• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Achyuta Samanta

‘ନ୍ୟାୟିକ ତଦନ୍ତ କରି ଅଚ୍ୟୁତଙ୍କୁ ବାନ୍ଧ’
Tara Bahinipati on KIIT Issues: ‘ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କର’: ତାରା ପ୍ରସାଦ ବାହିନୀପତି

ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।

୮୦୦ ଟଙ୍କାରୁ ୧୫ ହଜାର କୋଟିର ମାଲିକ କେମିତି ?
Babu Singh on Achyuta Samanta: ‘୮୦୦ ଟଙ୍କା ଦରମା ପାଉଥିଲେ, ୧୫ ହଜାର କୋଟିର ମାଲିକ କେମିତି ହେଲେ ଅଚ୍ୟୁତ’

ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡ଼ି ବସିଲେ । ଜଙ୍ଗଲ ଜମିରେ ସେ ବଡ଼ ବଡ଼ ଅଟ୍ଟାଳିକା କଲେ । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି ।

୩ଟାରେ କିଟ୍‌ ଶୁଣାଣି
KIIT Suicide Row: କିଟ୍‌ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଜଣ ଅଧିକାରୀ

ଏହି ଘଟଣାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଛନ୍ତି ।

Kiit Land Issue
KIIT Land Corruption: କୌଶଳରେ ଏକର ଏକର ସରକାରୀ ଜମି ଅକ୍ତିଆର କରିଥିଲା ବିବାଦୀୟ କିଟ୍

ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି ।

Tara Bahinipati Demands Arrest
KIIT Suicide Row: କିଟ୍ ପାଇଁ ବାହାରିଲେ ବିଜେଡି ବିଧାୟକ, ମନ୍ତ୍ରୀ କହିଲେ ତଦନ୍ତ ହେବ, କିନ୍ତୁ ତାରା…

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।

କିଟ୍‌ କାଣ୍ଡର ତଦନ୍ତ ଆରମ୍ଭ
କିଟ୍‌ କାଣ୍ଡର ତଦନ୍ତ ଆରମ୍ଭ

ଘଟଣା ସମୟରେ ଛାତ୍ର ଛାତ୍ରୀଙ୍କୁ ମାଡ ମାରିଥିବା କର୍ମଚାରୀ ଓ ସିକ୍ୟୁରିଟ ଗାର୍ଡଙ୍କୁ ପଚରା ଉଚୁରା ଆରମ୍ଭ କରିଛନ୍ତି। କିଟ୍‌ କିଭଳି ଲୋକାଲ ଗୁଣ୍ଡାଙ୍କୁ ବ୍ୟବହାର କରିଥିଲେ ସେ ସମୟରେ ଜାଣିବାକୁ ଚାହିଁଛନ୍ତି କମିଟି।

Minister Sampad Swain On KIIT
KIIT Suicide Row: ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

KIIT Student Suicide Row
KIIT Student Suicide Row: କିଟ୍ କାଣ୍ଡକୁ ନେଇ ବଢୁଛି ତାତି; ମୁହଁ ଖୋଲୁନାହାନ୍ତି ମୁଖିଆ ଅଚ୍ୟୁତ

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି ।

Achyuta Samanta Arrest Demand
KIIT Student Suicide Row: 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'

ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍‌ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍‌ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍‌ରେ ୧୦ ରୁ ୧୫ ଜଣ ଆତ୍ମହତ୍ୟା କଲେଣି ।

ପାଟି ଖୋଲୁ ନାହାନ୍ତି ପ୍ରତିଷ୍ଠାତା
KIIT Student Death: କିଟ୍‌ ତାତି: ୩ ଦିନ ପରେ ବି କାହିଁକି ଚୁପ୍‌ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ?

ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ ଅଚ୍ୟୁତ ସାମନ୍ତ ।

ମଣିଷ ମରା କାରଖାନା
Special Story: ଜୀବନ ନେଉଛି KIIT , ୪ ବର୍ଷରେ ୪ ଜଣଙ୍କ ମୃତ୍ୟୁ

୨୦୨୧ରୁ ୨୦୨୫ ମଧ୍ୟରେ ଗଲାଣି ଚାରି ଚାରି ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ୪ ବର୍ଷ ଭିତରେ କାହାର ଛାତରୁ ପଡ଼ି ମୃତ୍ୟୁ ହୋଇଛି ତ ପୁଣି କିଏ ଝୁଲି ପଡ଼ିଛି ।

ଲ୍ୟାବ୍‌ ଆସିଷ୍ଟାଣ୍ଟରୁ କିଟ୍‌ ସାମ୍ରାଜ୍ୟ
Special Story: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

ଜମି କେଳେଙ୍କାରୀକୁ ନେଇ ପୂର୍ବତନ ସାଂସଦଙ୍କ ଅଚ୍ୟୁତଙ୍କ ନାଁରେ ଥିଲା ପୁଳା ପୁଳା ଅଭିଯୋଗ । କିନ୍ତୁ ଅଭିଯୋଗର ତଦନ୍ତ ତ ଦୂରର କଥା ଏସବୁ ଜମିକୁ କ୍ଷମତାର ଅପବ୍ୟବହାର ନିଜ ସଂସ୍ଥା ନାଁରେ ଅତି ଚାଲାକ ଭାବେ କରାଇ ନେଉଥିଲେ ସେ ।

Achyuta Samanta
Achyuta Samanta: କେମିତି ରାଜଧାନୀ ଛାତି ଉପରେ ନିଜର ବିଶାଳ ସାମ୍ରାଜ୍ୟ ଗଢ଼ିଲେ ଅଚ୍ୟୁତ ? 

ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ। 

KIITର କଳା ଇତିହାସ !
KIIT University Dark Secrets: କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

KIIT ୟୁନିଭର୍ସିଟି ନାଁରେ ଚାଲିଛି କ’ଣ ? ଅପରାଧ ଘଟାଉଛନ୍ତି ଛାତ୍ରଛାତ୍ରୀ । କ୍ୟାମ୍ପସ ପରିସରରେ ଚାଲିଛି ନିଶା କାରବାର । ଛାତ୍ରୀଙ୍କ ସହ କରାଯାଉଛି ଦୁର୍ବ୍ୟବହାର ।

KIIT Suicide Row
KIIT Suicide Row: ବିଧାନସଭାରେ କିଟ୍ ତାତି, ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ

କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।

କିଟ୍‌ କେଳେଙ୍କାରୀ !
KIIT Controversy: KIIT ବିରୋଧରେ ଅଭିଯୋଗର ଫର୍ଦ୍ଦା ବହୁ ଲମ୍ବା, KISS ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ !

ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ ।

ସାମନ୍ତ କହିଲେ...ମୁଁ ଦେଖାଉଛି କ’ଣ କରିପାରେ
KIIT Founder Achyuta Samanta Viral Audio: ‘ଫାଉଣ୍ଡର ସାମନ୍ତ କହିଥିଲେ, ମୁଁ ତୁମକୁ ଦେଖାଉଛି...ମୁଁ କ’ଣ କରିପାରେ’

ସାମନ୍ତ କହିଥିଲେ, ଏ ତ ସାଧାରଣ କଥା । ଏହି ସମୟରେ ଠେଲାପେଲା ମଧ୍ୟରେ ଫାଉଣ୍ଡର ତଳେ ପଡ଼ି ଯାଇଥିଲେ । ପରେ ଫାଉଣ୍ଡର କହିଥିଲେ, ମୁଁ ତୁମକୁ ଦେଖାଉଛି । ମୁଁ କଣ କରିପାରେ।

KISS Land Row
ଅଚ୍ୟୁତ ସାମନ୍ତଙ୍କ 'KISS'କୁ ବଡ଼ ଝଟକା, ଜଙ୍ଗଲ ଜମି କିସମ ପରିବର୍ତ୍ତନ ଉପରେ ରୋକ୍

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍।

KISS
‘KISS’କୁ ଝଟକା; ୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍‌

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆମୋଡ଼ ଆସିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

NewsFuse
ନିଜେ ପ୍ରଶ୍ନର ଉତ୍ତର ଦେଲେନି, ବିଧାୟକଙ୍କୁ ଠେଲିଲେ

ସାଂସଦ ପାଣ୍ଠିରୁ ଦିଆଯାଇଥିବା ଅଚଳ ଆମ୍ବୁଲାନ୍ସ କଥା ପଚାରିଦେଲେ ସାମ୍ବାଦିକ...ବଙ୍କା ହୋଇଗଲା କନ୍ଧମାଳ ସାଂସଦଙ୍କ ମୁହଁ..ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକଙ୍କୁ ଠେଲିଲେ ପ୍ରଶ୍ନ..ଶୁଣନ୍ତୁ କ’ଣ କହିଲେ ବିଧାୟକ