• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

Modi Road Show
ଗ୍ରାଣ୍ଡ୍ ରୋଡରେ ଗ୍ରାଣ୍ଡ୍ ସୋ', ମୋଦିଙ୍କ ସମର୍ଥନରେ ଉଛୁଳିଲା ହଜାର ହଜାର ଲୋକଙ୍କ ଉତ୍ସାହ

ସୋସିଆଲ ମିଡିଆରେ ପୁରୀ ସୋ'କୁ ନେଇ ମୋଦିଙ୍କ ମନ୍ତବ୍ୟ । ଅତି ଚମତ୍କାର ଥିଲା ପୁରୀ, କହିଲେ ମୋଦି ।

Sura Routray
ପକାଇଲା ଛେପ ଢ଼ୋକିଲେ ସୁର; ବିଜେଡି ମଞ୍ଚରେ ଚଢ଼ିଲେ, ପାଣ୍ଡିଆନଙ୍କୁ ସ୍ୱାଗତ କଲେ !

ଏବେ ଯେମିତି ସୁରଙ୍କର ସେହି କଥା ପାଇକ ପୁଅର ନୁହେଁ ବରଂ ପାଣିର ଗାର ପରି ଦୃଶ୍ୟମାନ ହୋଇଛି । ବାରମ୍ବାର ନୀତି, ନୈତିକତା ଓ ଜଣେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ସୁର ଆଜି ପୁତ୍ର ମୋହରେ ଯେମିତି ଅନ୍ଧ ହୋଇଯାଇଛନ୍ତି ।

Second Phase Election Odisha
ଭୋଟ୍‌ ଦେଉଛି ଓଡ଼ିଶା; ୫ ଲୋକସଭା ସହ ୩୫ ବିଧାନସଭା ଆସନ ପାଇଁ ମତଦାନ

ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।

Vote
ଭୋଟ୍ ବେଳେ ବିଶୃଙ୍ଖଳା ସୃଷ୍ଟିକାରୀ ସାବଧାନ !

ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆଗରୁ କିଛି ସ୍ଥାନରେ ପ୍ରାକ୍-ନିର୍ବାଚନୀ ହିଂସା ଓ ଖାସ୍ କରି ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ, ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର୍ ଓଡ଼ିଶା ପୋଲିସ।

Samir Dash
ସମୀର ବଦଳାଇ ଦେବେ କି ନିମାପଡ଼ା ସମୀରକରଣ ? ବିଜେପି ଖାତାକୁ ଯିବ କି ନିମାପଡ଼ା ଆସନ ?

ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ ।

Odia Ashmita
ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।

Narendra Modi
ପୁରୀ, ଅନୁଗୁଳ, କଟକ । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି

ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍‌କୁ ଗୁରୁମନ୍ତ୍ର ଦେବେ ମୋଦି। 

Narendra Modi
‘ଚିଟ୍‌ଫଣ୍ଡ ତଦନ୍ତରେ CBI ପୂରା ଆକ୍ଟିଭ୍‌ ଅଛି, ଆମ ମତ ସମସ୍ତେ ଟଙ୍କା ଫେରସ୍ତ ପାଆନ୍ତୁ’

‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’

Narendra Modi
ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ।

Narendra Modi
ବଡ଼ଦାଣ୍ଡରେ ମୋଦିଙ୍କ ରୋଡ୍ ସୋ’, ଅନୁଗୁଳ-କଟକରେ ବିଶାଳ ସମାବେଶ

ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି ।

Vote
ଏଥର ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର ସଶସ୍ତ୍ର ପୋଲିସ.. ଛକ ଛକରେ ଚେକିଂ

ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।

Mahanga Politics
ମାହାଙ୍ଗା ରାଜନୀତି; ପ୍ରଚାର ମୈଦାନରେ ମୁହାଁମୁହିଁ ଦେବେନ୍ଦ୍ର-ପ୍ରତାପ

ପ୍ରତାପଙ୍କ ‘ଧୋକାବାଜ ଓ କୁଚକ୍ରୀ’ ମନ୍ତବ୍ୟର ଜବାବ ରଖିଲେ ଦେବେନ୍ଦ୍ର । ‘ମୁସଲିମ୍ ସମ୍ପ୍ରଦାୟଙ୍କୁ ଧୋକା’ ଅଭିଯୋଗର ଜବାବ ରଖିଲେ ଦେବେନ୍ଦ୍ର ।

Pitambar acharya
ଖଲ୍ଲିକୋଟ ହତ୍ୟା ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୀତାମ୍ବରଙ୍କ ଟାର୍ଗେଟ୍

ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।

Rahul Gandhi In Odisha
ଲଗାତାର ୨୬..୨୭..୨୮, ଓଡ଼ିଶାରେ ୩ ଦିନ ମାରାଥନ ପ୍ରଚାର କରିବେ ରାହୁଲ

ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Odisha Politics
ଚମ୍ପୁଆରେ ତ୍ରିମୁଖୀ ଲଢ଼େଇ; କିଏ ମାରିବ ବାଜି.. କାହାକୁ ବାଛିବେ ଭୋଟର୍?

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।

Congress
ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ?

ରାଲି, ରୋଡ୍ ସୋ', ପୋଷ୍ଟର, ବ୍ୟାନର୍ ଓ ଅନ୍ୟ ଜାକଜମକ। ନିର୍ବାଚନ ଲଢ଼ିବା ବ୍ୟୟବହୁଳ ହୋଇଥିବା ବେଳେ, କଂଗ୍ରେସକୁ ଘାରିଛି ଟଙ୍କା ଚିନ୍ତା। ଆକାଉଣ୍ଟ ଫ୍ରିଜ୍ ହେବା ଯୋଗୁଁ ଅନ୍ୟ ଦଳ ତୁଳନାରେ କଂଗ୍ରେସ ପାଖରେ ଅର୍ଥ ସମ୍ବଳ ନାହିଁ ବୋଲି, ଭୁବନେଶ୍ବରରେ AICC ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ସଂକେତ ଦେବା ପରେ, ପାର୍ଟି ଫଣ୍ଡିଂକୁ ଭରସା କରି ପ୍ରାର୍ଥୀ ବନିଥିବା ନେତାଙ୍କୁ ଘାରିଛି ଟଙ୍କା ଚିନ୍ତା।

Congress
ହାରିବାର ବାସ୍ନା ପାଇଁ ଅଣ୍ଟିରୁ ଟଙ୍କା କାଢୁନି କି ହାତ ? ପ୍ରାର୍ଥୀଙ୍କୁ ଟଙ୍କା ମିଳୁନି, କ୍ୟାମ୍ପେନ ହେବ କେମିତି ?

ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ।

Dharmendra Pradhan
ବୈଜୟନ୍ତ କହିଲେ ‘ଓଡ଼ିଶାରେ ଲୁଚି ଲୁଚି କମେଡି ଭିଡିଓ କରୁଛନ୍ତି ୨ ନେତା’ !

ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।

Odisha Vote
ଦ୍ୱିତୀୟ ପର୍ଯ୍ୟାୟରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୧୦୪୧ ବୁଥ୍‌ରେ ମହିଳା ପୋଲିଂ କର୍ମଚାରୀ

୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। 

Narendra Modi
ପୁରୀରେ ରୋଡ୍‌ ସୋ’, ଅନୁଗୁଳ-କଟକରେ ଜନସଭା କରିବେ ମୋଦି

୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍‌ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍‌।

Balasore BJP Road Show
ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି, ୫ ହେଭିୱେଟ୍‌ଙ୍କ ରୋଡ୍ ସୋ’

ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ୫ ବରିଷ୍ଠ ନେତା । କାର୍ଯ୍ୟକର୍ତ୍ତାଙ୍କ ସହ ବଡ଼ ରଣନୀତି ନେଇ ଆଲୋଚନା ହେବ କହିଲେ ଧର୍ମେନ୍ଦ୍ର ।

Election 2024
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସରିବ ପ୍ରଚାର, ଶେଷ ଦିନରେ ଜନମତ ସଂଗ୍ରହ କରିବେ ପ୍ରାର୍ଥୀ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଓଡ଼ିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା ।

Chitfund Issue
ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ ବିଜେପି

ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ।

Mallikarjun Kharge
ବିଜେଡି ଉପରେ ବର୍ଷିଲେ ଖଡ଼ଗେ; କହିଲେ, ଓଡ଼ିଶାରୁ ଲୁଟ୍‌ ହେଉଛି ଖଣି ଖାଦାନ

ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ସବୁ କିଛି ଅଛି । ୨୪ ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ।ବିଜେପି ତାଠୁ ଅଧିକ ବି ଦାଇ । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି ।

Mallikarjun Kharge
ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ; କନ୍ଧମାଳ ମହାସମାବେଶରେ ଯୋଗଦେବେ

ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।