Advertisment

କିଟ୍‌ କାଣ୍ଡର ତଦନ୍ତ ଆରମ୍ଭ

ଘଟଣା ସମୟରେ ଛାତ୍ର ଛାତ୍ରୀଙ୍କୁ ମାଡ ମାରିଥିବା କର୍ମଚାରୀ ଓ ସିକ୍ୟୁରିଟ ଗାର୍ଡଙ୍କୁ ପଚରା ଉଚୁରା ଆରମ୍ଭ କରିଛନ୍ତି। କିଟ୍‌ କିଭଳି ଲୋକାଲ ଗୁଣ୍ଡାଙ୍କୁ ବ୍ୟବହାର କରିଥିଲେ ସେ ସମୟରେ ଜାଣିବାକୁ ଚାହିଁଛନ୍ତି କମିଟି।

author-image
Santosh Kumar Sahoo

ବହୁଚର୍ଚ୍ଚିତ କିଟ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି। ଗୃହ ବିଭାଗର ଅତିରକ୍ତ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଉଚ୍ଚଶିକ୍ଷା ସଚିବ ଓ ପୋଲିସ କମିଶନର କିଟ କ୍ୟାମ୍ପସରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସମୟରେ ଛାତ୍ର ଛାତ୍ରୀଙ୍କୁ ମାଡ ମରିଥିବା କର୍ମଚାରୀ ଓ ସିକ୍ୟୁରିଟ ଗାର୍ଡଙ୍କୁ ପଚରା ଉଚୁରା ଆରମ୍ଭ କରିଛନ୍ତି। କିଟ କିଭଳି ଲୋକାଲ ଗୁଣ୍ଡାଙ୍କୁ ବ୍ୟବହାର କରିଥିଲେ ସେ ସମୟରେ ଜାଣିବାକୁ ଚାହିଁଛନ୍ତି କମିଟି।

Advertisment
Achyuta Samanta KIIT University
Advertisment
Advertisment