Advertisment

ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ?

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି ତ ଅନ୍ୟପଟେ ଜାରି ରହିଛି ଟାଣୁଆ ଚେହେରାଙ୍କ ଦଳତ୍ୟାଗ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଆଜି ଦିଗପହଣ୍ଡି ଅଂଚଳରେ ଦବଦବା ରଖୁଥିବା ଟାଣୁଆ ନେତା ତଥା ପୂର୍ବତନ ବିଜେଡି ନେତା ବିପିନ୍ ପ୍ରଧାନ ବି ଧରିଛନ୍ତି ପଦ୍ମ ।

author-image
Otv Khabar Bureau

BJD BJP Ganjam General Elections 2024
Advertisment
Advertisment