• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Narendra Modi
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Narendra Modi
୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି

‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି। ‘ଦେଶର ୧୪୦ କୋଟି ଜନତା ମୋ ପରିବାର’। ‘ଦେଶବାସୀ ମୋ ଘର, ମୋ ମାଆ, ମୋ ଝିଅ’

Odisha BJP
ପଦ୍ମ କ୍ୟାମ୍ପରେ ମିଶିବାକୁ ବିଦ୍ରୋହୀଙ୍କ ଗହଳି

ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ। ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଓ ଅସନ୍ତୁଷ୍ଟଙ୍କ ଗହଳି। ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ। ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି । 

Narendra Modi
‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, କହିଲେ...

୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।

Odisha BJP
ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି

ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।

Baijayanta Panda
କୋଲକାତାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ, ହୁଳହୁଳି ଦେଇ ସ୍ୱାଗତ କଲେ ବିଜେପି ମହିଳା କର୍ମୀ

ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।

Sambit Routray
ପାରାଦୀପ ବିଜେଡି ନେତାଙ୍କ ଦାବି, ସମ୍ବିତଙ୍କୁ ନମିଳୁ ବିଜେଡି ଟିକଟ !

ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି । 

Modi Ka Parivar
‘ଏଇମାନେ ମୋ ପରିବାର’ କହି, ବିରୋଧୀଙ୍କୁ ଧରାଶାୟୀ କଲେ ମୋଦି

ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi
ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ...ପୂରା ଦେଶକୁ ପରିବାର କହି ଚୁପ କରାଇଲେ ବିରୋଧୀଙ୍କ ମୁହଁ

ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

BJP
ଦେଶ ସେବା ପରେ ଏବେ ଲୋକଙ୍କ ପାଳି, ବିଜେପିରେ ମିଶିଲେ ଓଡ଼ିଆ କାର୍ଗିଲ ହିରୋ

୪୦ ବର୍ଷ ଦେଶ ସେବା କରିଛି । ଏବେ ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେଇଛି । ପଦ୍ମ ଧରିବା ପରେ ଏହା କହିଛନ୍ତି ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା କାର୍ଗିଲ ଯୁଦ୍ଧ ହିରୋ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ ।

BJP
ବିଜେଡି ଆଶାୟୀଙ୍କ ଖୋଲା ବିରୋଧ; ପଦ୍ମ ଧରିବେ ନରେନ ଓ ପ୍ରେମାନନ୍ଦ!

ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

Lok Sabha elections 2024
୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା

୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା । ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍ ।

Disturbance in BJD
ବିଜେପି ମୁହାଁ ହେଉଛନ୍ତି ଜଣଙ୍କ ପରେ ଜଣେ ଅସନ୍ତୁଷ୍ଟ

ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ।

Ganjam BJD
ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ?

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି।

Ganjam BJD
ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ?

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି ତ ଅନ୍ୟପଟେ ଜାରି ରହିଛି ଟାଣୁଆ ଚେହେରାଙ୍କ ଦଳତ୍ୟାଗ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଆଜି ଦିଗପହଣ୍ଡି ଅଂଚଳରେ ଦବଦବା ରଖୁଥିବା ଟାଣୁଆ ନେତା ତଥା ପୂର୍ବତନ ବିଜେଡି ନେତା ବିପିନ୍ ପ୍ରଧାନ ବି ଧରିଛନ୍ତି ପଦ୍ମ । 

Lok Sabha elections 2024
୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା; ୫୦ ପ୍ରତିଶତ ଯୁବ ଓ ମହିଳାଙ୍କୁ ଟିକେଟ୍...

Lok Sabha Elections 2024: ୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା ।  ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍  । 

MLA Arabinda Dhali
ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।

Bhatli Election
ଭଟଲିରେ କିଏ ଜିତିବ ଭୋଟରଙ୍କ ମନ; ବିଜେପିରୁ ଈରାଶିଷ ଆଚାର୍ଯ୍ୟ ନା ସୁଶାନ୍ତ ମିଶ୍ର ?

ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।

Odisha Politics
ଛିଡୁଛି ବିଜେଡି, ବଢୁଛି ବିଜେପି; ୧୦ ଦିନରେ ୫ ବଡ଼ ଚେହେରା

ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି।

Politics
ଛିଡୁଛି ବିଜେଡି, ବଢୁଛି ବିଜେପି; ପଦ୍ମ ପୋଖରୀକୁ ଡେଉଁଛନ୍ତି ନେତା

ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । ସେହିପରି ୪ ତାରିଖରେ ପଦ୍ମ ଧରିବେ ଧାମନଗରରେ ବିଜେଡିକୁ ପାନେ ଦେଇଥିବା ବିଦ୍ରୋହୀ ନେତା ରାଜୁ ଦାସ ।

Politics
୨୦୨୪ ପାଇଁ ହେବନି ମେଣ୍ଟ; ମୈଦାନରେ ସିଧା ହେବ ଫାଇଟ୍‌

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଉ ଆଜି ଖୋଦ ନିର୍ବାଚନ ପ୍ରଭାରୀଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚାରେ ଲାଗିଛି ଫୁଲ୍ ଷ୍ଟପ ।

Bansuri Swaraj
କିଏ ଏହି ବାଂଶୁରୀ ସ୍ୱରାଜ, ଯାହାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଦଳରେ ପ୍ରାର୍ଥୀ କରିଛି ବିଜେପି

ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।

BJP Candidate List
୧୯୫ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପ୍ରଥମ ପର୍ଯ୍ୟାୟ ତାଲିକାରେ ନାହିଁ ଓଡ଼ିଶାର ନାଁ

ଆଜି ଘୋଷଣା ହୋଇଥିବା ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ କାହାରି ବି ନାଁ ନାହିଁ।

Politics
ଚର୍ଚ୍ଚାରେ ଲାଗିଲା ଫୁଲଷ୍ଟପ୍...ହବନି ମେଣ୍ଟ, ଏକା ଲଢ଼ିବେ ଉଭୟ ଦଳ

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ।

Politics
ପଦ୍ମ ପୋଖରୀରେ ଫୁଟୁଛି ଶଙ୍ଖ, ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି ।