ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।
କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।
୨୪ ମହାସମରକୁ ଆଉ କିଛି ଦିନ ବାକି। ୪ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି।
୨୪ ମହାସମରକୁ ଆଉ କିଛି ଦିନ ବାକି। ୪ ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି।
କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।
ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି।
ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।
ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି।
ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଓଝା ସାର୍ ୟୁପିର କେସରଗଞ୍ଜ କିମ୍ବା ଆହ୍ଲାବାଦ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।
ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।
ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।
ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି ।
କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।
୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ ।
ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ ।
ଦିଲ୍ଲୀରେ ଆଲୋଚନା କରି ଫେରିଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରୁ ଫେରିଲେ ।
ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି ।ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ ।
ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।
ମେଣ୍ଟ ନେଇ କେବେ ହେବ ବିଧିବଦ୍ଧ ଘୋଷଣା ? କଣ ହେବ ତାର ରୂପରେଖ ? ପଲ୍ଲୀରୁ ଦିଲ୍ଲୀ ଯାଏଁ, ଏବେ ସବୁଠି ଏହି ଚର୍ଚ୍ଚା। କାହିଁକି ନା ମେଣ୍ଟ ନେଇ ବିଜେଡି ଓ ବିଜେପିର ପୃଥକ ପୃଥକ ଆଲୋଚନା ତ ସରିଛି, ହେଲେ ନିଷ୍କର୍ଷ ବାହାରି ନାହିଁ ।
ମେଣ୍ଟ ଗଣିତ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା, ଏଥର ଆଉ କାମ ନଦେଇପାରେ ପୁରୁଣା ମେଣ୍ଟ ବେଳର ସିଟ୍ ସେୟାରିଂ ଥିଓରୀ । ବିଜେଡି ବିଧାନସଭା ଓ ବିଜେପି ଲୋକସଭାର ସିଂହଭାଗ ସିଟରେ ଲଢିବେ । ଏନେଇ ବୁଝାମଣା ହୋଇଥିବା ବେଳେ ସଂଖ୍ୟା ଗଣିତ କିନ୍ତୁ ଏଯାଏଁ ଛିଡୁନି ।
କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।
୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।