେଓ | ସରୋଜ ମେହେର | ଅନିଲ ମେହେର | * |
୬ | ସୋନପୁର | ପ୍ରମୋଦ ମହାପାତ୍ର | ନିରଞ୍ଜନ ପୂଜାରୀ | ପ୍ରିୟବ୍ରତ ସାହୁ | * |
୭ | ଟିଟିଲାଗଡ | ନବୀନ ଜୈନ | ଟୁକୁନି ସାହୁ | ବିରେନ୍ଦ୍ର ବାଗ | * |
୧୯ | କୋରାପୁଟ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବିସମ କଟକ | ଜଗନ୍ନାଥ ନୁନ୍ଦୁର୍କା | ଜଗନ୍ନାଥ ସାରକା | ନିଳମାଧବ ହିକ୍କା | * |
୨ | ଗୁଣୁପୁର | ତ୍ରିନାଥ ଗମାଙ୍ଗ | ରଘୁନାଥ ଗମାଙ୍ଗ | ସତ୍ୟଜୀତ ଗମାଙ୍ଗ | * |
୩ | ଜୟପୁର | ଗୌତମ ସାମନ୍ତରାୟ | ଇନ୍ଦିରା ନନ୍ଦ | ତାରା ପ୍ରଶାଦ ବାହିନୀପତି | * |
୪ | କୋରାପୁଟ | ରଘୁରାମ ମାଚ | ରଘୁରାମ ପଦଲ | କୃଷ୍ଣ ଚନ୍ଦ୍ର କୁଳଦୀପ | * |
୫ | ଲକ୍ଷ୍ମୀପୁର | କୈଳାଶ ଲୁଲେଶିକା | ପ୍ରଭୁ ଜାନି | ପବିତ୍ର ସଉନ୍ତ | * |
୬ | ପଟ୍ଟାଙ୍ଗୀ | ଚୈତନ୍ୟ ନନ୍ଦିବଲି | ପ୍ରଫୁଲ୍ଲ କୁମାର ପାଙ୍ଗି | ରାମଚନ୍ଦ୍ର କଦମ୍ | * |
୭ | ରାୟଗଡା | ବସନ୍ତ କୁମାର ଉଲ୍ଲାକା | ଅନୁସୟା ମାଝି | କଦ୍ରକା ଅଲ୍ଲପସ୍ୱାମୀ | * |
୨୦ | ପୁରୀ | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ବ୍ରହ୍ମଗିରି | ଉପାସନା ମହାପାତ୍ରା | ଉପାକାନ୍ତ ସାମନ୍ତରାୟ | ମିତ୍ରଭାନୁ ମହାପାତ୍ର | * |
୨ | ଚିଲିକା | ପୃଥ୍ୱୀରାଜ ହରିଚନ୍ଦନ | ରଘୁନାଥ ସାହୁ | ପ୍ରଦୀପ କୁମାର ସ୍ୱାଇଁ | * |
୩ | ପିପିଲି | ଆଶ୍ରିତ କୁମାର ପଟ୍ଟନାୟକ | ରୁଦ୍ରପ୍ରତାପ ମହାରଥୀ | ଜ୍ଞାନ ରଞ୍ଜନ ପଟ୍ଟନାୟକ | * |
୪ | ପୁରୀ | ଜୟନ୍ତ କୁମାର ଷଡଙ୍ଗୀ | ସୁନିଲ ମହାନ୍ତି | ଉମାବଲ୍ଲଭ ରଥ | * |
୫ | ରଣପୁର | ସୁରମା ପାଢୀ | ସତ୍ୟନାରାୟଣ ପ୍ରଧାନ | ବିଭୂ ପ୍ରସାଦ ମିଶ୍ର | * |
୬ | ସତ୍ୟବାଦୀ | ଓମ୍ ପ୍ରକାଶ ମିଶ୍ର | ସଞ୍ଜୟ କୁମାର ଦାସବର୍ମା | ମନୋଜ ରଥ | * |
୭ | ନୟାଗଡ଼ | ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ | ଅରୁଣ ସାହୁ | ରଂଜିତ ଦାସ | * |
୨୧ | ନବରଙ୍ଗପୁର | ||||
କ୍ର. | ନିର୍ବାଚନ ମଣ୍ଡଳୀ | ବିଜେପି | ବିଜେଡି | କଂଗ୍ରେସ | ସ୍ୱାଧୀନ |
୧ | ଚିତ୍ରକୋଣ୍ଡା | ଡମ୍ବରୁ ସିସା | ଲକ୍ଷ୍ମୀପ୍ରିୟା ନାୟକ | ମଙ୍ଗୁ ଖିଲ | * |
୨ | ଡାବୁଗାଁ | ସୋମନାଥ ପୂଜାରୀ | ମନୋହର ଗାନ୍ଧାରୀ | ଡକ୍ଟର ଲିପିକା ମାଝି | * |
୩ | ଝରିଗାଁ | ନରସିଂହ ଭତ୍ରା | ରମେଶ ମାଝି | ହରବତୀ ଗଣ୍ଡ୍ | * |
୪ | କୋଟପାଡ | ରୁପୁ ଭତ୍ରା | ଚନ୍ଦ୍ରଶେଖର ମାଝି | ଅନାମ ଦିଅଁ | * |
୫ | ମାଲକାନଗିରି | ନରସିଂହ ମାଦକାମି | ମାନସ ମାଡକାମି | ମାଳ ମାଢି | * |
୬ | ନବରଙ୍ଗପୁର | ଗୌରିଶଙ୍କର ମାଝି | କୌଶଲ୍ୟା ପ୍ରଧାନି | ଦିଲ୍ଲୀପ ପ୍ରଧାନ | * |
୭ | ଉମରକୋଟ | ନିତ୍ୟାନନ୍ଦ ଗଣ୍ଡ୍ | ନବୀନ ନାୟକ | ସରୋଜ ଗଣ୍ଡ | * |