ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମର ତାଲିକା ଆସିଛି। ଏହି ତାଲିକା ବହୁତ ଆକର୍ଷଣୀୟ। ଏହି ତାଲିକାରେ ୨ଟି ବଲିଉଡ୍ ଚଳଚ୍ଚିତ୍ର ଥିବାବେଳେ ୩ଟି ସାଉଥ୍ ଚଳଚ୍ଚିତ୍ର ରହିଛି। ଆସନ୍ତୁ ଜାଣିବା…
ବନ୍ଦ ହେବ ତେଜସ୍ୱୀ ପ୍ରକାଶ ଅଭିନୀତ ସିରିଏଲ୍ ‘ନାଗିନ୍ ୬’। ‘ନାଗିନ୍ ୭’ ପାଇଁ ଷ୍ଟାର୍କାଷ୍ଟ୍ କରୁଛନ୍ତି ଏକତା କପୁର। ତାଙ୍କୁ ଏବେ ମିଳିଯାଇଛି ନୂଆ ନାଗ। ଆସନ୍ତୁ ଜାଣିବା କିଏ ଏହି ହ୍ୟାଣ୍ଡସମ୍।
ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍ରେ ତାଙ୍କୁ ମିଳିଥିଲା ପୁରସ୍କାର। କିନ୍ତୁ ତାଙ୍କୁ ଏଠି ଅପମାନ କରାଯାଇଥିଲା। ଜାଣନ୍ତୁ ତାଙ୍କ ଟ୍ରେନର ତାଙ୍କୁ କ’ଣ କହି ସର୍ବସାଧାରଣରେ ଅପମାନ କରିଥିଲେ।
ଶଶି କପୁର ଏକ ଚଳଚ୍ଚିତ୍ର ପରିବାରର ଥିଲେ ମଧ୍ୟ ସେ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜନ୍ମ ହେବା ପୂର୍ବରୁ ମା’ ତାଙ୍କୁ ଏ ଦୁନିଆକୁ ନ ଆଣିବା ପାଇଁ ନେଇଥିଲେ ଅନେକ ପଦକ୍ଷେପ। ଅନେକ ପରିଚୟ ପାଇବା ପରେ ବି ଦିନେ ହୋଇଯାଇଥିଲେ କାଙ୍ଗାଳ।
ବଲିଉଡ୍ ଦୁନିଆରେ ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ତାଜମହଲରେ ରୋମାଣ୍ଟିକ୍ ଷ୍ଟାଇଲ୍ରେ ହୋଇଥିଲା ଏନ୍ଗେଜ୍ମେଣ୍ଟ୍।
ଆମୀରଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖରେ ପରିପୂର୍ଣ୍ଣ। ଦର୍ଶକଙ୍କ ପାଇଁ ରୋମାଣ୍ଟିକ୍ ଆଇକନ୍ ସାଜିଥିବା ଆମୀର ନିଜ ପ୍ରେମ ଜୀବନରେ ବିଫଳ ହୋଇଥିବା ଦେଖାଯାଏ। ପ୍ରେମ କରି ୨ଟି ବିବାହ କରିଥିଲେ ବି ଉଭୟଙ୍କ ମଧ୍ୟରେ ହୋଇଥିଲା ଫାଟ। ଏବେ ସେ ଏକାକୀ ଜୀବନ ବିତାଉଛନ୍ତି। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା...
ଦେବ ଆନନ୍ଦଙ୍କୁ ତାଙ୍କ ସମୟରେ ଏକ ଫ୍ୟାଶନ ଆଇକନ୍ ଭାବେ ବିବେଚନା କରାଯାଉଥିଲା। ସେ ଧଳା ସାର୍ଟ ଉପରେ କଳା କୋଟ ପିନ୍ଧି ସର୍ବସାଧାରଣ ଜାଗାକୁ ଯିବାକୁ ପସନ୍ଦ କରୁଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ କୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା। ତାଙ୍କ ପୋଷାକ ଉପରେ ଲାଗିଲା କଟକଣା।
ବଲିଉଡ୍ର ଆକ୍ସନ୍ ଡାଇରେକ୍ଟରଙ୍କ କଥା ଭାବିଲେ ପ୍ରଥମେ ମନେପଢନ୍ତି ରୋହିତ ଶେଟ୍ଟୀ। ଆଜି ସେ ବଲିଉଡ୍ର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କିନ୍ତୁ ଦିନ ଏମିତି ଥିଲା ତାଙ୍କୁ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ମିଳୁଥିଲା ମାତ୍ର ୩୫ ଟଙ୍କା…
ଜୀନତ ଅମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ। ଏହି ବୟସରେ ଲାକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ।
ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଓସ୍କାର ଲୁକ୍କୁ ପ୍ରଶଂସା କରିବା ପାଇଁ ଆଲିଆ ଭଟ୍ଟ, ନେହା ଧୁପିଆ ଏବଂ ସାମନ୍ଥା ପ୍ରଭୁ ରୁଥ୍ କୌଣସି ବି ମୌକା ଛାଡି ନାହାଁନ୍ତି। କଙ୍ଗନାଙ୍କ ପ୍ରଶଂସା ଭାଇରାଲ୍ ହେବାରେ ଲାଗିଛି।
ଫୋନ୍ କରି ମ୍ୟାନେଜରଙ୍କୁ କ’ଣ କହିଥିଲେ ସତୀଶ ?
ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।
ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କଠୋର ପରିଶ୍ରମ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...
ପ୍ରକୃତରେ ହୋଲି ପାର୍ଟି ପରେ ସତୀଶଙ୍କ ସହ କ’ଣ ହୋଇଥିଲା ? କେମିତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ? ଯାହାର ଜବାବ ସତୀଶଙ୍କ ମ୍ୟାନେଜର ସନ୍ତୋଷ ରୟ ଦେଇଛନ୍ତି।
'ପଠାନ' କୁ ନେଇ ନୂଆ ଖବର। ଡିଲିଟ୍ ହୋଇଥିବା ସିନ୍କୁ ଦେଖିବେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ଏଥିରୁ କେତେକ ସିନ୍କୁ କଟା ଯାଇଥିଲା। ଏବେ ଦର୍ଶକ ଏହାକୁ ଦେଖି ପାରିବେ।
‘ସିଟାଡେଲ୍’କୁ ନେଇ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାରେ। ଏହି ସମୟରେ, ଦେଶୀ ଗାର୍ଲଙ୍କ ଏକ ମତ ଆଲୋଚନାର ପରିସରକୁ ଆସିଛି। ମନୋରଂଜନ ଦୁନିଆରେ ୨୨ ବର୍ଷ କାମ କଲା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତୁ ଜାଣିବା
ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ମିଳିଛି।
ସତୀଶଙ୍କ ପୂର୍ବରୁ ବି ଆଖି ବୁଜିଛନ୍ତି ବହୁ ସେଲିବ୍ରିଟି
ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଛି । ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସଦସ୍ୟ । ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସାମିଲ ହୋଇଥିଲେ ।
ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି ।
ଦୀପିକା ପାଦୁକୋନ ପ୍ୟାରିସ୍ ଫ୍ୟାଶନ୍ ସପ୍ତାହରେ ପହଞ୍ଚିଛନ୍ତି। ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି।