Advertisment

ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Odisha Election 2024 MLA MP candidate list

Odisha Election 2024 MLA MP candidate list

ଆରମ୍ଭ ହୋଇଯାଇଛି ସାଧାରଣ ନିର୍ବାଚନ ୨୦୨୪। ଚାରି ପର୍ଯ୍ୟାୟରେ ଚାଲିଛି ମତ ଦାନ। ପ୍ରଥମ ପର୍ଯ୍ୟାୟ ମେ ୧୩ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ଜୁନ୍ ୧ ରେ ହେବ। ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଜୁନ୍ ୪ରେ ଭୋଟ୍ ଗଣତି ପରେ ଜଣାପଡିବ।

Advertisment

ଆପଣ ଯଦି ସ୍ଥାନୀୟ ଲୋକ ତେବେ କେଉଁ ଦଳର କିଏ ପ୍ରାର୍ଥୀ ତାହା ନିଶ୍ଚିତ ଜାଣିଥିବେ। ଅନ୍ୟ ଅଞ୍ଚଳରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଏହି ତାଲିକାରେ ଅଛନ୍ତି ଆଉ ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

 ଅଧିକ ପଢ଼ନ୍ତୁ:ଜାଣନ୍ତୁ କେବେ କେଉଁଠି ଭୋଟ୍

 ବିଧାନସଭା ପ୍ରାର୍ଥୀ ତାଲିକା ୨୦୨୪ 

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ଆସ୍କାଅନିତା ଶୁଭଦର୍ଶିନୀରଞ୍ଜିତା ସାହୁଦେବକାନ୍ତ ଶର୍ମା*
ବାଲେଶ୍ୱରପ୍ରତାପ ଚନ୍ଦ୍ର ଷଡଙ୍ଗୀଲେଖାଶ୍ରୀ ସାମନ୍ତସିଂହାରଶ୍ରୀକାନ୍ତ ଜେନା*
ବରଗଡପ୍ରଦୀପ ପୁରୋହିତପରିଣିତା ମିଶ୍ରସଞ୍ଜୟ ଭୋଇ*
ବ୍ରହ୍ମପୁରପ୍ରଦୀପ ପାଣିଗ୍ରାହୀଭୃଗୁ ବକ୍ସିପାତ୍ରରଶ୍ମି ରଂଜନ ପଟ୍ଟନାୟକ*
ଭଦ୍ରକଅଭିମନ୍ୟୁ ସେଠିମଞ୍ଜୁଲତା ମଣ୍ଡଳଅନନ୍ତ ସେଠି*
ଭୁବନେଶ୍ୱରଅପରାଜିତା ଷଡଙ୍ଗୀମନ୍ମଥ୍ ରାଉତରାୟୟାସିର୍ ନୱାଜ୍*
ବଲାଙ୍ଗୀରସଙ୍ଗୀତା କୁମାରୀ ସିଂହଦେଓସୁରେନ୍ଦ୍ର ସିଂହ ଭୋଇମନୋଜ ମିଶ୍ର*
କଟକଭର୍ତ୍ତୃହରି ମହତାବସନ୍ତୃପ୍ତ ମିଶ୍ରସୁରେଶ ମହାପାତ୍ର*
ଢେଙ୍କାନାଳରୁଦ୍ର ନାରାୟଣ ପାଣିଅବିନାଶ ସାମଲସସ୍ମିତା ବେହେରା*
୧୦ଜଗତ୍‌ସିଂହପୁରବିଭୂ ପ୍ରସାଦ ତରାଇରାଜଶ୍ରୀ ମଲ୍ଲିକରବୀନ୍ଦ୍ର ସେଠି*
୧୧ଯାଜପୁରରବୀନ୍ଦ୍ର ନାରାୟଣ ବେହେରାଶର୍ମିଷ୍ଠା ସେଠିଅଞ୍ଚଳ ଦାସ*
୧୨କଳାହାଣ୍ଡିମାଳବିକା କେଶରୀ ଦେଓଲମ୍ବୋଧର ନିଆଲ୍ଦ୍ରୌପଦୀ ମାଝି*
୧୩କନ୍ଧମାଳସୁକାନ୍ତ ପାଣିଗ୍ରାହୀଅଚ୍ୟୁତ ସାମନ୍ତଅମିର ଚାନ୍ଦ ନାୟକ*
୧୪କେନ୍ଦ୍ରାପଡାବୈଜୟନ୍ତ ପଣ୍ଡାଅଂଶୁମାନ ମହାନ୍ତିସିଧ ସ୍ୱରୂପ ଦାସ*
୧୫କେନ୍ଦୁଝରଅନନ୍ତ ନାୟକଧନୁର୍ଜୟ ସିଧୁମୋହନ ହେମ୍ବ୍ରମ୍*
୧୬କୋରାପୁଟକାଳିରାମ ମାଝିକୌଶଲ୍ୟା ହିକକାସପ୍ତଗିରି ଉଲାକା*
୧୭ମୟୁରଭଞ୍ଜନବ ଚନ୍ଦ୍ର ମାଝିସୁଦାମ ମାର୍ଣ୍ଡିଅଞ୍ଜନି ସୋରେନ୍*
୧୮ନବରଙ୍ଗପୁରବଳଭଦ୍ର ମାଝିପ୍ରଦୀପ ମାଝିଭୂଜବଳ ମାଝି*
୧୯ପୁରୀସମ୍ବିତ ପାତ୍ରଅରୂପ ପଟ୍ଟନାୟକଜୟନାରାୟଣ ପଟ୍ଟନାୟକ*
୨୦ସମ୍ବଲପୁରଧର୍ମେନ୍ଦ୍ର ପ୍ରଧାନପ୍ରଣବ ପ୍ରକାଶ ଦାସନଗେନ୍ଦ୍ର ପ୍ରଧାନ*
୨୧ସୁନ୍ଦରଗଡଜୁଏଲ୍ ଓରାମ୍ଦିଲ୍ଲୀପ ତିର୍କୀଜନାର୍ଦ୍ଦନ ଦେହୁରୀ*
Advertisment

 ଲୋକସଭା ପ୍ରାର୍ଥୀ ତାଲିକା ୨୦୨୪

କେନ୍ଦୁଝର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଆନନ୍ଦପୁର

ଆଲୋକ କୁମାର ସେଠିଅଭିମନ୍ୟୁ ସେଠିଜୟଦେବ ଜେନା*
ଚମ୍ପୁଆମୁରଲି ମନୋହର ଶର୍ମାସନାତନ ମହାକୁଡ ଯଶବନ୍ତ ଲାଘୁରି *
ଘଷିପୁରାସମ୍ଭୁନାଥ ରାଉତବଦ୍ରିନାରାୟଣ ପାତ୍ରସୁବ୍ରତ ଚକ୍ରସୌମ୍ୟ ରଂଜନ ପଟ୍ଟନାୟକ
କରଞ୍ଜିଆପଦ୍ମଚରଣ ହାଇବ୍ରୁବାସନ୍ତି ହେମ୍ବ୍ରମ୍ ଲକ୍ଷ୍ମୀଧର ସିଂହ*
କେନ୍ଦୁଝରମୋହନ ଚରଣ ମାଝି ମୀନା ମାଝିପ୍ରତିଭା ମଞ୍ଜରୀ ନାୟକ *
ପାଟଣାଅଖିଳ ଚନ୍ଦ୍ର ନାଏକଜଗନ୍ନାଥ ନାୟକ ହୃଶିକେଶ ନାଏକ *
ତେଲକୋଇଫକିର ମୋହନ ନାଏକମାଧବ ସର୍ଦାରନିର୍ମଳ ଚନ୍ଦ୍ର ନାୟକ*

ଢେଙ୍କାନାଳ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଅନୁଗୁଳ

ପ୍ରତାପ ଚନ୍ଦ୍ର ପ୍ରଧାନ ସଂଯୁକ୍ତା ସିଂହଅମ୍ବିକା ପ୍ରସାଦ ଭଟ୍ଟ*
ଢେଙ୍କାନାଳକୃଷ୍ଣ ଚନ୍ଦ୍ର ପାତ୍ର

ସୁଧିର କୁମାର ସାମଲ

ସସ୍ମିତା ସିଂହଦେଓ*
ହିନ୍ଦୋଳସୀମାରାଣୀ ନାୟକମହେଶ ସାହୁଗୋବର୍ଦ୍ଧନ ଶେଖର ନାୟକ*
କାମାକ୍ଷାନଗରଶତ୍ରୁଘ୍ନ ଜେନାପ୍ରଫୁଲ ମଲ୍ଲିକବିପ୍ରବର ସାହୁ*
ପାଲ୍ଲହରାଅଶୋକ ମହାନ୍ତିମୁକେଶ ପାଲଅଗସ୍ତି ବରାଡ*
ପର୍ଜଙ୍ଗବିଭୂତି ଭୂଷଣ ପ୍ରଧାନନୃସିଂହ ସାହୁ ରଂଜିତ କୁମାର ସାହୁ*
ତାଳଚେରକାଳନ୍ଦୀ ଚରଣ ସାମଲବ୍ରଜ ପ୍ରଧାନପ୍ରଫୁଲ ଚନ୍ଦ୍ର ଦାସ*

ଆସ୍କା

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ଆସ୍କାସରୋଜ କୁମାର ପାଢିମଞ୍ଜୁଳା ସ୍ୱାଇଁସୁରଭୀ ଭୋଇ*
ହିଞ୍ଜିଳିଶିଶିର ମିଶ୍ରନବୀନ ପଟ୍ଟନାୟକରଜନୀକାନ୍ତ ପାଢି*
କବିସୂର୍ଯ୍ୟନଗରଲତିକା ପ୍ରଧାନପ୍ରତାପ ଚନ୍ଦ୍ର ନାୟକସଂଜୟ ମଣ୍ଡଳ*
ଖଲିକୋଟ୍ପୂର୍ଣ୍ଣ ଚନ୍ଦ୍ର ନାୟକ ସୂର୍ଯ୍ୟମଣି ବୈଦ୍ୟଚିତ୍ରସେନ ବେହେରା*
ପୋଲସରାଗୋକୁଳ ନନ୍ଦ ମଲ୍ଲିକଶ୍ରୀକାନ୍ତ ସାହୁଅଗସ୍ତି ବରଦା*
ସାନଖେମୁଣ୍ଡିଉତ୍ତମ କୁମାର ପାଣିଗ୍ରାହୀସୁଲକ୍ଷଣା ଗୀତାଞ୍ଜଳି ଦେବୀରମେଶ ଚନ୍ଦ୍ର ଜେନା*
ସୋରଡ଼ାନିଳମଣି ବିଷୋୟୀସଙ୍ଘମିତ୍ରା ସ୍ୱାଇଁହରେକୃଷ୍ଣ ରଥ*

କଟକ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଆଠଗଡ

ଅଭୟ କୁମାର ବାରିକରଣେନ୍ଦ୍ର ପ୍ରତାପ ସ୍ୱାଇଁମହେବୁବ୍ ଅହମ୍ମଦ ଖାନ*
ବାଙ୍କିତୁଷାରକାନ୍ତ ଚକ୍ରବର୍ତ୍ତିଦେବୀ ରଂଜନ ତ୍ରିପାଠୀଦେବାଶିଷ ପଟ୍ଟନାୟକ*
ବାରବାଟିପୂର୍ଣ୍ଣ ଚନ୍ଦ୍ର ମହାପାତ୍ରାପ୍ରକାଶ ବେହେରାସୋଫିଆ ଫିର୍ଦୋଶ*
ବଡମ୍ବାସମ୍ବିତ ତ୍ରିପାଠୀଦେବିପ୍ରସାଦ ମିଶ୍ରସଂଜୟ କୁମାର ସାହୁ*
କଟକ ସଦରପ୍ରକାଶ ଚନ୍ଦ୍ର ସେଠିଚନ୍ଦ୍ରସାରଥୀ ବେହେରାରାମ ଚନ୍ଦ୍ର ଗୋଚ୍ଛାୟତ*
ଚୌଦ୍ୱାର-କଟକନୟନକିଶୋର ମହାନ୍ତିସୌଭିକ ବିଶ୍ୱାଳମୀରା ମଲ୍ଲିକ*
ଖଣ୍ଡପଡାଦୁଷ୍ମନ୍ତ ସ୍ୱାଇଁସାବିତ୍ରୀ ପ୍ରଧାନବୈଜୟନ୍ତିମାଳା ମହାନ୍ତିଅନୁଭବ ପଟ୍ଟନାୟକ

ସମ୍ବଲପୁର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଆଠମଲ୍ଲିକ

ସଞ୍ଜିବ ସାହୁନଳିନୀକାନ୍ତ ପ୍ରଧାନବିଜୟାନନ୍ଦ ଚାଉଳିଆ*
ଛେଣ୍ଡିପଦାସୁବାଷ ଚନ୍ଦ୍ର ପାଣିଗ୍ରାହୀଅରୁନ୍ଧତୀ କୁମାରୀ ଦେବୀସେମ୍‌ ହେମ୍ବ୍ରମ୍*
କୁଚିଣ୍ଡାରବିନାରାୟନ ନାଏକରାଜେନ୍ଦ୍ର ଛତ୍ରିଆକେଦାରନାଥ ବରିହା*
ରେଢାଖୋଲଦେବେନ୍ଦ୍ର ମହାପାତ୍ରରୋହିତ ପୂଜାରୀଆସଫ ଅଲି ଖାନ୍*
ରେଙ୍ଗାଲିନାଉରୀ ନାୟକସୁଦର୍ଶନ ହରିପାଲଦିଲ୍ଲୀପ ଦୁରିଆ*
ସମ୍ବଲପୁରଜୟନାରାୟଣ ମିଶ୍ରପ୍ରସନ୍ନ ଆଚ୍ଚାର୍ଯ୍ୟଦୁର୍ଗା ପ୍ରସାଦ ପାଢି*
ଦେଓଗଡ଼ସୁବାସଚନ୍ଦ୍ର ପାଣିଗ୍ରାହୀରୋମାଞ୍ଚ ରଂଜନ ବିଶ୍ୱାଳସେମ୍ ହେମ୍ବ୍ରମ*

ବରଗଡ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଅତ୍ତାବିରା

ନିହାର ରଂଜନ ମହାନନ୍ଦସ୍ନେହାଙ୍ଗିନୀ ଛୁରିଆଅଭିଶେଖ ସେଠ*
ବରଗଡଅଶ୍ୱିନୀ କୁମାର ଷଡଙ୍ଗୀବେବାଶିଷ ଆଚ୍ଚାର୍ଯ୍ୟନିପନ କୁମାର ଦାଶ*
ଭଟ୍‌ଲିଇରାଶିଷ ଆଚ୍ଚାର୍ଯ୍ୟସୁଶାନ୍ତ ସିଂହବ୍ରହ୍ମା ମହାକୁଡ*
ବିଜେପୁରସନତ କୁମାର ଗର୍ତିଆରିତା ସାହୁକିଶୋର ଦଫାଦାର୍*
ବ୍ରଜରାଜନଗରସୁରେଶ ପୂଜାରୀଅଳକା ମହାନ୍ତିକିଶୋର ଚନ୍ଦ୍ର ପଟେଲ *
ଝାରସୁଗୁଡାଟଙ୍କଧର ତ୍ରିପାଠୀଦିପାଳୀ ଦାସଅମିତା ବିଶ୍ୱାଳ*
ପଦ୍ମପୁରଗୋବର୍ଦ୍ଧନ ଭୋୟବର୍ଷା ସିଂହ ବରିହାଟଙ୍କଧର ସାହୁ*

କେନ୍ଦ୍ରାପଡା

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ଆଳି

କୃଷ୍ଣ ଚନ୍ଦ୍ର ପଣ୍ଡାପ୍ରତାପ ଦେବଦେବସ୍ମିତା ଶର୍ମା*
କେନ୍ଦ୍ରାପଡାଗୀତାଞ୍ଜଳି ସେଠି ଗଣେଶ୍ୱର ବେହେରାସିପ୍ରା ମଲିକ*
ମହାକାଳପଡାଦୁର୍ଗା ପ୍ରସନ୍ନ ନାୟକଅତନୁ ସବ୍ୟସାଚୀ ନାୟକଲୋକନାଥ ମହାରଥୀ*
ମାହାଙ୍ଗାସୁମନ୍ତ କୁମାର ଘଡେଇଅଙ୍କିତ ପ୍ରତାପ ଜେନାଦେବେନ୍ଦ୍ର ସାହୁ*
ପାଟକୁରାତେଜେଶ୍ୱର ପରିଡାଅରବିନ୍ଦ ମହାପାତ୍ରରତିକାନ୍ତ କାନୁନ୍‌ଗୋ*
ରାଜନଗରଲଳିତ ବେହେରାଧ୍ରୁବ ସାହୁଅଶୋକ ପ୍ରତିହାରୀ*
ସାଲେପୁରଅରିନ୍ଦମ ରାୟପ୍ରଶାନ୍ତ ବେହେରାଆକ୍ୟୁବ ଉଜ୍ଜାମନ ଖାଁ*

ବାଲେଶ୍ୱର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ

ବଡସାହି

ସନାତନ ବିଜୁଳିଅନୁସୂୟା ପାତ୍ରକ୍ଷିରୋଦ ଚନ୍ଦ୍ର ପାତ୍ର*
ବସ୍ତାରବୀନ୍ଦ୍ର ଅନ୍ଦିଆସୁଭାସିନି ଜେନାବିଜନ ନାୟକ*
ଭୋଗରାଇଆଶିଷ ପାତ୍ରଗୌତମ ବୁଦ୍ଧ ଦାସସତ୍ୟ ଶିବ ଦାସ*
ଜଳେଶ୍ୱରବ୍ରଜ ପ୍ରଧାନଅଶ୍ୱିନୀ ପାତ୍ର ଦେବୀ ପ୍ରଶନ୍ନ ଚାନ୍ଦ*
ନୀଳଗିରିସନ୍ତୋଷ ଖଟୁଆସୁକାନ୍ତ କୁମାର ନାୟକଅକ୍ଷୟ ଆଚାର୍ଯ୍ୟ*
ରେମୁଣାଗୋବିନ୍ଦ ଚନ୍ଦ୍ର ଦାସବିଦ୍ୟାସ୍ମିତା ମହାଳିକସୁଦର୍ଶନ ଜେନା*
ବାଲେଶ୍ୱର ସଦରମାନସ କୁମାର ଦତ୍ତସ୍ୱରୂପ ଦାସମୋନାଲିସା ଲେଙ୍କା*

କନ୍ଧମାଳ 

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବାଲିଗୁଡାକଳ୍ପନା କୁମାରୀ କଅଁରଚକ୍ରମଣି କଅଁରଉପେନ୍ଦ୍ର ପ୍ରଧାନ*
ଭଞ୍ଜନଗରପ୍ରଦ୍ୟୁମ୍ନ କୁମାର ନାୟକବିକ୍ରମ କେଶରୀ ଆରୁଖପ୍ରଶାନ୍ତ କୁମାର ବିଷୋୟୀ*
ବୌଦ୍ଧସରୋଜ ପ୍ରଧାନପ୍ରଦୀପ ଅମାତନବ କୁମାର ମିଶ୍ର*
ଦଶପଲ୍ଲାରାଘବ ମଲ୍ଲିକରମେଶ ବେହେରା ନକୁଳ ନାୟକ*
ଜି. ଉଦୟଗିରିମାନଗୋବିନ୍ଦ ପ୍ରଧାନସାଲୁଗା ପ୍ରଧାନପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ*
କଣ୍ଟାମାଳକହ୍ନେଇ ଚରଣ ଡାଙ୍ଗମହିଧର ରଣା ଶରତ କୁମାର ପ୍ରଧାନ*
ଫୁଲବାଣୀଉମା ଚରଣ ମଲ୍ଲିକଜୟାଶ୍ରୀ କଅଁରପ୍ରତିଭା କଅଁର*
୧୦

ଜଗତ୍‌ସିଂହପୁର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବାଲିକୁଦା-ଏରସମାସତ୍ୟ ସାରଥୀ ମହାନ୍ତିଶାରଦା ପ୍ରଶନ୍ନ ଜେନାନଳିନୀ ସ୍ୱାଇଁ*
ଜଗତ୍‌ସିଂହପୁରଅମରେନ୍ଦ୍ର ଦାଶପ୍ରଶାନ୍ତ ମୁଦୁଲିପ୍ରତିମା ମଲ୍ଲିକ*
କାକଟପୁରବାଇଧର ମଲ୍ଲିକତୁଷାରକାନ୍ତି ବେହେରାବିଶ୍ୱ ଭୂଷଣ ଦାସ*
ନିଆଳିଛବି ମଲ୍ଲିକପ୍ରମୋଦ ମଲ୍ଲିକଜ୍ୟୋତି ରଂଜନ ମଲ୍ଲିକ*
ନିମାପଡା ପ୍ରଭାତି ପରିଡାଦିଲ୍ଲୀପ ନାୟକସିଦ୍ଧାର୍ଥ ରାଉତରାୟ*
ପାରାଦୀପସମ୍ପଦ କୁମାର ସ୍ୱା‍ଇଁଗୀତାଞ୍ଜଳି ରାଉତରାୟନିରଞ୍ଜନ ନାୟକ*
ତିର୍ତ୍ତୋଲରାଜକିଶୋର ବେହେରାରମାକାନ୍ତ ଭୋଇହିମାଂଶୁ ଭୂଷଣ ମଲ୍ଲିକ*
୧୧

ମୟୁରଭଞ୍ଜ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବାଙ୍ଗିରିପୋଷିସଞ୍ଜଳି ମୁର୍ମୁରଞ୍ଜିତା ମାର୍ଣ୍ଡିମୁରଲି ଧର ନାଏକ*
ବାରିପଦାପ୍ରକାଶ ସୋରେନ୍ସନନ୍ଦ ମାର୍ଣ୍ଡିପ୍ରମୋଦ ହେମ୍ବ୍ରମ୍*
ଯଶିପୁରଗଣେଶ ରାମ ସିଂହ ଖୁଣ୍ଟିଆଚକ୍ରଧରର ହେମ୍ବ୍ରମ୍ଶ୍ରୀମତୀ ଶ୍ୱେତା ଛତର*
ମୋରଡାକୃଷ୍ଣ ଚନ୍ଦ୍ର ମହାପାତ୍ରପ୍ରିତିନନ୍ଦ କାନୁନ୍‌ଗୋପ୍ରଭାସ କର ମହାପାତ୍ର*
ରାଇରଙ୍ଗପୁରଜୋଲେଲ୍ ବର୍ଦାରାଇସିସ୍ ମୁର୍ମୁଯୋଗେନ୍ଦ୍ର ବଅଁରା*
ସାରସକଣାଭଦଭ ହାଂସଦାଦେବାଶିଷ ମାର୍ଣ୍ଡିରାମ କୁମାର ସୋରେନ୍*
ଉଦଳାଭାସ୍କର ମଢ଼େଇଶ୍ରୀନାଥ ସୋରେନ୍ଦୁର୍ଗାଚରଣ ଟୁଡୁ*
୧୨

ଯାଜପୁର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବଡଚଣାଅମର କୁମାର ନାୟକବର୍ଷା ପ୍ରିୟଦର୍ଶିନୀଅଜୟ ସାମଲ*
ବରୀଉମେଶ ଚନ୍ଦ୍ର ଜେନାବିଶ୍ୱରଂଜନ ମଲ୍ଲିକଦେବାଶିଷ ନାୟକ*
ଧର୍ମଶାଳାସ୍ମୃତିରେଖା ପହୀପ୍ରଣବ ବଳବନ୍ତରାୟକିସନ ପଣ୍ଡା*
ଯାଜପୁରଗୌତମ ରାୟସୁଜାତା ସାହୁସୁଦିପ କୁମାର କର*
କୋରେଇଆକାଶ ଦାସ ନାୟକସନ୍ଧ୍ୟାରାଣୀବନ୍ଦିତା ପରିଡା *
ସୁକିନ୍ଦାପ୍ରଦୀପ ବଳସାମନ୍ତ ପ୍ରୀତିରଞ୍ଜନ ଘଡେଇବିଭୂ ଭୂଷଣ ରାଉତ*
ବିଂଝାରପୁରବବିତା ମଲ୍ଲିକପ୍ରମିଳା ମଲ୍ଲିକକନକଲତା ମଲ୍ଲିକ*
୧୩

ଭଦ୍ରକ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବାସୁଦେବପୁରବାଣୀକଲ୍ୟାଣ ମହାନ୍ତିବିଷ୍ଣୁବ୍ରତ ରାଉତରାୟଅଶୋକ କୁମାର ଦାସ*
ଭଦ୍ରକସୀତାଂଶୁ ଶେଖର ମହାପାତ୍ରପ୍ରଫୁଲ ସାମଲଅସିତ ପଟ୍ଟନାୟକ*
ଭଣ୍ଡାରିପୋଖରୀସୁଧାଂଶୁ ନାୟକସଞ୍ଜୀବ ମଲ୍ଲିକନିରଞ୍ଜନ ପଟ୍ଟନାୟକ*
ଚାନ୍ଦବାଲିମନମୋହନ ସାମଲବ୍ୟୋମକେଶ ରାୟଅମିୟ କୁମାର ମହାପାତ୍ର*
ଧାମନଗରସୂର୍ଯ୍ୟବଂଶୀ ସୂରଜଡକ୍ଟର ସଞ୍ଜୟ ଦାସରଂଜନ ବେହେରା*
ସିମୁଳିଆପଦ୍ମଲୋଚନ ପଣ୍ଡାସୁଭାସିନୀ ସାହୁ ହିମାଂଶୁ ଶେଖର ବେହେରା *
ସୋରପର୍ଶୁରାମ ଧଡ଼ାମାଧବ ଧଡ଼ାସୁବ୍ରତ ଧଡ଼ା*
୧୪

ଭୁବନେଶ୍ୱର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବେଗୁନିଆପ୍ରକାଶ ରଣବିଜୁଳିପ୍ରଦୀପ ସାହୁପୃଥ୍ୱୀ ବଲ୍ଲଭ ପଟ୍ଟନାୟକ*
ଭୁବନେଶ୍ୱର ମଧ୍ୟଜଗନ୍ନାଥ ପ୍ରଧାନଅନନ୍ତ ନାରାୟଣ ଜେନାପ୍ରକାଶ ଚନ୍ଦ୍ର ଜେନା*
ଭୁବନେଶ୍ୱର ଉତ୍ତରପ୍ରିୟଦର୍ଶି ମିଶ୍ରସୁଶାନ୍ତ କୁମାର ରାଉତଅଶୋକ କୁମାର ଦାସ*
ଏକାମ୍ର ଭୁବନେଶ୍ୱରବାବୁ ସିଂହଅଶୋକ ଚନ୍ଦ୍ର ପଣ୍ଡାପ୍ରଶାନ୍ତ କୁମାର ଚମ୍ପତି*
ଜଟଣୀବିଶ୍ୱରଂଜନ ବଡଜେନାବିଭୂତି ବଳବନ୍ତରାୟସନ୍ତୋଷ ଜେନା*
ଜୟଦେବଅରବିନ୍ଦ ଢାଲିନବ କିଶୋର ମଲ୍ଲିକକୃଷ୍ଣ ସଗରିଆ*
ଖୋର୍ଦ୍ଧାପ୍ରଶାନ୍ତ ଜଗଦେବରାଜେନ୍ଦ୍ର ସାହୁସୋନାଲି ସାହୁ*
୧୫

ବ୍ରହ୍ମପୁର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବ୍ରହ୍ମପୁରକେ. ଅନିଲ କୁମାରଡକ୍ଟର ରମେଶ ଚନ୍ଦ୍ର  ଚ୍ୟାଉପଟ୍ଟନାୟକଦୀପକ ପଟ୍ଟନାୟକ*
ଛତ୍ରପୁରକୃଷ୍ଣ ଚନ୍ଦ୍ର ନାୟକସୁବାଷ ବେହେରାଭାଗିରଥି ବେହେରା*
ଚିକିଟିମନୋରଂଜନ ଦ୍ୟାନ ସାମନ୍ତରାୟଚିନ୍ମୟ ନନ୍ଦରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ*
ଦିଗପହଣ୍ଡିସିଦ୍ଧାନ୍ତ ମହାପାତ୍ରବିପ୍ଳବ ପାତ୍ରସାକା ସୁଜିତ କୁମାର*
ଗୋପାଳପୁରବିଭୂତି ଭୂଷଣ ଜେନାବିକ୍ରମ ପଣ୍ଡାଶ୍ୟାମ ସୁନ୍ଦର ସାହୁ*
ମୋହନାପ୍ରଶାନ୍ତ ମଲ୍ଲିକଅନ୍ତର୍ଯ୍ୟାମୀ ଗମାଙ୍ଗଦାଶରଥୀ ଗମାଙ୍ଗ*
ପାରଳାଖେମୁଣ୍ଡିକେ. ନାରାୟଣ ରାଓ ରୂପେଶ ପାଣିଗ୍ରାହୀବିଜୟ ପଟ୍ଟନାୟକ*
୧୬

କଳାହାଣ୍ଡି

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ଭବାନୀପାଟଣାପ୍ରଦୀପ୍ତ କୁମାର ନାଏକଲତିକା ନାୟକସାଗର ଚରଣ ଦାସ*
ଧର୍ମଗଡସୁଧୀର ପାଟ୍ଟଯୋଶୀପୁଷ୍ପେନ୍ଦ୍ର ସିଂହ ଦେଓରଶ୍ମୀରେଖା ରାଉତ*
ଜୁନାଗଡମନୋଜ କୁମାର ମେହରଦିବ୍ୟଶଙ୍କର ମିଶ୍ରତୁଲେଶ୍ୱର ନାଏକ*
ଖଡିଆଳହିତେଶ କୁମାର ବଗର୍ତ୍ତିଅଧିରାଜ ପାଣିଗ୍ରାହୀକମଳ ଚରଣ ତାଣ୍ଡି*
ଲାଞ୍ଜିଗଡରମେଶ ଚନ୍ଦ୍ର ମାଝିପ୍ରଦୀପ ଦିଶାରୀବଳଭଦ୍ର ମାଝି *
ନର୍ଲାଅନିରୁଦ୍ଧ ପ୍ରଧାନମନୋରମା ମହାନ୍ତିଭକ୍ତ ଚରଣ ଦାସ*
ନୂଆପଡାଅଭିନନ୍ଦନ କୁମାର ପଣ୍ଡାରାଜେନ୍ଦ୍ର ଢୋଲକିଆଶରତ ପଟ୍ଟନାୟକ*
୧୭

ସୁନ୍ଦରଗଡ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବୀରମିତ୍ରପୁରଶଙ୍କର ଓରାମରୋହିତ ଜେ. ତିର୍କୀନିହାର ସୋରେନ୍(ଏଜଏମ୍‌‌ଏମ୍)*
ବଣାଇସେବତୀ ନାୟକଭିମସେନ ଚୌଧୁରୀଲକ୍ଷ୍ମଣ ମୁଣ୍ଡା  (ସିପିଏମ୍)*
ରଘୁନାଥପଲିଦୁର୍ଗା ଚରଣ ତନ୍ତୀଅର୍ଚ୍ଚନା ରେଖା ବେହେରାଗୋପାଳ ଦାସ*
ରାଜଗାଙ୍ଗପୁରନରସିଂହ ମିଞ୍ଜ୍ ଅନିଲ୍ ବର୍‌ୱାସିଏସ୍ ରଞ୍ଜନ ଏକ୍କା*
ରାଉରକେଲାଦିଲ୍ଲିପ ରାୟସାରଦା ପି. ନାୟକବୀରେନ୍ଦ୍ର ନାଥ ପଟ୍ଟନାୟକ*
ସୁନ୍ଦରଗଡକୁସୁମ ଟେଟେଯୋଗେଶ ସିଂହସୁଧାରାଣୀ ରାଉଦିଆ*
ତଳସରାଭବାନୀ ଶଙ୍କର ଭୋଇବିନୟ ଟପ୍ପୋଦେବେନ୍ଦ୍ର ଭିତରିଆ*
୧୮

ବଲାଙ୍ଗୀର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବୀରମହାରାଜପୁରରଘୁନାଥ ଜଗଦଲପଦ୍ମନାଭ ବେହେରାପ୍ରଦୀପ ସେଠି *
ବଲାଙ୍ଗୀରଗୋପାଲଜୀ ପାଣିଗ୍ରାହୀକଳିକେଶ ନାରାୟଣ ସିଂହଦେଓସମରେନ୍ଦ୍ର ମିଶ୍ର*
କଣ୍ଟାବାଞ୍ଝିଲକ୍ଷ୍ମଣ ବାଗନବୀନ ପଟ୍ଟନାୟକସନ୍ତୋଷ ସିଂହ ସାଲୁଜା*
ଲୋଇସିଂହାମୁକେଶ ମହାଲିଙ୍ଗନିହାର ବେହେରାଓମ୍ ପ୍ରକାଶ କୁମ୍ଭାର*
ପାଟଣାଗଡକନକବର୍ଦ୍ଧନ ସିଂହଦେଓସରୋଜ ମେହେର ଅନିଲ ମେହେର*
ସୋନପୁରପ୍ରମୋଦ ମହାପାତ୍ରନିରଞ୍ଜନ ପୂଜାରୀପ୍ରିୟବ୍ରତ ସାହୁ*
ଟିଟିଲାଗଡନବୀନ ଜୈନଟୁକୁନି ସାହୁବିରେନ୍ଦ୍ର ବାଗ*
୧୯

କୋରାପୁଟ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବିସମ କଟକଜଗନ୍ନାଥ ନୁନ୍ଦୁର୍କାଜଗନ୍ନାଥ ସାରକାନିଳମାଧବ ହିକ୍କା*
ଗୁଣୁପୁରତ୍ରିନାଥ ଗମାଙ୍ଗରଘୁନାଥ ଗମାଙ୍ଗସତ୍ୟଜୀତ ଗମାଙ୍ଗ *
ଜୟପୁରଗୌତମ ସାମନ୍ତରାୟଇନ୍ଦିରା ନନ୍ଦତାରା ପ୍ରଶାଦ ବାହିନୀପତି*
କୋରାପୁଟରଘୁରାମ ମାଚରଘୁରାମ ପଦଲକୃଷ୍ଣ ଚନ୍ଦ୍ର କୁଳଦୀପ*
ଲକ୍ଷ୍ମୀପୁରକୈଳାଶ ଲୁଲେଶିକାପ୍ରଭୁ ଜାନିପବିତ୍ର ସଉନ୍ତ*
ପଟ୍ଟାଙ୍ଗୀଚୈତନ୍ୟ ନନ୍ଦିବଲିପ୍ରଫୁଲ୍ଲ କୁମାର ପାଙ୍ଗିରାମଚନ୍ଦ୍ର କଦମ୍*
ରାୟଗଡାବସନ୍ତ କୁମାର ଉଲ୍ଲାକାଅନୁସୟା ମାଝିକଦ୍ରକା ଅଲ୍ଲପସ୍ୱାମୀ*
୨୦

ପୁରୀ

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ବ୍ରହ୍ମଗିରିଉପାସନା ମହାପାତ୍ରା ଉପାକାନ୍ତ ସାମନ୍ତରାୟମିତ୍ରଭାନୁ ମହାପାତ୍ର*
ଚିଲିକାପୃଥ୍ୱୀରାଜ ହରିଚନ୍ଦନରଘୁନାଥ ସାହୁପ୍ରଦୀପ କୁମାର ସ୍ୱାଇଁ *
ପିପିଲିଆଶ୍ରିତ କୁମାର ପଟ୍ଟନାୟକରୁଦ୍ରପ୍ରତାପ ମହାରଥୀଜ୍ଞାନ ରଞ୍ଜନ ପଟ୍ଟନାୟକ*
ପୁରୀଜୟନ୍ତ କୁମାର ଷଡଙ୍ଗୀସୁନିଲ ମହାନ୍ତିଉମାବଲ୍ଲଭ ରଥ*
ରଣପୁରସୁରମା ପାଢୀସତ୍ୟନାରାୟଣ ପ୍ରଧାନବିଭୂ ପ୍ରସାଦ ମିଶ୍ର*
ସତ୍ୟବାଦୀଓମ୍ ପ୍ରକାଶ ମିଶ୍ରସଞ୍ଜୟ କୁମାର ଦାସବର୍ମାମନୋଜ ରଥ *
ନୟାଗଡ଼ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଅରୁଣ ସାହୁରଂଜିତ ଦାସ*

ନବରଙ୍ଗପୁର

କ୍ର.ନିର୍ବାଚନ ମଣ୍ଡଳୀବିଜେପିବିଜେଡିକଂଗ୍ରେସସ୍ୱାଧୀନ
ଚିତ୍ରକୋଣ୍ଡାଡମ୍ବରୁ ସିସାଲକ୍ଷ୍ମୀପ୍ରିୟା ନାୟକମଙ୍ଗୁ ଖିଲ*
ଡାବୁଗାଁସୋମନାଥ ପୂଜାରୀମନୋହର ଗାନ୍ଧାରୀଡକ୍ଟର ଲିପିକା ମାଝି*
ଝରିଗାଁନରସିଂହ ଭତ୍ରାରମେଶ ମାଝିହରବତୀ ଗଣ୍ଡ୍‌*
କୋଟପାଡରୁପୁ ଭତ୍ରାଚନ୍ଦ୍ରଶେଖର ମାଝିଅନାମ ଦିଅଁ*
ମାଲକାନଗିରିନରସିଂହ ମାଦକାମିମାନସ ମାଡକାମିମାଳ ମାଢି*
ନବରଙ୍ଗପୁରଗୌରିଶଙ୍କର ମାଝିକୌଶଲ୍ୟା ପ୍ରଧାନିଦିଲ୍ଲୀପ ପ୍ରଧାନ*
ଉମରକୋଟନିତ୍ୟାନନ୍ଦ ଗଣ୍ଡ୍ନବୀନ ନାୟକସରୋଜ ଗଣ୍ଡ*

BJD BJP Congress Odisha Election Odisha Politics General Election 2024
Advertisment
Advertisment