/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679457493.jpg)
BMC to implement new pet animal guidelines in Bhubaneswar soon
ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(BMC) କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପୋଷା କୁକୁରଙ୍କୁ କିଭଳି ରଖା ଯିବ, ପଞ୍ଜୀକରଣ କରାଯିବ ଏନେଇ ବିସ୍ତୁତ ନିୟମ ଆସିବ।
Advertisment
ଅଧିକ ପଢ଼ନ୍ତୁ: ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ
ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଦିନକୁ ୧୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଏଥିପାଇଁ ମଞ୍ଚେଶ୍ୱରରେ ଆଉ ଏକ ପଶୁ ଡାକ୍ତରଖାନା ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଛନ୍ତିା ଏନେଇ କର୍ପୋରେସନ ବୈଠକରେ ଚିଠା ବାଇ ଲ’-୨୦୨୩ ପାରିତ ହେବ।ବିଏମ୍ସିରେ ଚିଠା ପ୍ରସ୍ତାବକୁ କର୍ପୋରେଟରଙ୍କ ସହ ଆଲୋଚନା କରାଯାଇଛିା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)